ଭଡା ଦେଉଥିବା ଲୋକମାନେ ଅନେକ ସମୟରେ ଅନେକ ପ୍ରକାର କଥା କହିଥାନ୍ତି ମାତ୍ର ଆମେ ଯଦି ଦେଖିବା ପାଇଁ ଯିବାତ ଆମେ ଜାଣି ପାରିବା କିଏହା ଏକ ଅପରାଧ ନୁହେଁ । ଅସୁବିଧା ଥିବା ବେଳେ କେହିଭି ଲୋକମାନେ ଏହାକୁ ଦେବା ସମ୍ଭବ ହୋଇ ନଥାଏ । ଏହି ଭଳି ଏକ ଘଟଣା ଆମ ସାମନାକୁ ଆସିଛି । କି ଘର ମାଲିକ ନିଜ ଘର ଭଡା କୁ ଆଦାୟ କରିବା ପାଇଁ ଅନେକ ଦିନ ହେଲା ଚେଷ୍ଟା କରିବା ସତ୍ବେ ମଧ୍ୟ ଆଜି ଯାଏ ତାକୁ କିଛି ଘର ଭଡା ଦେଇ ପାରି ନାହାଁନ୍ତି
କାରଣ ହେଉଛି କି ଘର ଭଡା ନ ଦେଇ ପାରିବା ଏକ ଠକେଇ କାମ ନୁହେଁ ତେଣୁ ଏହା ଏକ ଅପରାଢ ରେ ଜୀବନୀ ବୋଲି ଘୋଷଣା କରାଯାଇଛି । ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା ଏହାକୁ ନେଇ ଅନେକ ଥର ଯୁକ୍ତି ତରକ ଲାଗି ଥିବା ମିଳି ଥିବା ସୂତ୍ରରୁ ଜଣା ପଡିଛି କି ଘର ମାଲିକ ବାର ବାର ଘର ଭଡା ମାଗିବା ଦ୍ଵାରା
ଘର ଭଡା ରେ ଥିବା ଲୋକମାନେ ଅନେକ କରଜ ରେ ଥିଲେ ଯାହା ପାଇଁ ସେମାନେ ଅନେକ ଦିନ ହେବ ଭଡା ଦେଇ ନାହାଁନ୍ତି ଯାହାକୁ ନେଇକି ମାଲିକ ତାଙ୍କ ନାମ ରେ ଅଭିଯୋଗ ସଙ୍ଗିନ ଅଭିଯୋଗ ଆଣିଥିଲା ମାତ୍ର ଏହା ପରେ ତାକୁ ମିଳିଥିଲା ନିରାଶା । ଏହା ପରେ ସେ ସୁପ୍ରିମ କୋର୍ଟ କୁ ମଧ୍ୟ କଥା ନେଇଥିଲା ଯାହା ଦ୍ଵାରା ଅନେକ ପ୍ରକାର ସମସ୍ଯା ମାନ ହୋଇଥିଲା ।
କିନ୍ତୁ ସୁପ୍ରିମ କୋର୍ଟ କହିଛି କି ଭଡା ନ ଦେଇ ପାରିବା ଦ୍ଵାରା ଅନ୍ୟ କାର୍ଯ୍ୟ ଅନୁଷ୍ଠାନ ନିଆ ଯାଇ ପାରିବ ସିଭିଲ୍ଲ କେସ ରେ ମାତ୍ର ଆପଣ ଏହା ପାନ କାହାକୁ ଅପରାଧୀ କହି ପରିବେନି । ଏହାକୁ ରଦ୍ଧ କରିଛନ୍ତି ସୁପ୍ରିମ କୋର୍ଟ । ଏହା ପାଇଁ ତାଙ୍କ ଅନୁସାରେ କାର୍ଯ୍ୟ ଅନୁସତ୍ଥାନ ନିଆଯିବ ମାତ୍ର ତାଙ୍କୁ ଜେଲ ପଠାଯିବନି କି ତାଙ୍କୁ ଆଉ କ୍କିହହୀ ଦଣ୍ଡ ରେ ଦଣ୍ଡିତ କରାଯିବନି ।
415 ଧାରା କୁ ଖାରାଜ କରିଥିଲା ଆଲାହାବାଦ । ଏହା ପରେ ସୁପପ୍ରିମ କୋର୍ଟ ରେ ଥିବା ଜଷ୍ଟିସ ଖନା, ଜଷ୍ଟିସ ତ୍ରିବେଦୀ କହିଛନ୍ତି କି ଭଡା ନ ଦେବା ଅପରାଧ ନୁହେଁ । ଭଡା କିଭଳି ଆଦାୟ କରିବାର ପାଇଁ ଅନେକ ଆଇନ ଅଛି ମାତ୍ର ଏହା ପାଇଁ ପୋଲିଶ ଷ୍ଟେସନ ରେ କାର୍ଯ୍ୟ ଅନୁଷ୍ଠାନ ନିଆଯିବ ନି ।
ଏହା ସହ ଏହା ମଧ୍ୟ କାହକିଅହନ୍ତି କି କିଛି ଭି ହେଉ ଏହା ପାଇଁ ଆପଣ ସଙ୍ଗିନ ଅଭିଯୋଗ ଆଣିବା ଅନୁଚ୍ଚିତ ଅଟେ । କଠିନ କାର୍ଯ୍ୟ ଅନୁଷ୍ଠାନ ନେବା ଆମ ସମ୍ବିଧାନ ଅନୁସାରେ ଅଛି ମାତ୍ର ଏହା ପାଇଁ କାହା ଜୀବନ ନଷ୍ଟ କରିବା ଅନୁଚିତ ଅଟେ ।