ଭୋ ଭୋ ହୋଇ କାନ୍ଦିଲେ Namita Agarwalଙ୍କ ଶାଶୂ, Video ଦେଖି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ଗାୟକ ଗାୟିକା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଗୀତିକାର ମାନେ ନିଜର ଗୀତ ଏବଂ ନିଜର ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଜେଣ ଓଡିଆ ଗାୟିକାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି । ଏହି ଗାୟିକା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଆପଣ ସମସ୍ତଙ୍କର ପ୍ରିୟ ଗାୟିକା ନମୀତା ଅଗ୍ରୱାଲ ।

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ବରିଷ୍ଠ ତଥା ଲୋକପ୍ରିୟ ଗାୟିକା ନମୀତା ଅଗ୍ରୱାଲଙ୍କୁ ବେସ ଭଲ ଭାବରେ ଜାଣିଥିବେ । ନମୀତା ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଗୀତ ଗାଇ ପ୍ରସିଦ୍ଧି ହାସଲ କରିଛନ୍ତି ଏବଂ ଆମ ଓଡିଶାରେ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ଆସିବା ଦିନରୁ ନମୀତା ନିଜର ଅନେକ ସୁପର ହିଟ ଗୀତ ପାଇଁ ଚର୍ଚ୍ଚାରେ ରୁହନ୍ତି ।

ସେ ପ୍ରଥମେ ଓଡିଆ ଭଜନ ରୁ ନିଜ କ୍ଯାରିୟର ଆରମ୍ଭ କରିଥିଲେ । ନମୀତା ହେଉଛନ୍ତି ଜଣେ ଏପରି ଗାୟିକା ଯିଏ ଅତି କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିପାରିଛନ୍ତି । ନମୀତା ଅଗ୍ରୱାଲ ଭଜନ ଗାଇବା ସହ ଅନେକ ଓଡିଆ ଫିଲ୍ମରେ ମଧ୍ୟ ଗୀତ ଗାଇଛନ୍ତି । ସେ ଓଡିଶା ବାସୀଙ୍କ ମନରେ ନିଜର ପାଇଁ ସ୍ଵତନ୍ତ୍ର ଛାପ ସୃଷ୍ଟି କରି ପାରିଛନ୍ତି । ସେ ନିଜର ସୁପର ହୀଟ ସଙ୍ଗୀତ ପାଇଁ ଅନେକ ସାରା ଆୱାର୍ଡ ମଧ୍ୟ ପାଇଛନ୍ତି ଆଉ ପୁରସ୍କୃତ ହୋଇଛନ୍ତି ।

ବର୍ତ୍ତମାନ ନମୀତା ଅଗ୍ରୱାଲ ଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ଦେଖିଲେ ଆପଣ ମାନେ ଭାବ ବିହୁଳ ହୋଇଯିବେ । ଏହି ଭିଡିଓରେ ନମୀତା ନିଜ ଶାଶୂଙ୍କୁ ଗେଲ କରୁଥିବାର ନଜର ଆସୁଛନ୍ତି । ନମୀତାଙ୍କୁ ଦେଖି ତାଙ୍କ ଶାଶୂ ଭୋ ଭୋ ହୋଇ କାନ୍ଦୁଛନ୍ତି ଆଉ ଏ ପଟେ ନମୀତା ତାଙ୍କୁ ଗେଲ କରି ବୁଝାଇ ଦେଉଛନ୍ତି । ଶାଶୂ ବୋହୁଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଭିଡିଓ ରେ ନମୀତା ଙ୍କ ଶାଶୁ ହରେ ରାମ ହରେ କୃଷ୍ଣ ଜପ କରିବାର ମଧ୍ୟ ନଜର ଆସୁଛନ୍ତି । ଏମିତିକି ନମୀତା ମଧ୍ୟ ନିଜ ଶାଶୁ ଙ୍କୁ ଜପ କରିବାର ନଜର ଆସୁଛନ୍ତି । ଏତେ ଦିନ ପରେ ଶାଶୁ ବୋହୂ ଭେଟ ହୋଇ ଥିବାରୁ ପରସ୍ପର ସହ ଏତେ ଭାବ ବିହ୍ଵଳ ହୋଇ ପଡିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *