ଭୁଲରେ ବି ଓଲଟା ବସ୍ତ୍ର ପିନ୍ଧିଲେ ମିଳିଥାଏ ଏହି 7ଟି ସଂକେତ… ନିଶ୍ଚୟ ଦେଖନ୍ତୁ- Vastu Tips

ବନ୍ଧୁଗଣ ଆମ ସହ କିଛି ବିଚିତ୍ର ଘଟଣା ଅନେକ ସମୟରେ ଘଟିଥାଏ ଯାହାର ଅର୍ଥ ଆମେ ଜାଣିପାରି ନ ଥାଉ । ଆମ ଦ୍ଵାରା ଜାଣତରେ ହେଉ ବା ଅଜାତରେ ହେଉ ଏମିତି କାମ ହୋଇଯାଏ ଯାହା ବିଷୟରେ ଆମେ ଭାବିଥାଉ ଏମିତି କାହିଁକି ହେଲା । କିନ୍ତୁ ଆମ ଶାସ୍ତ୍ରରେ ଏହି ସବୁ ଘଟଣାକୁ ବିଶେଷ ରୂପରେ ଦେଖା ଯାଇଥାଏ । ଏହି ସଂକେତ ଆମକୁ ସାମାନ୍ୟ ଲାଗିଲେ ମଧ୍ୟ ଏହା ପଛରେ ବଡ ରହସ୍ୟ ଲୁଚି ରହିଛି । କିଛି ଅଜ୍ଞାତ ଶକ୍ତି ଆମକୁ ଏମିତି କାମ କରାଇଥାନ୍ତି ଯାହା ପାଇଁ ଆମ ଧ୍ୟାନ ଅନ୍ୟ ସ୍ଥାନରେ ରହିଥାଏ ।

ଆଜି ଆମେ ଆପଣଙ୍କୁ ଅଜାଣତରେ ଡ୍ରେସ ଓଲଟା ପିନ୍ଧିବା ଦ୍ଵାରା କେଉଁ ସଂକେତ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ଯଦି ଆପଣ କୌଣସି ମହତ୍ଵ ପୂର୍ଣ୍ଣ କାର୍ଯ୍ୟ ଯେମିତିକି ଚାକିରି ସନ୍ଧାନରେ ବା ବ୍ୟାପାରରେ ବା କୌଣସି ଜରୁରୀ କାମରେ ବାହାରକୁ ଯାଉଛନ୍ତି ଆଉ ସେହି ସମୟରେ ଭୁଲରେ ଓଲଟ କପଡା ପିନ୍ଧି ଦେଉଛନ୍ତି ତେବେ ଶୁଭ ସଂକେତ ମାନା ଯାଇଥାଏ । ଆପଣ ଯେଉଁ କାର୍ଯ୍ୟ କରିବାକୁ ଯାଉଛନ୍ତି ତାହା ନିଶ୍ଚୟ ସଫଳ ହେବ ।

୨- ଅନେକ ସମୟରେ ଆମେ ଏତେ ଚିନ୍ତାରେ ରହିଥାଉ ଯାହା ପାଇଁ କୌଣସି କାମ ସଠିକ ଭାବେ କରିପାରି ନ ଥାଉ । ସେହି କାମ ଖାଦ୍ଯ ତିଆରି କରିବା ହେଉ ବା ଘର କାମ ବା କପଡା ପିନ୍ଧିବା ହେଉ । ଯଦି ଆପଣ କୌଣସି ସମସ୍ଯା ଦେଇ ଗତି କରୁଛନ୍ତି ଆଉ ସେହି ସମୟରେ ଭୁଲରେ ଓଲଟା କପଡା ପିନ୍ଧୁଛନ୍ତି ତେବେ ଶୁଭ ସଂକେତ ମାନା ଯାଇଥାଏ । ଆପଣଙ୍କର ଖରାପ ସମୟ ଶେଷ ହେବାର ସୂଚନା ମିଳିଥାଏ ।

୩- ଯଦି ଆପଣଙ୍କର ପିଲା ଭୁଲରେ ଓଲଟା କପଡା ପରେ ଆପଣଙ୍କ କହିବା ପରେ ବି ବଦଳେ ନାହି କିମ୍ବା ଓଲଟ କପଡା ପିନ୍ଧିବା ପସନ୍ଦ ହୋଇଥାଏ ତେବେ ଏମିତି ପୁଅ ମାଙ୍ଗଳିକ ଓ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କର ଭବିଷ୍ୟତ ଉଜ୍ବଳ ହୋଇଥାଏ ।

୪- ଯଦି କୌଣସି ବ୍ୟକ୍ତି ଉପରେ ଖରାପ ନଜର ରହିଛି ତେବେ ଶନିବାର ଦିନ ଓଲଟା କପଡା ପିନ୍ଧିବା ଉଚିତ । ଏମିତି କରିଲେ ଯିଏ ଆପଣଙ୍କର ଖରାପ ଚିନ୍ତା କରିଥାଏ ତାର ଖରାପ ହୋଇଥାଏ ।

୫- ଯଦି ଆପଣ ଶ୍ମଶାନ ବା ସୁନସାନ ଜାଗାରୁ ଫେରିଛନ୍ତି ତେବେ ଘରକୁ ଆସି ସ୍ନାନ କରିବା ପରେ କିଛି ସମୟ ପାଇଁ ଓଲଟା କପଡା ପିନ୍ଧିବା ଦ୍ଵାରା ଖରାପ ଶକ୍ତି ନଷ୍ଟ ହୋଇଥାଏ ।

୬- ଯଦି ଆପଣ ରାତିରେ ଓଲଟା କପଡା ପିନ୍ଧି ଶୋଇଛନ୍ତି ତେବେ ଅଶୁଭ ହୋଇଥାଏ । ଆପଣଙ୍କ ପିତୃପୁରୁଷ ଆପଣଙ୍କୁ ସଂକେତ ଦେଇଥାନ୍ତି ଆଗାମୀ ସମୟରେ ଖରାପ ହେବାକୁ ଯାଉଛି । ତେଣୁ ସେମାନେ ସାବଧାନ ରହିବାର ସୂଚନା ଦେଇଥାନ୍ତି ।

୭- ଯଦି ଆପଣ ଭୁଲରେ ଓଲଟା କପଡା ପିନ୍ଧି ମନ୍ଦିର ଯାଉଛନ୍ତି ଏହା ଶୁଭ ସଂକେତ ହେବ ସହ ଆପଣଙ୍କୁ ନିକଟ ଭବିଷ୍ଯତରେ ଧନ ମିଳିବାକୁ ଯାଉଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *