ବିନା ଔଷଧରେ ଏମିତି ଭଲ ହେବ କୌଣସି ବି ପ୍ରକାରର ଅର୍ଶ (Piles)- Health Tips

ବନ୍ଧୁଗଣ ଆଜିକାଲି ଅର୍ଶ ବା ପାଇଲ୍ସ ରୋଗକୁ ନେଇ ଅନେକ ଲୋକ ମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମୁଖିନ୍ନ ହେଉଛନ୍ତି । ଯେଉଁ ମାନଙ୍କର ଅର୍ଶ ଭଳି ସଂଶଯ ରହିଛି ସେମାନେ ଅଧୀକ ଯନ୍ତ୍ରଣା ଅନୁଭବ କରୁଛନ୍ତି । ସେଥିପାଇଁ ଅନେକ ଲୋକେ ମେଡ଼ିସିନର ସେବନ କରିଥାନ୍ତି କିନ୍ତୁ ଏଥିରେ ସଂପୂର୍ଣ୍ଣ ଭାବେ ଅର୍ଶ ଭଲ ହୁଏ ନାହି । ଅର୍ଶ ହେବାର ମୁଖ୍ୟ କାରଣ ହେଉଛି କୋଷ୍ଠ କାଠିନ୍ଯ ହେବ । କିଛି ଲୋକଙ୍କର ପେଟ ସଫା ନ ହେଲେ ଅର୍ଶ ସମସ୍ଯା ଦେଖା ଯାଇଥାଏ । ଅର୍ଶ ହେଲେ ରକ୍ତ ବ୍ରୀଡିଙ୍ଗ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ଅର୍ଶ ଦୂର କରିବାର ଘରୋଇ ରେମେଡି ବିଷୟରେ କହିବାକୁ ଯାଉଛୁ । ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ରହିଛି ପିଆଜ । ଏହା ପରେ ପିଆଜକୁ ଛୋଟ ଛୋଟ ଖଣ୍ଡ କରି କାଟି ଏହାକୁ ଖରାରେ ରଖନ୍ତୁ । ଯେପରି ଏହା ସଂପୂର୍ଣ୍ଣ ଭାବେ ଶୁଖିଯିବ । କାରଣ ଖରାରେ ପିଆଜ ଶୁଖାଇଲେ ଏଥିରୁ ଅଳ୍ପ ମାତ୍ରାରେ ପାଣି ମରିଯିବ । ଏହା ପରେ ଏକ ପ୍ୟାନ ବସାଇ ଏକ ଚାମଚ ଘିଅ ପକାଇ ପିଆଜକୁ ଭାଜନ୍ତୁ ।

ପିଆଜ ବ୍ରାଉନ ରଙ୍ଗ ହେବା ଯାଏ ଧିମା ଆଞ୍ଚରେ ଏହାକୁ ଭାଜନ୍ତୁ । ଏହା ପରେ ପିଆଜକୁ ବାହାରକୁ ଅବହାର କରି ଥଣ୍ଡା ହେବା ଯାଏଁ ରଖନ୍ତୁ । ଏହା ପରେ ପିଆଜକୁ ଭଲ ଭାବେ ବାଟି ଗୁଣ୍ଡ କରନ୍ତୁ । ଏହା ପରେ ଆଡ କରନ୍ତୁ ମିଶ୍ରି ଗୁଣ୍ଡ ମିଶାନ୍ତୁ । ଏହା ପରେ ଆଡ କରନ୍ତୁ ଏକ ଚାମଚ ଗାଈ ଘିଅ । ଏହି ୩ଟି ଜିନିଷର ଭଲ ଭାବେ ମିଶ୍ରଣ କରନ୍ତୁ ।

ଦିନକୁ ମାତ୍ର ୩ ଥର ଏହି ରେମେଡି ର ସେବନ କରିବାକୁ ହେବ । ଶୁଖିଲା ଅର୍ଶ ବା ଯେଉଁ ଅର୍ଶରୁ ରକ୍ତ ପଡି ନ ଥାଏ କିନ୍ତୁ ମାଂସଖଣ୍ଡ ବା ଅର୍ଶ ଭଳି ବାହାରକୁ ବାହାରିଥାଏ ସେହି ଅର୍ଶକୁ ଠିକ କରିବା ପାଇଁ ଏହି ରେମେଡିର ପ୍ରୟୋଗ କରନ୍ତୁ । ଏହି ରେମେଡି ରାମବାଣ ଭଳି ଭଳି କାମ କରିବ ।

ଦିତୀୟ ରେମେଡି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ରହିଛି ଲେମ୍ବୁ ରସ । ଯେଉଁ ଅର୍ଶରୁ ରକ୍ତ ପଡିଥାଏ ତାହା ଠିକ କରିବା ପାଇଁ ଦିତୀୟ ଉପଚାରଟି ଚମତ୍କାରୀ ଅଟେ । ପ୍ରଥମେ ଏକ ଲେମ୍ବୁ ନେଇ ଏହାର ରସ ବାହାର କରନ୍ତୁ । ଲେମ୍ବୁର ମଞ୍ଜି ଯେମିତି ରସରେ ନ ଯାଏ ଧ୍ୟାନ ରଖିବେ । ଏହା ପରେ ଆଡ କରନ୍ତୁ ଏକ ଗ୍ଳାସ କ୍ଷୀର । କ୍ଷୀରରେ ଅଧ ଚାମଚ ଲେମ୍ବୁ ରସ ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ ।

କ୍ଷୀରରେ ଲେମ୍ବୁ ରସ ପକାଇଲେ ତାହା ଚିଡିଯାଏ ତାହା ଆପଣ ମାନେ ଜାଣିଥିବେ । ଲେମ୍ବୁ ରସ ପକାଇ ତୁରନ୍ତ କ୍ଷୀରର ସେବନ କରିବାକୁ ହେବ । ଆପଣ ଦେଖିବେ ରକ୍ତାତ ଅର୍ଶ ଭଳି ସମସ୍ୟା ଦୂର ହୋଇଯିବ । ତେବେ ଏହା ଥିଲା ୨ଟି ଉପଚାର ଯାହା ରକ୍ତ ଓ ଶୁଖିଲା ଅର୍ଶ ଦୂର କରିବା ପାଇଁ ବହୁତ ଚମତ୍କାରୀ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *