ବାହାଘର ମିଛ, ଆମ ବାହାଘର ସତ ବାହାଘର ନୁହେଁ, ସେ ବାହାଘର ଥିଲା Contractual Agreement! କାହିଁକି ଏମିଟୟି କହିଲେ Anubhab

ସେ ବାହାଘର ମିଛ, ସେ ସାତ କଳସ ଆଠ ଦୀପ ମିଛ । ସେ ହୋମ ନିଆଁରେ ଚାରିପଟେ ସାତ ଘେରା ବୁଲିବା ମିଛ । ସେ ଶଙ୍ଖା ଆଉ ସିନ୍ଦୁର ମିଛ । ସବୁକିଛି ମିଛ ଅନୁଭବ ମହାନ୍ତିଙ୍କ ପାଇଁ । କାରଣ ସତ୍ୟ ହେଉଛି ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କ ମିଛ । ଦର୍ଶକ ବନ୍ଧୁ ସେ ବାହାଘର ହେଉଛି ଏକ କନଟ୍ରାଚୁଆଲ ଏଗ୍ରୀମେଣ୍ଟ ଯେଉଁ ଏଗ୍ରୀମେଣ୍ଟ ରେ ଉଭୟଙ୍କ ସମ୍ମତି ଅଛି । ତେବେ ଏଠାରେ ଯେଉଁ ଏଗ୍ରୀମେଣ୍ଟ କଥା କୁହା ଯାଇଛି ତାହା କେବଳ ଅନୁଭବ ଓ ତାଙ୍କୁ ବିବାହ କରିଥିବା ଯୁବତୀ ହିଁ ଜାଣିଥିବେ ।

କାରଣ ଦୁଇ ଜଣ ଜାଣିଶୁଣି କୁଆଡେ କନଟ୍ରାଚୁଆଲ ଏଗ୍ରୀମେଣ୍ଟ କରିଥିଲେ । ଆଉ ଏଗ୍ରୀମେଣ୍ଟ ପରେ କୁଆଡେ ଅନୁଭାବଙ୍କ ସ୍ତ୍ରୀ ତାଙ୍କ ପାଖରେ ରୁହନ୍ତି । ଓଡିଆ ସଂସ୍କୃତି ଆଉ ପରମ୍ପରାକୁ ପାଥେୟ କରି ସ୍ବାମୀର ଶୁଭ ମନାସିଥାନ୍ତି । ଆଉ ସାବିତ୍ରୀ ବ୍ରତ କରି ସ୍ବାମୀଙ୍କ ଶୁଭ ମନାସି ବ୍ରତ ରଖନ୍ତି ତାଙ୍କ ସ୍ତ୍ରୀ । ଯାହାକୁ ଜମା ବି ପସନ୍ଦ କରନ୍ତି ନାହି ଅନୁଭବ ।

କାରଣ ଅନୁଭବ ଜାଣିଥିଲେ ଏହା ଖାଲି କନଟ୍ରାଚୁଆଲ ଏଗ୍ରୀମେଣ୍ଟ । ଆଉ ତା ପରେ ତାଙ୍କ ସ୍ତ୍ରୀ କୁଆଡେ ବହୁତ ଭଲ ପାଇ ବସିଲେ । ଆଉ ଦେଖେଇ ହେବାକୁ ଚେଷ୍ଟା କରନ୍ତି । ଦର୍ଶକ ବନ୍ଧୁ ଯିଏ ଦେଖେଇ ହେବାକୁ ଚାହେଁ ତା ଗୋଡ କୁଆଡେ ନାଚେ । ଯିଏ ଜାଣିଛି ଏ ବାହାଘର ତା ପାଇଁ ମିଛ ସେ ପୁଣି ସାବିତ୍ରୀ ବ୍ରତ କରୁଛି । ସ୍ବାମୀର ଶୁଭ ମନାସି ବ୍ରତ ରଖୁଛି ଆଉ ଉପାସ ବି ରହୁଛି ।

ଏସବୁ ଯେବେ ଅନୁଭବ ଜାଣନ୍ତି ସ୍ବାମୀଙ୍କ କର୍ତ୍ତବ୍ୟ କରିବାକୁ ଯାଇ ସ୍ତ୍ରୀ ଙ୍କୁ ଖୁଆଇ ଦିଅନ୍ତି ଆଉ ତା ପରେ ତାଙ୍କ ସ୍ତ୍ରୀ ବ୍ରତ ଭାଙ୍ଗନ୍ତି । ଦର୍ଶକ ବନ୍ଧୁ ଆମେ ଏଠାରେ ଏ ସବୁ କଥା ଏଥିପାଇଁ କହୁଛୁ କାରଣ “ଲଭ ଇନ ଲଣ୍ଡନ” ଫିଲ୍ମର ଶୁଟିଙ୍ଗ ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଅନୁଭବଙ୍କ ସ୍ତ୍ରୀ ଶୁଭ ମନାସି ବ୍ରତ ରଖୁଛନ୍ତି ଆଉ ଅନୁଭବ ଆସି ତାଙ୍କ ସ୍ତ୍ରୀଙ୍କୁ ପାଣି ପିଇ ବ୍ରତ ଭାଙ୍ଗୁଛନ୍ତି । ଆଉ ବଡ କଥା ହେଉଛି ଏହି ସମୟରେ ଅନୁଭବ ଯେଉଁ ଡାଇଲଗ କହୁଛନ୍ତି କି ଆମ ବାହାଘର ବାହାଘର ନ ଥିଲା ଆମ ବାହାଘର ଥିଲା ଏକ କନଟ୍ରାଚୁଆଲ ଏଗ୍ରୀମେଣ୍ଟ । ଯେଉଁଥିରେ ଏ ସବୁର ଆବଶ୍ୟକତା ନାହି ।

ଏ ସବୁ କରିଲେ ଜଗତରେ ଜନତା କେବେଳ ପରିହାସ କରିବେ ବୋଲି ଡାଇଲଗ କହୁଛନ୍ତି ଅନୁଭବ ତାଙ୍କ ସ୍ତ୍ରୀ ଙ୍କୁ “ଲଭ ଇନ ଲଣ୍ଡନ” ଫିଲ୍ମରେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଅନୁଭବ ମହାନ୍ତି ଙ୍କ ଏହି କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *