ଦେଖନ୍ତୁ ବିବାହ ପରେ କେମିତି ଚଳୁଛନ୍ତି Sai ଓ Sara, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଓଲିଉଡ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଠିକ ସେହିପରି ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ କିଛି କମ ନୁହନ୍ତି । ଟେଲି କଳାକାର ମାନେ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ଏମିତିକି ଓଡିଆ ସିରିଏଲ ଦେଖିବାକୁ ଘରେ ଘରେ ଆଜିକାଲି ଲୋକ ମାନେ ବେଶ ଆଗ୍ରହ ମଧ୍ୟ ପ୍ରକାଶ କରୁଛନ୍ତି । ତେବେ ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜର ଦାଂପତ୍ଯ ଜୀବନକୁ ନେଇ ସୋସିଆଲ ମିଡିଆରେ ଅନେକ କଥା ସେୟାର କରିଥାନ୍ତି । ଆଜି ଆମେ ଆପଣଙ୍କୁ ଅଭିନେତା ସାଇ ଓ ତାଙ୍କ ସ୍ତ୍ରୀ ସାରା ବିବାହ ପରେ କେମିତି ଟାଇମ ସ୍ପେନ୍ଡ କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଅଭିନେତା ସାଇ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତରଙ୍ଗ ଚ୍ଯାନେଲ ରେ “କୁଆଁରୀ ବୋହୁ” ସିରିଏଲ ରେ ଖୁବ ସୁନ୍ଦର ଅଭିନୟ କରିବାର ନଜର ଆସିଥିଲେ ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିଥିଲେ । ତେବେ ସେ ସାରା ଙ୍କୁ ଭଲ ପାଇଥିଲେ । କିନ୍ତୁ ଗତ କିଛି ଦିନ ତଳେ ଦୁହିଙ୍କ ମଧ୍ୟରେ ବିବାଦ ଦେଖା ଯାଇଥିଲା ।

ଯାହା ଫଳରେ ସାରା ସାଇ ଙ୍କ ନାଁ ରେ ଅଭିଯୋଗ ଆଣିବା ପରେ ସାଇ ଜେଲ ଯାଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ବର୍ତ୍ତମାନ ସମୟରେ ସାଇ ଜେଲ ରୁ ଫେରି ଆସିଛନ୍ତି । ଏହା ପରେ ସାଇ ଓ ସାରା ପରସ୍ପର ଭଲ ପାଇବାକୁ ବିବାହର ନାଁ ଦେଇଛନ୍ତି । କହିବାର ଅର୍ଥ ହେଉଛି ଏହି ଦୁଇ ଯୋଡି ଙ୍କ ମଧ୍ୟରେ ଯାହା ବି ମନାନ୍ତର ହୋଇଥିଲା ତାହା ଦୂର ହୋଇ ଯାଇଛି ।

ଆଉ ଗତ କିଛି ପୂର୍ବେ ଦୁହେଁ ପରସ୍ପରକୁ ବିବାହ କରି ସାତ ଜନ୍ମ ପାଇଁ ପରପର ସାଥି ଭାବେ ବାଛି ନେଇଥାନ୍ତି । ଦୁହେଁ ସାତ ଫେରା ନେଇ ପରସ୍ପର କୁ ଜୀବନ ସାଥି ରୂପେ ଗ୍ରହଣ କରିଛନ୍ତି ଯାହାର ଭିଡିଓ ଆପଣ ମାନେ ଦେଖି ପାରିବେ । ତେବେ ମ୍ୟାରେଜ ପରେ ଦୁଇ ଯୋଡି କୋଣାର୍କ ଓ ପୁରୀ ବୁଲିବାକୁ ଯାଇଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ସେମାନେ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଛନ୍ତି ।

ଦୁହେଁ ମ୍ୟାରେଜ ପରେ ବେଶ ଖୁସି ଥିବାର ନଜର ଆସୁଛନ୍ତି । ଦୁହେଁ ଦୁହିଙ୍କ ସହ ଅଧିକ ର ଅଧିକ ଟାଇମ ସ୍ପେନ୍ଡ ମଧ୍ୟ କରୁଛନ୍ତି । କୋଣାର୍କ ଓ ପୁରୀ ବ୍ଯତୀତ ଅନ୍ୟ କେଉଁ ଜାଗାକୁ ମଧ୍ୟ ଦୁହେଁ ବୁଲିବାକୁ ଯାଇଛନ୍ତି ଆଉ ସେଠାରେ ବହୁତ ସାରା ମଜା ମସ୍ତି ମଧ୍ୟ କରିଛନ୍ତି ଯାହା ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ।

ତେବେ ଦୁହେଁ ପରସ୍ପର କୁ କେତେ ଭଲ ପାଉଛନ୍ତି ତାହା ସେମାନଙ୍କୁ ଦେଖିଲେ ହିଁ ଜଣା ପଡୁଛି । ଦୁହିଙ୍କର ବୈବାହିକ ଜୀବନ ଆଗକୁ ସୁଖମୟ ହେଉଛୁ ଏହା ଆମର କାମନା । ବନ୍ଧୁଗଣ ଆପଣ ମାନଙ୍କୁ ସାଇ ଓ ସାରାଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *