ବିବାହ ପରେ ଓଡିଶାର ରାଜ୍ୟପାଳ ଙ୍କ ଠାରୁ ଆଶୀର୍ବାଦ ନେଲେ ଅର୍ଚ୍ଚିତା

ବିବାହ ପରେ ଓଡିଶାର ରାଜ୍ୟପାଳଙ୍କ ଠାରୁ ଆଶୀର୍ବାଦ ନେବାକୁ ଗଲେ ଅର୍ଚ୍ଚିତା ଓ ସବ୍ୟସାଚୀ । ତେବେ ଫ୍ରେଣ୍ଡ୍ସ କଣ ରହିଛି ସଂପୂର୍ଣ୍ଣ ଘଟଣା ଜାଣିବା ପାଇଁ ଶେଷ ପର୍ଯ୍ଯନ୍ତ ପଢନ୍ତୁ । ତେବେ ଫ୍ରେଣ୍ଡ୍ସ ଆପଣ ମାନେ ତ ଜାଣିଛନ୍ତି ଓଡିଶାର ନମ୍ବର 1 ଅଭିନେତା ଓ ଅଭିନେତ୍ରୀ ସବ୍ୟ ଓ ଅର୍ଚ୍ଚିତା ରାଜସ୍ଥାନରେ ବିବାହ କରିଛନ୍ତି । ତାଙ୍କ ବିଅଭ ମାର୍ଚ୍ଚ 1 ତାରିଖରେ ହୋଇଥିଲା। ସେମାନେ ସେଠାରେ 5 ଦିନ ରହିବା ପରେ ବର୍ତ୍ତମାନ ସେ ଓଡିଶା ଫେରି ଛନ୍ତି ।

ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଚାରିଆଡେ ବ୍ୟାପିଅଛି । ଦୁହେଁ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି । ବନ୍ଧୁଗଣ ଏହା ପୂର୍ବରୁ ଆପଣ ମାନେ ସମସ୍ତେ ଉଭୟଙ୍କ ହଳଦୀ ରସମ ର ଫଟୋ ମଧ୍ୟ ଦେଖିବାକୁ ପାଇଥିଲେ, ସେଥିରେ ମଧ୍ୟ ଉଭୟ ବହୁତ ସୁନ୍ଦର ଦେଖାଯାନ୍ତି । ବନ୍ଧୁଗଣ ଏହି ଦୁହିଙ୍କ ଯୋଡି ଏତେ ଫେମସ ହେଲା ଯେ, ଦର୍ଶକ ଗଣ ଉଭୟଙ୍କୁ ଏକା ସହିତ ଦେଖିବାକୁ ବହୁତ ପସନ୍ଦ କଲେ ।

ଖୁବ ଧୂମଧାମରେ ତାଙ୍କର ଗୃହ ପ୍ରବେଶ ହୋଇଥିଲା ଓ ଏହା ପରେ ଗୋଟେ ବଡ ପୂଜା ରଖା ଯାଇଥିଲା ତାଙ୍କ ଚର୍ଥୁତିର ।  ଆଉ ଏବେ ସେ ବିବାହ ପରେ ପ୍ରଥମ ଥର ତାଙ୍କ ସ୍ଵାମୀ ଓ ପରିବାର ପାଇଁ ରୋଷେଇ କରିଛନ୍ତି । ସେ ରୋଷେଇ ଘରେ ରୋଷେଇ କରିବାର ଦେଖିବାକୁ ମିଳିଛି । ତାଙ୍କ ସ୍ଵାମୀ ଓ ପରିବାର ଲୋକଙ୍କ ସହ ବହୁତ ଖୁସିରେ ରୋଷେଇ କରୁଥିବାର କିଛି ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଅର୍ଚିତା ଆଉ ତାଙ୍କ ଶାଶୁ ମାଙ୍କ ମଧ୍ୟରେ ସବୁକିଛି ବହୁତ ଭଲ ଦେଖା ଯାଉଛି ଏହି ଫ୍ତଓୟାରେ ତାଙ୍କ ଶାଶୁମା ତାଙ୍କୁ ଶାଢୀ ଗହଣା ଆଉ ସିନ୍ଦୁର ଇତ୍ୟାଦି ଉପହାର ସ୍ୱରୂପ ଦେଇଛନ୍ତି ଏହା ଛଡା ସେ ନିଜ ପୂର୍ବ ପୁରୁଷ ମାନଙ୍କ ଗହଣା ମଧ୍ୟ ଅର୍ଚିତାଙ୍କୁ ଦେଇଛନ୍ତି । ଏହା ପରେ ଅର୍ଚିତା ନୂଆ ବହୁ ଭଳି ରୋଷେଇ କରିଛନ୍ତି ଆଉ ଏହି ସମୟରେ ତାଙ୍କ ସାସୁ ଘର ସବୁ8 ସଦସ୍ୟ ତାଙ୍କ ପାଖରେ ଉପସ୍ଥିତ ଥିଲେ ଏତେ କି ସବ୍ୟ ମଧ୍ୟ ରୋଷେଇ ଘରେ ଥିଲେ ଏହି ଭଳି ବହୁତ ଫଟୋ ଅର୍ଚିତା ସୋଶିଅଲ ମିଡିଆରେ ଶେୟର କରିଛନ୍ତି ।

ତେବେ ବର୍ତ୍ତମାନ ସେ ଓଡିଶାର ରାଜ୍ୟପାଳଙ୍କ ପାଖକୁ ଯାଇ ତାଙ୍କଠୁ ଆଶୀର୍ବାଦ ନେଇଛନ୍ତି । ଆପଣ ମାନେ ଜଣାଇ ଥିବେ ଏହି କିଛି ଦିନ ତଳେ ସବ୍ୟ ଅନେକ ଲୋକ ମନକନୁ ସହଯ୍ୟ ଅକରିଥିଲେ ଓ ସେ ଏହି ପ୍ରତିସୂତି ରାଜ୍ୟପାଳଙ୍କୁ ମଧ୍ୟ ଦେଇ ଛନ୍ତି । ସେ ଆଗାମୀ ଦିନ ମାନଙ୍କରେ ମଧ୍ୟ ଲୋକଙ୍କୁ ଏମିତି ସାହାଯ୍ୟ କରିବେ ଓ ଏଥିରେ ତାଙ୍କୁ ସାଥ ଦେବେ ତାଙ୍କ ଧର୍ମପତ୍ନୀ ଅର୍ଚ୍ଚିତା ।

Leave a Reply

Your email address will not be published. Required fields are marked *