ବିବାହିତା ନାରୀ ସିନ୍ଦୁର ପିନ୍ଧିବା ବେଳେ କରନ୍ତୁନି ଏହି ବଡ ଭୁଲ୍ ! ନହେଲେ ସ୍ଵାମୀ ଜୀବନ ପ୍ରତି ବିପଦ ମାଡି ଆସିଥାଏ ।

ସ୍ତ୍ରୀ ସିନ୍ଦୁର ପିନ୍ଧିବା ସମୟରେ କେଉଁ ଭୁଲ୍ କଲେ ସ୍ଵାମୀଙ୍କ ଆୟୁଷ କମିଥାଏ । ବନ୍ଧୁଗଣ ଜଣେ ବିବାହିତା ମହିଳାଙ୍କ ପାଇଁ ଶଙ୍ଖା ଓ ସିନ୍ଦୁରର ବେଶ ମହତ୍ଵ ରହିଥାଏ । ବିବାହିତା ନାରୀ ମାନଙ୍କୁ ମଥାରେ ସିନ୍ଦୁର ପିନ୍ଧିବା ସମୟରେ ଅନେକ କିଛି କଥା ଉପରେ ଧ୍ୟାନ ରଖି ସିନ୍ଦୁର ପିନ୍ଧିବା ଉଚିତ । ନଚେତ ମହିଳା ମାନଙ୍କର ସିନ୍ଦୁର ସମୟରେ ଏଭଳି କିଛି ଭୁଲ୍ କରିଦେବା ଦ୍ଵାରା ତାଙ୍କ ସ୍ଵାମୀର ଅମଙ୍ଗଳ ହୋଇଥାଏ । ତେବେ ବନ୍ଧୁଗଣ ବିବାହିତା ନାରୀ ମାନେ ସିନ୍ଦୁର କିଭଳି ସଠିକ ବିଧିରେ ପିନ୍ଧିବା ଉଚିତ ଆସନ୍ତୁ ସେ ସମ୍ପର୍କରେ ଆଜି ଆମେ ଏଠାରେ ଜାଣିବା ।

ପ୍ରତ୍ଯେକଟି ହିନ୍ଦୁ ବିବାହିତା ମହିଳା ମାନେ ନିଜ ମଝି ସିନ୍ଥିରେ ସିନ୍ଦୁର ଲଗାଇବା ଉଚିତ । କାରଣ ଏହା ହେଉଛି ପ୍ରତ୍ଯେକଟି ସଧବା ମହିଳାଙ୍କର ପରିଚୟ । ସିନ୍ଦୁର ଲଗାଇବା ଦ୍ଵାରା ସ୍ଵାମୀଙ୍କର ମଙ୍ଗଳ ହୋଇଥାଏ । ସ୍ଵାମୀ ଆର୍ଥିକ କ୍ଷେତ୍ରରେ ଉନ୍ନତି କରିଥାନ୍ତି । ସ୍ଵାମୀ ଓ ସ୍ତ୍ରୀଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିଥାଏ । ତେବେ ସିନ୍ଥିରେ ବିଭିନ୍ନ ଆଙ୍ଗୁଳି ଦ୍ଵାରା ସିନ୍ଦୁର ପିନ୍ଧିବାର କଣ ସବୁ ଫାଇଦା ରହିଛି ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

1- ପଶ୍ଚିମ ଦିଗକୁ ମୁଖ କରି ଅନାମିକା ଆଙ୍ଗୁଳିରେ ସିନ୍ଦୁର ପିନ୍ଧିଲେ । ଘରର ଆର୍ଥିକ ସ୍ଥିତି ମଜଭୁତ ରହିଥାଏ । ଘରର ସୁଖ ଓ ସମୃଦ୍ଧି ବଢିବାରେ ଲାଗିଥାଏ ।

2- ଉତ୍ତର ଦିଗକୁ ମୁଖ କରି ତର୍ଜନୀ ଆଙ୍ଗୁଳିରେ ସିନ୍ଦୁର ଲଗାଇଲେ । ପରିବାର ସଦସ୍ୟଙ୍କର ଜ୍ଞାନ ବଢିଥାଏ ।

3- ପୂର୍ବ ଦିଗକୁ ମୁଖ କରି ମଧ୍ୟମା ଆଙ୍ଗୁଳିରେ ସିନ୍ଦୁର ଲଗାଇଲେ । ଘରର ଅଭାବ ଅନାଟନ ଦୂର ହୋଇଥାଏ । ଘରକୁ ଐଶ୍ଚର୍ଜ୍ୟ ପ୍ରାପ୍ତ ହୋଇଥାଏ ।

ଅନେକ ମହିଳା ବିଭିନ୍ନ ପ୍ରକାର କାଠିର ବ୍ୟବହାର କରି ମଥାରେ ସିନ୍ଦୁର ଲଗାଇଥାନ୍ତି । ତେବେ ଅନ୍ୟ କୌଣସି କାଠି ବ୍ୟବହାର କରିବା ବଦଳରେ ରୂପା କାଠିରେ ସିନ୍ଦୁର ଲଗାଇବାକୁ ସର୍ବୋତ୍ତମ ମାନାଯାଇଥାଏ । ସିନ୍ଦୁର ଲଗାଇବା ସମୟରେ ଆଉ ଏକ କଥା ଉପରେ ମଧ୍ୟ ଧ୍ୟାନ ରଖିବାକୁ ପଡିବ। ଯେ ସିନ୍ଦୁର ପିନ୍ଧିବା ସମୟରେ ମଥାରେ ଓଢଣା ଦେଇ ନିଜ ସ୍ଵାମୀ ତଥା ପରିବାରର ମଙ୍ଗଳ କାମନା କରି ସିନ୍ଦୁର ଲଗାଇବା ଉଚିତ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟେ ଲାଇକ୍ କରିବା ସହ ଏହାକୁ ବହୁ ମାତ୍ରାରେ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରିଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *