ବିଜୟା ଦଶମୀ (ଦଶହରା) ପରଠୁ ମା’ ଦୂର୍ଗାଙ୍କ କୃପାରୁ 5ଟି ରାଶିର ବଦଳିବ ଭାଗ୍ୟ, ହେବ ଧନ ବର୍ଷା

ଆଜି ହେଉଛି ବିଜୟା ଦଶମୀ । ନବରାତ୍ରିର ଶେଷ ଦିନ ହେଉଛି ବିଜୟା ଦଶମୀ । ଏହି ଦଶମିରେ ମା ଦୂର୍ଗା ଧରାପ୍ରୁଷ୍ଠାରୁ ବିଦାୟ ନେବେ । ଏହି ବିଜୟା ଦଶମିରେ କିଛି ରାଶି ମାନଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଥାଏ ବୋଲି ଶାସ୍ତ୍ର ରେ କୁହା ଯାଇଛି । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ କଣ ରହିଛି ।

ମେଷ ରାଶି : ଏହି ରାଶିର ଲୋକ ଅମଣଙ୍କର ସମୟ ଅନୁକୂଳ ରହିବ । ପାରିବାରିକ ବାତାବରଣ ଭଲ ରହିବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ମହିଳା ମାନେ ସୁଖୀ ଜୀବନ ଅତିବାହିତ କରିବେ ।

ବୃଷ ରାଶି : ଆପଣଙ୍କର ଚାକିରି କ୍ଷେତ୍ରରେ ଉନ୍ନତି ହେବ । ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ । ପାରିବାରିକ ଜୀବନରେ ସମସ୍ୟା ହୋଇପାରେ । ମହିଳା ମାନେ ଶୁଭ ସମାଚାର ପାଇ ଖୁସି ହେବେ ।

ମିଥୁନ ରାଶି : ଆପଣଙ୍କର ପାରିବାରିକ ମାହୋଲ ରହିବ । ସମାଜରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବେ । ବ୍ୟବସାୟରେ ଭଲ ଲାଭ ହେବା ସହ ଅଧିକ ଉନ୍ନତି ମଧ୍ୟ ହେବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

କର୍କଟ ରାଶି : ଆପଣଙ୍କର ବେପାର ଓ ବାଣିଜ୍ୟରେ ବୃଦ୍ଧି ହେବେ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣଙ୍କର ଦାଂପତ୍ଯ ଜୀବନ ସୁଖମୟ ରହିବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରସର ହେବେ ।

ସିଂହ ରାଶି : ଆପଣଙ୍କର ଧନ ସମ୍ପତିର ବୃଦ୍ଧି ହେବ । ବ୍ୟବସାୟୀ ମାନେ ଅଧିକ ସଫଳତା ପାଇବେ । ଛାତ୍ର ମାନେ ଉଚ୍ଚ ଶିକ୍ଷା ଲାଭ କରିବେ ।

କନ୍ୟା ରାଶି : ଆପଣଙ୍କର ରୋଜଗାରରେ ବୃଦ୍ଧି ହେବ । ସମାଜରେ ଯଶ ଓ ପ୍ରତିଷ୍ଠାର ମାନ ବଢିବ । ଯାତ୍ରା ଆପଣଙ୍କର ସଫଳ ହେବେ । ମହିଳା ମାନେ ଧର୍ମ ପରାୟଣ ହେବେ ।

ତୁଳା ରାଶି : ଆପଣଙ୍କର ଚାକିରି କ୍ଷେତ୍ରରେ ପନୂଆ ପଦ ପାଇବେ । ଆକସ୍ମିକ ଭାବେ ଧନ ଲାଭ କରିବେ । କର୍ମ କ୍ଷେତ୍ରରେ ବିଜୟ ଲାଭ କରିବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ ।

ବିଛା ରାଶି : ଆପଣଙ୍କର ଧନ ପ୍ରାପ୍ତି ହୋଇପାରେ । ଆପଣଙ୍କର ଇଚ୍ଛା ପୂରଣ ହେବେ । ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ ।

ଧନୁ ରାଶି : ପରିଶ୍ରମ ଦ୍ଵାରା ଆପଣ ବ୍ୟବସାୟରେ ସଫଳତା ହାସଲ କରିବେ । ମହିଳା ମାନେ ସନ୍ତାନ ସୁଖରେ ସୁଖୀ ହେବେ । ଛାତ୍ର ମାନେ ଶିକ୍ଷା କ୍ଷେତ୍ରରେ ଆଗ୍ରହୀ ହେବେ ।

ମକର ରାଶି : ଆମଦାନୀର ମାର୍ଗ ପ୍ରସ୍ତୁତ ହେବେ । ମହିଳା ମାନେ ଶୁଭ ସମ୍ବାଦ ପାଇ ଖୁସି ହେବେ । କୌଣସି ଗରିବ ଲୋକଙ୍କୁ ସାହାଜ୍ଯ କରନ୍ତୁ ।

କୁମ୍ଭ ରାଶି : ଆପଣଙ୍କର ମାନସିକ ଚିନ୍ତା ଦୂର ହେବା ସହ ଧନ ବୃଦ୍ଧି ହେବ । ବ୍ୟବସାୟରେ ଆଗକୁ ବଢାଇବା ପାଇଁ ନୂଆ ଯୋଜନା କରିବେ । ମହିଳା ମାନେ ଚିନ୍ତାରୁ ମୁକ୍ତି ପାଇବେ ।

ମୀନ ରାଶି : ଆପଣଙ୍କର କର୍ମ କ୍ଷେତ୍ରରେ ସମସ୍ଯା ଦୂର ହୋଇ ସଫଳତା ହାସଲ କରବେ । ଆପଣଙ୍କର ଅର୍ଥ ଲାଭ ହେବ । ମହିଳା ମାନେ ସୁଖୀ ହେବା ସହ ଦାଂପତ୍ଯ ଜୀବନ ସୁଖମୟ ରହିବ ।

ବନ୍ଧୁଗଣ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *