ବିଶ୍ଵର ସବୁଠାରୁ ବଡ ଜଙ୍ଗଲର ନାମ କଣ ଅଟେ ? GK Question and Answer

ବନ୍ଧୁଗଣ ଆମ ଦେଶ ଦୁନିଆରେ ଅନେକ ସାରା ଗୁରୁତ୍ଵପୂର୍ଣ୍ଣ କଥା ରହିଛି । ଯାହାର ଜ୍ଞାନ ଆମ ପାଖରେ ରହିବା ନିତାନ୍ତ ଜରୁରୀ ହୋଇଥାଏ । କାରଣ ଜ୍ଞାନର ଆବଶ୍ୟକା ସମସ୍ତ କ୍ଷେତ୍ରରେ ଦରକାର ପଡିଥାଏ । ଯେଉଁ ବ୍ୟକ୍ତି ପାଖରେ ଅଧିକ ଜ୍ଞାନ ରହିଥାଏ । ସେହି ବ୍ୟକ୍ତି ସବୁ କ୍ଷେତ୍ରରେ ଆଗୁଆ ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହିଭଳି କିଛି ପ୍ରମୁଖ ପ୍ରଶ୍ନ ଓ ତାହାର ଉତ୍ତର ଏଠାରେ ଆଜି ଆପଣଙ୍କୁ ସାଧାରଣ ଜ୍ଞାନ ପୋଷ୍ଟ ମାଧ୍ୟମରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ବିଷୟରେ ଏଠାରେ ଆଲୋଚନା କରିବା ।

1- ଆମ ଦେଶର ପ୍ରଥମ ନାଗରିକ କିଏ ?

ଉତ୍ତର;- ରାଷ୍ଟ୍ରପତି ।

2- ଭାରତର ସବୁଠାରୁ ବଡ ନଦୀର ନାମ କଣ ?

ଉତ୍ତର;- ଗଙ୍ଗା ନଦୀ ।

3- ଆମ ଦେଶର ଜାତୀୟ ଖେଳର ନାମ କଣ ?

ଉତ୍ତର;- ହକି ।

4- ଭାରତର ରାଷ୍ଟ୍ରୀୟ ଭାଷା କଣ ?

ଉତ୍ତର;- ହିନ୍ଦୀ ।

5- ଭାରତର ପ୍ରଥମ ରାଷ୍ଟ୍ରପତି କିଏ ?

ଉତ୍ତର;- ଡାକ୍ତର ରାଜେନ୍ଦ୍ର ପ୍ରସାଦ ।

6- ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ?

ଉତ୍ତର;- ଜବାହାରଲାଲ ନେହେରୁ ।

7- ପୃଥିବୀର ସବୁଠୁ ବଡ ଦେଶର ନାମ କଣ ?

ଉତ୍ତର;- ରୁଷିଆ ।

8- ବିଶ୍ଵର ସବୁଠାରୁ ବଡ ଜଙ୍ଗଲର ନାମ କଣ ଅଟେ ?

ଉତ୍ତର;- ଆମାଜନ ଜଙ୍ଗଲ ।

9- ଆମ ଦେଶ ଭାରତର ଅନ୍ୟ ନାମ କଣ ?

ଉତ୍ତର;- ହିନ୍ଦୁସ୍ଥାନ ।

10- ଭାରତର ଜାତୀୟ ପତାକାରେ କେତୋଟି ରଙ୍ଗ ଥାଏ ?

ଉତ୍ତର;- 3 ଟି ।

11- କମ୍ପୁଟର କିଏ ଉଦ୍ଭାବନ କରିଥିଲେ ?

ଉତ୍ତର;- ଚାର୍ଲସ ବାବାଜ ।

12- ରେଡିଓ କିଏ ଉଦ୍ଭାବନ କରିଥିଲେ ?

ଉତ୍ତର;- ମାର୍କୋନୀ ।

13- ଗୋଟିଏ କ୍ରିକେଟ ଟିମରେ ଗୋଟିଏ ଦଳ ପକ୍ଷରୁ କେତେ ଜଣ ଖେଳାଳୀ ଖେଳନ୍ତି ?

ଉତ୍ତର;- 11 ଜଣ ।

14- କେଉଁ ପର୍ବକୁ ଆଲୋକର ପର୍ବ ବୋଲି କୁହାଯାଇଥାଏ ?

ଉତ୍ତର;- ଦୀପାବଳି ।

15- ମନୁଷ୍ୟର ଦାନ୍ତ ସଂଖ୍ୟା କେତେ ?

ଉତ୍ତର;- 32 ଟି ।

16- ବାୟୁମଣ୍ଡଳରେ କେଉଁ ଗ୍ଯାସ ଅଧିକ ପରିମାଣର ରହିଛି ?

ଉତ୍ତର;- ଯବକ୍ଷାରଜାନ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ନିହାତି ଭାବେ ଭଲ ଲାଗିଥିବ। ପୋଷ୍ଟଟି ଭଲ ଲାଗିଥିଲେ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟେ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *