ଏବେ ଏବେ ଆସିଲା ଦୁଃଖର ଖବର, Lataଙ୍କ ପରେ ପୁଣି Bollywoodର ଏହି ଦିଗଜ Singerଙ୍କର ହେଲା ପରଲୋକ…. ଶୋକରେ ସାରା ବଲିଉଡ

ବନ୍ଧୁଗଣ ଲତାଙ୍କ ପରେ ବର୍ତ୍ତମାନ ଭେଟେରାନ ସିଙ୍ଗର ଓ କମ୍ପୋଜର ବାପି ଲାହିରିଙ୍କ ଆଜି ସକାଳେ ପରଲୋକ ଘଟିଛି । “ବାଗୀ-୩” ଫିଲ୍ମ ପାଇଁ ସେସ ଥର ସେ ଗୀତ ଗାଇଥିଲେ । ବଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଗାୟକ ବାପି ଲାହିରି ଆଉ ଆମ ଗହଣରେ ନାହାନ୍ତି । ତାଙ୍କର ମୃତ୍ୟୁ ସମୟରେ ବୟସ ମାତ୍ର ୬୯ ବର୍ଷ ଥିଲା । ମୁମ୍ବାଇରେ ଏକ ଘରୋଇ ହସପିଟାଲରେ ସେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ତାଙ୍କର ଦେହାନ୍ତ ଘଟିଛି ।

ତାଙ୍କ ଭଳି କାନ୍ଥ ଶିଳ୍ପୀ ଆଉ ବଲିଉଡରେ ମିଳିବେ ନାହି ବୋଲି କୁହା ଯାଉଛି । ସେ ବଲିଉଡ ଜଗତରେ ଅନେକ ସାହା ଗୀତ ରେ କମ୍ପୋଜ କରିବା ସହ ସଂଗୀତ ଗାନ କରିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ବାପି ଲାହିରିଙ୍କ ଦେହାନ୍ତ ହେବା ଏକ ବଡ କ୍ଷତି ବୋଲି କୁହା ଯାଉଅଛି । ସଙ୍ଗୀତ ଦୁନିଆରେ ଜଣକ ପରେ ଜଣେ ଦୁନିଆରୁ ବିଦାୟ ନେଉଛନ୍ତି ଯାହା ସବୁଠାରୁ ଦୁଖ ଦାଯକ କଥା ।

ତାଙ୍କର ଗୀତ ଯୁବପିଢୀଙ୍କୁ ଅନେକ ପ୍ରେରଣା ଦେଉଥିଲା । ବାପି ଲାହିରି ଅନେକ ରୋୟାଲିଟି ସୋ ରେ ଜଜ ଭାବେ ମଧ୍ୟ ନଜର ଆସିଥିଲେ । ତାଙ୍କ ଭିତରେ ବହୁତ କ୍ରେଜ ରହିଥିଲା ଯାହା ଦର୍ଶକ ଅମାନଙ୍କୁ ବେଶ ପସନ୍ଦ ଆସୁଥିଲା । ବାପି ଲାହିରି ସମସ୍ତଙ୍କ ଠାରୁ ଭିନ୍ନ ଥିଲେ ବୋଲି ଶିଂଗର ମାନେ ମତ ରଖିଛନ୍ତି । ସେ ଭିନ୍ନ ସ୍ଵର ଓ ଭିନ୍ନ ଅନ୍ଦାଜ ପାଇଁ ଜଣାଶୁଣା ବ୍ୟକ୍ତି ଥିଲେ ।

ବଲିଉଡ ଡିସ୍କୋ କିଙ୍ଗ ଭାବେ ସେ ପରିଚିତ ଥିଲେ । ଚଲତେ ଚଲତେ, ଡିସ୍କୋ ଡ୍ୟାନ୍ସର କମ୍ପୋଜ କରି ସେ ପ୍ରସିଦ୍ଧି ଲାଭ କରିଥିଲେ । ବର୍ତ୍ତମାନ ତାଙ୍କର ମୃତ ଶରୀର ହସପିଟାଲରେ ରହିଛି । ତାଙ୍କର ଅନ୍ତିମ ସଂସ୍କାର କରିବା ନେଇ ମହାରଷ୍ଟ୍ରର ସରକାର ତରଫରୁ ଗାଇଡ ଲାଇନ ଆସିବା ପରେ ହେବ ବୋଇ ସୂଚନା ରହିଛି ।

ତାଙ୍କର ସଙ୍ଗୀତକୁ ନେଇ ଯେଉଁ ଭଲ ପାଇବା ଓ ଗୀତ ଭେଟି ଦେଇଛନ୍ତି ତାହା ଅତୁଳନୀୟ । ମଣିଷ କିପରି ସୁନ୍ଦର ଭାବେ ବୁଝି ପାରିବ ତାହା ବାପି ଲାହିରି ଜଣାଇ ଦେଉଥିଲେ । ଦର୍ଶକ ମାନେ ତାଙ୍କର ଗୀତକୁ ବହୁତ ପସନ୍ଦ କରିବା ସହ ଅନେକ ସାରା ଭଲ ପାଇବା ମଧ୍ୟ ଦେଇଥାନ୍ତି ।

ତାଙ୍କୁ କୋଭିଡ଼ ହେବା ପରେ ହସ୍ପିଟାଲରେ ଆଡମିସନ ହୋଇଥିଲେ । କିନ୍ତୁ ଡାକ୍ତରୀ ତିମର ଉଦ୍ୟମ ପରେ ସେ କୋଭିଡ଼ରୁ ଭଲ ମଧ୍ୟ ହୋଇଥିଲେ । ବାପି ଦାଙ୍କ ନିଧନ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ସଙ୍ଗୀତ ନିର୍ଦେଶନା ଅନ୍ଯଙ୍କ ଠାରୁ ଭିନ୍ନ ରହିଥିଲା ।

ତାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ଖୁବ ମର୍ମାହତ କରିଛି । କଳା ଜଗତରେ ସବୁଠାରୁ ବଡ କ୍ଷତି ହୋଇଛି ବୋଲି କହିଲେ ଭୁଲ ହେବ ନାହି । ଏହି କ୍ଷତିକୁ କେହି ଭରଣ କରିପାରିବେ ନାହି ଏହା ବାସ୍ତବ କଥା । ଭାରତୀୟ ଓ ପାଶ୍ଚାତ୍ୟ ସଂଗୀତକାର ଥିଲେ ବାପି ଦା ।

ବନ୍ଧୁଗଣ ଆପଣ ମାନଙ୍କୁ ବାପି ଲାଗିରିଙ୍କ ଗୀତ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *