ରାଗିଗଲେ ଦେଖନ୍ତୁ କେମିତି ବ୍ୟଭାର କରନ୍ତି Bollywood ଷ୍ଟାର ମାନେ…. Video ନଦେଖିଲେ ବିଶ୍ୱାସ କରିବା ମୁସ୍କିଲ

କ୍ରୋଧ ହେଉଛି ମଣିଷର ବଡ ଶତ୍ରୁ । ମଣିଷ ରାଗରେ ଏମିତି କିଛି ଭୁଲ କରିଥାଏ ଯାହା ପାଇଁ ପରେ ଅନୁତାପ କରିବାକୁ ପଡିଥାଏ । ଏହା ସାଧାରଣ ଲୋକଙ୍କ କ୍ଷେତ୍ରରେ ହୋଇଥାଏ । କିନ୍ତୁ ଯେତେବେଳେ ବଲିଉଡର କୌଣସି ସେଲିବ୍ରେଟି ରାଗରେ କିଛି କା-ଣ୍ଡ କରିଥାନ୍ତି ତାହା ଚର୍ଚ୍ଚା ର ବିଷୟ ହୋଇଯାଏ । ତେବେ ଏହି ଭିଡିଓ ଜରିଆରେ ଆପଣ ମାନେ ଏମିତି କିଛି କଳାକାର ମାନଙ୍କର କ୍ରୋଧ ସମୟରେ କରିଥିବା କିଛି ଘଟଣା ବିଷୟରେ କହିବାକୁ ଯାଉଛୁ ।

ଏହି ଭିଡିଓ ରେ ଅଭିନେତା ରିଷି କପୁର ଗଣେଶ ଚତୁର୍ଥୀରେ ସାମ୍ବାଦିକ ମାନଙ୍କ ଉପରେ ରାଗି ଯାଇ ତାଙ୍କ ସହ ଖରାପ ଆଚରଣ କରିବାର ନଜର ଆସୁଛନ୍ତି । ଏମିତିକି ସେ ସାମ୍ବାଦିକ ମାନଙ୍କୁ ଧକ୍କା ମଧ୍ୟ ଦେଉଛନ୍ତି ଯାହା ଏହି ଭିଡିଓରେ ଦୃଶ୍ୟ ହେଉଛି ।

ଏହା ପରେ ବଲିଉଡ ସୁନ୍ଦରୀ ଐଶ୍ଵରୀୟା ବଚନ ରାଏ ଛୋଟ ଡ୍ରେସ ପିନ୍ଧି ଥିବାରୁ ସାମ୍ବାଦିକ ମାନେ ତାଙ୍କର ଫୋଟୋ ନେବା ସମୟରେ ଅଭିଷେକ ବଚନ ରାଗି ଯାଇ ଏହାର ପ୍ର-ତି-ବା-ଦ କରୁଛନ୍ତି । ଅନ୍ୟ ଏକ ଭିଡିଓରେ ଗାୟକ ମିକ୍କା ସିଂ ସ୍ଟେଜରେ ଥିବା ସମୟରେ ତାଙ୍କୁ ଜଣେ ବ୍ୟକ୍ତି ଆଙ୍ଗୁଠି ଉଠାଇ କଥା କହିବା ଯୋଗୁ ରାଗରେ ମିକ୍କା ସିଂ ସେହି ବ୍ୟକ୍ତିଙ୍କୁ ଚା-ପୁ-ଡା ମା-ରି-ଥି-ଲେ ।

ଏକ ରିୟାଲିଟି ଟିଭି ସୋ ରେ ସାଜିଦ ଖାନ ଅଭିନେତା ରିତେଶ ଦେଶମୁଖଙ୍କୁ ପ୍ରଶ୍ନ କରିଥିଲେ କ୍ଯା ଆପ ୟେ ହେ ? ଯାହାକୁ ଶୁଣିବା ପରେ ରିତେଶ ରାଗରେ ସୋ ଛାଡି ଚାଲି ଯାଇଥିଲେ । ଏହା ପରେ ବଲିଉଡ ଷ୍ଟାର ସେଫ ଅଲ୍ଲୀ ଖାନ ଗାଡିରେ ଡ୍ରାଇଭରଙ୍କୁ ରାଗିଜାଇ କହୁଛନ୍ତି ଏଠାରୁ ଜଲ୍ଦି ଚାଲ ନ ହେଲେ ମାଡ ଖାଇବ ।

ବଲିଉଡ ସୁପର ଷ୍ଟାର ଅମିତାଭ ବଚନଙ୍କ ସ୍ତ୍ରୀ ଜୟା ବଚନଙ୍କୁ ବୋଧ ହୁଏ ମୋବାଇଲରେ ଫୋଟୋ ନେବା ପସନ୍ଦ ନୁହେଁ । ଯାହାର ଉଦାହରଣ ଆପଣ ମାନେ ଏହି ଭିଡିଓରେ ଦେଖି ପାରିବେ । ଯେତେବଳେ ଜଣେ ବ୍ୟକ୍ତି ଜୟା ବଚନଙ୍କ ଫୋଟୋ ମୋବାଇଲରେ ନେଉଥିଲେ ସେହି ସମୟରେ ଜୟା ବଚନ ରାଗିଜାଇ ତାଙ୍କୁ ଏପରି ନ କରିବା ପାଇଁ କହୁଛନ୍ତି । ଅନ୍ୟ ଏକ ଭିଡିଓରେ ମସୁର ରିୟାପର ବାଦଶା ଲାଇଭ ସୋ କରୁଥିବା ବେଳେ ତାଙ୍କ ଉପରେ କେହି ବରଫ ଖଣ୍ଡ ପକାଇଥିଲେ ।

ଏହା ପରେ ରାଗିଜାଇ ବାଦଶା ସେଠାରେ ପାଟିତୁଣ୍ଡ କରିବା ଆରମ୍ଭ କରି ଦେଇଥିଲେ । ବଲିଉଡ କିଙ୍ଗ ଖାନ ଶାହରୁଖ ଖାନ ମଧ୍ୟ ରାଗରେ ଏମିତି କିଛି କା-ଣ୍ଡ କରିଛନ୍ତି । ଯେ ଫ୍ୟାନ୍ସ ଶାହରୁଖଙ୍କ ସହ ସେଲିଫି ନେବା ପାଇଁ ଚେଷ୍ଟା କରୁଥିବା ବେଳେ କିଂ ଖାନ ତାଙ୍କୁ ସମସ୍ତଙ୍କ ଆଗରେ ଧକ୍କା ଦେଇଛନ୍ତି ଯାହା ଏହି ଭିଡିଓରେ ଦୃଶ୍ୟ ହେଉଛି । ଗୋଟେ ଶିଙ୍ଗିଙ୍ଗ ରିୟାଲିଟି ସୋ ରେ ଏକ ପ୍ରତିଯୋଗୀ କିଛି ଲାଇନ ଭିଳି ଯାଇଥିଲେ । ସେହି ପ୍ରତିଯୋଗୀ ଭୁଲି ଯାଇଥିବା ଗୀତର ଲାଇନକୁ ନେଇ ଗାୟକ ମିକ୍କା ଓ ସାନଙ୍କ ମଧ୍ୟରେ ବିବାଦ ଦେଖା ଯାଇଥିଲା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *