ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବାକୁ ଯାଉଛୁ ଯାହା ଆପଣଙ୍କ ବୁଦ୍ଧି ସହ ଆପଣଙ୍କ ଜେନେରଲ ନଲେଜ ମଧ୍ୟ ବଢେଇବାରେ ଆପଣଙ୍କ ସାହାଯ୍ୟ କରିବ, ଆଜିକା ସମୟରେ ଲୋକ ଘରେ ରହି ବୋର ହାଉଛନ୍ତି ତେବେ ଏହା ବହୁତ ଭଲ ଖେଳ ଯାହା ଦ୍ଵାରା ଆପଣ ନିଜକୁ ଏଣ୍ଟରଟେନ କରିବା ସହ ନିଜ ବୁଦ୍ଧି ମଧ୍ୟ ବଢେଇ ପାରିବେ । ତେବେ ଆସନ୍ତୁ ଖେଳିବା ଆଜିର ଏହି ମଜାଦର ପ୍ରଶ୍ନ ଉତ୍ତରର ଖେଳ ।

ପ୍ରଶ୍ନ : କଣ ଟାଣ ଖରାରେ ମଧ୍ୟ ଶୁଖି ନଥାଏ ?
ଉତ୍ତର : ଝାଳ (ଏହା ଟାଣ ଖରାରେ ବଢିବାକୁ ଲାଗିଥାଏ)
ପ୍ରଶ୍ନ : ସୂର୍ଯ୍ୟ ପୃଥିବୀ ପୁଷ୍ଠରେ ଆଜି ପର୍ଯ୍ୟନ୍ତ କଣ ଦେଖି ନାହିଁ ?
ଉତ୍ତର : ଅନ୍ଧାର
ପ୍ରଶ୍ନ : ଏମିତି କଣ ଅଛି ଯାହା ପାଣି ପିଇବା ଦ୍ଵାରା ମରି ଯାଇଥାଏ ?
ଉତ୍ତର : ଶୋଷ
ପ୍ରଶ୍ନ : କେଉଁ ମାଛ ସମୁଦ୍ରରେ ପହଁରି ପାରେ ନାହିଁ ?
ଉତ୍ତର : ସେଲଫିଶ

ପ୍ରଶ୍ନ : ଏପରି କେଉଁଠାରେ ଅଛି – ଯେଉଁଠି ନଦୀ ଅଛି କିନ୍ତୁ ପାଣି ନାହିଁ, ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ, ସଡକ ଅଛି କିନ୍ତୁ ଗାଡି ନାହିଁ, ସହର ଅଛି କିନ୍ତୁ ଘର ନାହିଁ ?
ଉତ୍ତର : ମାନଚିତ୍ର
ପ୍ରଶ୍ନ : ଗାଈ କ୍ଷୀର ଦେଇଥାଏ ଏବଂ କୁକୁଡା ଅଣ୍ଡା ଦେଇଥାଏ, ଆପଣ କୁହନ୍ତୁ ଏମିତି କିଏ ଅଛି ଯିଏ ଅଣ୍ଡା ଏବଂ କ୍ଷୀର ଦୁଇଟି ଯାକ ଦେଇଥାଏ ?
ଉତ୍ତର : ଦୋକାନୀ
ପ୍ରଶ୍ନ : ଏମିତି କଣ ଯାହାର ଓଜନ କିଛି ନୁହେଁ କିନ୍ତୁ କେହି ହେଲେ ତାକୁ ଅଧିକ ସମୟ ପର୍ଯ୍ୟନ୍ତ ଧରି ରାଖୀ ପାରନ୍ତି ନାହିଁ ?
ଉତ୍ତର : ଶ୍ଵାସ ପ୍ରଶ୍ଵାସ
ପ୍ରଶ୍ନ : ଏମିତି କଣ ଅଛି ଯାହା ଆପଣଙ୍କୁ ନ ପଚାରିଲେ ମଧ୍ୟ ଆପଣ ତାହାର ଉତ୍ତର ଦେଇଥାନ୍ତି ?
ଉତ୍ତର : ଫୋନ୍ କଲ୍

ପ୍ରଶ୍ନ : ଏମିତି କଣ ଅଛି ଯାହା ଆରମ୍ଭ ହେବା ମାତ୍ରକେ ଡେଣା ନଥାଇ ମଧ୍ୟ ଉଡିବା ଆରମ୍ଭ କରିଥାଏ ?
ଉତ୍ତର : ଧୂଆଁ
ପ୍ରଶ୍ନ : ଏହା କଣ ଅଟେ ଯାହା ଜଣେ ବାଳକକୁ ବୃଦ୍ଧ କରାଇ ଦେଇଥାଏ ?
ଉତ୍ତର : ବୟସ
ପ୍ରଶ୍ନ : ଜଣେ ସ୍ତ୍ରୀଲୋକ ୧୯୩୫ରେ ଜନ୍ମ ହେଲେ ଏବଂ ୧୯୩୫ରେ ମରିଗଲେ, ସ୍ତ୍ରୀଲୋକ ଜଣଙ୍କ ମାରିବା ସମୟରେ ବୟସ ଥିଲା ୭୦, ଏହା କିପରି ସମ୍ଭବ ?
ଉତ୍ତର : ଏହା ସମ୍ଭବ କାହିଁକିନା ୧୯୩୫ ଏକ ମେଡିକାଲ ରୁମ ନଂ ଅଟେ ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।