ବୃଷ ରାଶି , ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ ଗୁପ୍ତ ରହସ୍ୟ…. ଏକୁଟିଆ ଦେଖନ୍ତୁ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ରହିଛି । ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଥାଏ । ରାଶି ଜାରିଆରେ ବ୍ୟକ୍ତି ନିଜର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ପୂର୍ବରୁ ଅବଗତ ହୋଇଥାଏ । ଆଜି ଆମେ ଆପଣ ମାନକୁ ବୃଷ ରାଶିର ବ୍ୟକ୍ତି ମାନଙ୍କର କିଛି ଖାସ ଗୁଣ ଓ ତାଙ୍କର ଜୀବନ ଶୈଳୀ କିପରି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ବୃଷ ରାଶିକୁ ୩ ଭାଗରେ ବିଭକ୍ତ କରା ଯାଇଛି । ଯଥା ୩/୨ କୃତିକା ନକ୍ଷତ୍ର ବୃଷ ରାଶି ଏମାନେ ହେଉଛନ୍ତି ଦାନବ ଗଣ । ୪/୨ ରୋହିନୀ ନକ୍ଷତ୍ର ମାନବ ଗଣ ।

୫/୨ ମୃଗଶିରା ନକ୍ଷତ୍ର ଏମାନେ ହେଉଛନ୍ତି ବୃଷ ରାଶି ଦେବ ଗୁଣ । ଏହି ରାଶିର ଲୋକ ଏମାନେ ରାଗିଗଲେ କାହା କଥା ଶୁଣନ୍ତି ନାହି । ଏହି ରାଶିର ଲୋକ ମାନେ ଫୁସଫୁସ ରୋଗ, କୋଷ୍ଠ କାଠିନ୍ଯ, ନିମୁନିଆ, ଘଣ୍ଟିକା, ନାସା ରୋଗ, ଡାଇବେଟିସ ଆଦି ରୋଗ ହୋଇଥାଏ । ଏମାନକର ବ୍ୟବସାୟ ହେଉଛନ୍ତି ଶିଳ୍ପ ପ୍ରତିଷ୍ଠା, ଆଇନ, ଗ୍ରନ୍ଥ ପ୍ରଚାର, ଚିକିତ୍ସା, ସୁଗନ୍ଧ ଦ୍ରବ୍ଯ, କୃଷି ଓ ପଶୁ ପାଳନ ଇତ୍ୟାଦି । ଏମାନଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଥାଏ । ସତ୍ୟ ସନ୍ଧାନରେ ଏମାନେ ଲିପ୍ତ ରୁହନ୍ତି । ଏମାନଙ୍କର ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ଖରାପ ରହିଥାଏ ।

ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି , ଦାଂପତ୍ଯ ଜୀବନ ମାଧ୍ୟମ ଧରଣର ରହିଥାଏ । ଏହି ରାଶିର ବ୍ୟକ୍ତିଙ୍କର ୨୮ ବର୍ଷରୁ ୩୫ ବର୍ଷ ଯାଏଁ ଖରାପ ସମୟ ଚାଲିଥାଏ । ଏହା ସହ ୩୭ ବର୍ଷରୁ ୪୫ ବର୍ଷ ଯାଏଁ ଏମାନଙ୍କର କୌଣସି କାମ ପୁରା ହୁଏ ନାହି । ଏହି ସମୟରେ ବଦନାମୀ, ଶୋରୀ ବା ମିଛ କେସରେ ଏମାନେ ଫଶି ଯାଇଥାନ୍ତି । ୪୬ ବର୍ଷରୁ ୫୧ ବର୍ଷ ଯାଏଁ ଖରାପ ସମୟ ରହିଥାଏ । ୫୨ ବର୍ଷ ୭ ମାସରେ ମୃ-ତ୍ୟୁ ତୁଲ୍ୟ କଷ୍ଟ ଓ ୮୮ ବର୍ଷରୁ ୮୯ ବର୍ଷ ମଧ୍ୟରେ ଏହି ରାଶି ବ୍ୟକ୍ତିଙ୍କର ମୃ-ତ୍ୟୁ ଯୋଗ ରହିଥାଏ ।

ଏମାନଙ୍କ ଜୀବନରେ ଗୋଟିଏରୁ ଅଧିକ ନାରୀ ରହିଲେ କିଛି ଶତ୍ରୁତା ରହିଥାନ୍ତି । ଏମାନଙ୍କର ଶୁଭ ବାର ହେଉଛି ଶୁକ୍ରବାର । ପ୍ରତି ବର୍ଷ ନଭେମ୍ବର ମାସ ୫,୧୦,୧୪,୨୦ ତାରିଖରେ ଓ ଶନିବାର ଦିନ ଅଶୁଭ ରହିଥାଏ । ଏହି ରାଶିର ଲୋକ ମାନେ ବୃଷ ରାଶି, ମିଥୁନ ରାଶିର ଲୋକଙ୍କ ସହ ମିତ୍ରତା ରଖିଲେ ଲାଭ ମିଳିଥାଏ ।

ଜୀବନର ଶେଷ ସମୟରେ ଅଯଥା ଖର୍ଚ୍ଚ, ଧନ ହାନି ଓ ରୋଗ ସମସ୍ଯା ହୋଇଥାଏ । ଗ୍ରହ ଶାନ୍ତି ପାଇଁ ରୂପା ଶୁକ୍ରବାରରେ ଶୁକ୍ର ଗ୍ରହଙ୍କ ଠାରେ ପୂଜା କରି ପିନ୍ଧିଲେ ଭଲ ହୋଇଥାଏ । ଏହି ରାଶିର ଲୋକଙ୍କର ୨ ବର୍ଷ ୩ମାସ, ୩ବର୍ଷ୫ମାସ,୫,୬,୯,୧୨,୧୬,୨୨,୨୪,୨୮,୩୨,୩୪,୪୨,୪୬,୫୨,୬୩,୬୪,୭୯ ରେ ଘାଟି ରହିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *