ବନ୍ଧୁଗଣ ଆମ ଦେଶରେ ଡାକ୍ତର ହେବା ପାଇଁ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ନିଯୁକ୍ତି ପାଇଥାନ୍ତି । ଡାକ୍ତରୀ ପାଠ ପଢିବା ପାଇଁ ଆମ ରାଜ୍ୟରେ ଅନେକ ସାରା ମେଡିକାଲ କଲେଜ ଅଛି । ଡାକ୍ତରୀ ପାଠ ପଢିବା ଏତେ ସହଜ ମଧ୍ୟ ନୁହେଁ । ଏହି କ୍ଷେତ୍ରରେ ଛାତ୍ର ଛାତ୍ରୀ ଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥାଏ । ଡାକ୍ତରୀ ଡିଗ୍ରୀ ହାସଲ କରିବା ପରେ ଛାତ୍ର ଛାତ୍ରୀ ଙ୍କ କୌଣସି ହସ୍ପିଟାଲ ରେ ନିଯୁକ୍ତି ମିଳିଥାଏ । କିନ୍ତୁ ଆଜିର ସମୟରେ ଆମ ଦେଶରେ ଏମିତି କିଛି ଘଟଣା ସାମନା କୁ ଆସୁଛି ଯାହା କୁ ଦେଖିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ତେବେ ସୋସିଆଲ ମିଡିଆରେ ଏଭଳି ଏକ ନିନ୍ଦନୀୟ ଘଟଣା ସାମ୍ନା କୁ ଆସିଛି । ସୋସିଆଲ ମିଡିଆ ଏଭଳି ପ୍ଲାଟଫର୍ମ ଯେଉଁଠି ବ୍ୟକ୍ତି ଘରେ ବା ବାହାରେ ଥାଇ ସବୁ ଖବର ଦେଶ ଦୁନିଆ ବିଷୟରେ ଜାଣି ପାରିବ । ତେବେ ଆସନ୍ତୁ ଜାଣିବା ସେହି ଘଟଣା ବିଷୟରେ ବିସ୍ତାର ଭାବେ । ସୂଚନା ଅନୁଯାୟୀ ଜଣେ ଡାକ୍ତର ଛାତ୍ରୀ ଙ୍କୁ କାମୁଡି ଦେଲେ ଜଣେ ହାଉସ ସର୍ଜନ । ବ୍ରହ୍ମପୁର MKCG ରେ ଏକ ଅଭାବନୀୟ ଘଟଣା ଘଟିଥିବା କଥା ସମାନ କୁ ଆସିଛି ।
ଏମବିବିଏସ ର ଶେଷ ବର୍ଷର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ହାଉଆସ ସର୍ଜନ ଙ୍କୁ ଆରେଷ୍ଟ କରିଛି ପୋଲିସ । ବ୍ରହ୍ମପୁର ଏସ୍ପି କହିଛନ୍ତି କି କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ରାଗରେ ସେ ଡାକ୍ତରୀ ଛାତ୍ରୀଙ୍କୁ କାମୁଡି ଦେଇଥିଲେ । ଏ ନେଇ ବୈଦ୍ୟନାଥ ଥାନାରେ ଏତଲା ଦେଇଥିଲେ ଛାତ୍ରୀ । ଏହି ଘଟଣା ଜାଣିବା ପରେ ପୋଲିସ ସମ୍ପୂର୍କ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି । ଛାତ୍ରୀ ଙ୍କୁ କାମୁଡିବା ଘଟଣା ରେ କଲେଜ କର୍ତ୍ତୁପକ୍ଷ ଙ୍କ ପ୍ରତିକ୍ରିୟା ମିଳି ପାରି ନାହି ।
କିନ୍ତୁ MKCG ଭଳି ଏକ ପ୍ରତିସ୍ଥିତି କଲେଜ ରେ ଏଭଳି କାମକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଆଗାମୀ ଦିନରେ ଏଭଳି ଘଟଣା ଏମିତି ନ ଘଟିବ ସେଥି ପ୍ରତି କଲେଜ କର୍ତ୍ତୁପକ୍ଷ ଧ୍ୟାନ ଦେବା ଉଚିତ ବୋଲି ବିଭିନ୍ନ ମହଲରେ ଦାବି ହେଉଛି । ତେବେ ଛାତ୍ରୀ ଙ୍କୁ ଡାକ୍ତର ଜଣକ କାହିଁକି କାମୁଡି ଛନ୍ତି ତାହାକୁ ନେଇ କିଛି ସ୍ପଷ୍ଟ ସୂଚନା ଦେଇ ନାହି ପୋଲିସ ।
ତେବେ ଛାତ୍ରୀ ଙ୍କ ସହ ହୋଇଥିବା ଅଶ୍ଳୀଳ ବ୍ୟବହାର ପାଇଁ ବିଭିନ୍ନ ମହଲରୁ ଡାକ୍ତର ଙ୍କ ବିରୁଦ୍ଧରେ କଡା କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରା ଯିବାକୁ ଦାବି ହେଉଛି । ସତରେ ଏହି ଘଟଣା ଟି ଅତ୍ୟନ୍ତ ଲଜ୍ୟାଜନକ ଅଟେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।