ସାଧାରଣତଃ ହିନ୍ଦୁ ଧର୍ମରେ ସ୍ତ୍ରୀ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି ମନାଯାଏ । ଯେତେବେଳେ ହିନ୍ଦୁ ପରିବାରେ ଜଣେ ଶିଶୁ କନ୍ୟା ଜନ୍ମ ନିଏ ତାକୁ ମା ଲକ୍ଷ୍ମୀ ଙ୍କ ଆଗମନ ବୋଲି ମାନନ୍ତି । ବିବାହ ପରେ ଯେତେବଳେ ବୋହୂ ତା ଶାଶୁ ଘରେ ପ୍ରଥମେ ପାଦ ରଖେ ଏହା କୁ ମଧ୍ୟ ମା ଲକ୍ଷ୍ମୀ ଙ୍କ ଆଗମନ ବୋଲି ମାନନ୍ତି ।
ଯେଉଁ ଘରେ ନାରୀଙ୍କ ସମ୍ମାନ କରାଯାଏ ନାହିଁ ସେ ଘରେ ଲକ୍ଷ୍ମୀ ରହନ୍ତି ନାହିଁ ବୋଲି କହନ୍ତି । ଏକ ପୁରୁଷ ର ସଫଳତା ପଛରେ ଏକ ନାରୀ ର ହାତ ଥାଏ । ଆସନ୍ତୁ ଜାଣିବା ଚାଣକ୍ୟ ଙ୍କ ନୀତି ଅନୁସାରେ ସେହି ଭାଗ୍ୟଶାଳୀ ନାରୀଙ୍କ ଶରୀର ରେ ଦେଖାଯାଉଥିବା ସଂକେତ ।
ପ୍ରଥମତଃ ଯେଉଁ ନାରୀ ମାନକଙ୍କ ହାତ ନଖ ସ୍ୱଚ୍ଛ ଗୋଲାପି ରଙ୍ଗ ର ହୋଇଥାଏ, ସେ ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ । ତାଙ୍କ ଚରିତ୍ର ଭଲ ହୋଇଥାଏ ଓ ସେ ତାଙ୍କ୍ ପରିବାର, ସ୍ବାମୀ ଙ୍କ ର ଭଲ ଭାବରେ ଯତ୍ନ ନିଅନ୍ତି । ପରିବାର ର ସୁଖ ଦୁଃଖରେ ସାଥ୍ ଦିଅନ୍ତି ।
ଯେଉଁ ନାରୀ ମାନକଙ୍କ ପାଦ ରେ ବୁଢା ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠି ଟି ବଡ଼ ଥିଲେ ତାଙ୍କୁ ଲକ୍ଷୀମନ୍ତ ବୋଲି ଭାବନ୍ତି । ବିବାହ ପରେ ସେମାନଙ୍କ ପତି ଙ୍କ ଜୀବନ ରେ ଉନ୍ନତି ଆସିଥାଏ ଓ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।
ଯେଉଁ ନାରୀ ମାନକଙ୍କ ବାମ ପଟ ଗାଲରେ କଳା ଯାଇ ଥାଏ ସେମାନେ ବହୁତ ଖାଇବା ପ୍ରିୟ, ଓ ଭଲ ରୋସେଇ ମଧ୍ୟ କରନ୍ତି । ତାଙ୍କ ପରିବାର ଓ ସ୍ବାମୀ ଙ୍କ ଭଲ ଭାବରେ ଯତ୍ନ ନିଅନ୍ତି ।
ଯେଉଁ ନାରୀ ମାନକଙ୍କ ର ଲମ୍ବା ନାକ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନେ ଯେତେବଡ଼ ଅସୁବିଧା ହେଲେ ବି ଶାନ୍ତ ଭାବରେ ସମାଧାନ କରନ୍ତି । ସେମାନେ ବହୁତ କମ ଖର୍ଚ୍ଚ କରନ୍ତି ଓ ପତି ମାନଙ୍କୁ ଏହିଭଳି ସ୍ତ୍ରୀ ପସନ୍ଦ ।
ଯେଉଁ ନାରୀ ମାନକଙ୍କ ର ପାଦ ରେ ଗାତ ଥାଏ ସେମାନେ ବହୁତ ଚତୁର ହୋଇଥାନ୍ତି ଓ ସମସ୍ତ କାର୍ଯ କୁ ସଠିକ୍ ଭାବେ କରନ୍ତି । ଏଭଳି ନାରୀ ମାନଙ୍କୁ ଯେଉଁ ମାନେ ବିବାହ କରନ୍ତୁ ତାଙ୍କ ଜୀବନ ରେ ଉନ୍ନତି ଆସିଥାଏ କାରଣ ସେମାନେ ଜଣେ ବୁଦ୍ଧିମାନ ନାରୀ ଙ୍କୁ ବିବାହ କରିଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।