ନମସ୍କାର ବନ୍ଧୁଗଣ, ଆସନ୍ତା ୮ ନଭେମ୍ବର ରେ ଆକାଶରେ ଦେଖାଯିବ ମହା ଜାଗୃତିକ ଦୃଶ୍ୟ । ଅକ୍ଟୋବର ୨୫ ରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗିଥିବା ବେଳେ ପୁଣି ଥରେ ୧୫ ଦିନ ମଧ୍ୟରେ ଲାଗିବାକୁ ଯାଉଛି ଚନ୍ଦ୍ର ଗ୍ରହଣ । ଗୋଟିଏ ପକ୍ଷ ରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଲାଗୁ ଥିବାରୁ ଏହାକୁ ନେଇ ଜ୍ୟୋତିର୍ବିଦ ଓ ବୈଜ୍ଞାନିକ ମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । କେହି କହୁଛନ୍ତି ଏହି ଗ୍ରହଣ ଗୋଟେ ପକ୍ଷ ରେ ପଡୁ ଥିବାରୁ ଅଶୁଭ ଓ ଖରାପ ଅଟେ । ଗୋଟିଏ ସ୍ଥଳ ରେଖାରେ ରହିବେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ।
ପୃଥିବୀର ଛାୟା ଚନ୍ଦ୍ର ଉପରେ ପଡିବ । ଚଳିତ ବର୍ଷ ଏହା ଶେଷ ତଥା ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହୋଇଥିବା ବେଳେ ପୃଥିବୀ ଛାୟା ରେ ଏହା ନାଲି ରଙ୍ଗରେ ଦେଖାଯିବ । ଭାରତ ସମେତ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଏସିୟା, ଅଷ୍ଟ୍ରେଲିୟା, ନିୟୁଜଲ୍ୟାଣ୍ଡ ରେ ଦେଖା ଦେବ । ତେବେ ଏହା ଓଡିଶାରେ ଦେଖାଯିବ ନାହି । ବୈଜ୍ଞାନିକ ଙ୍କ ମତରେ ଗ୍ରହଣ କୁ ସମସ୍ତେ ଖାଲି ଆଖି ରେ ଦେଖି ପାରିବେ ।
ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଦେଖିବାକୁ ଦୂର ବୀକ୍ଷଣ ଜନ୍ତ୍ର ବା କୌଣସି ଯନ୍ତ୍ରାଶୟ ର ଆବଶ୍ୟକଟା ପଡିବ ନାହି । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏହି ଚନ୍ଦ୍ର ଗ୍ରହଣ କୁ ରାହୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ କୁହା ଯାଉଛି । ଏହି ଦିନ କାର୍ତ୍ତିକ ପୂର୍ଣ୍ଣିମା ପଡୁ ଥିବାରୁ ମହାପ୍ରଭୁ ଙ୍କ ସୁନାବେଶ ବା ରାଜାଧିରାଜ ବେସ ଅନୁଷ୍ଠିତ ହେବ ।
ତେଣୁ ଶ୍ରୀ ମନ୍ଦିର ରେ ହୋଇଛି ସ୍ଵତନ୍ତ୍ର ନୀତି କାନ୍ତି । ସୂର୍ଯ୍ୟ ଉଦୟ ହେବେ ୫ଟା ୫୩ ସେକେଣ୍ଡ ରେ ଆରମ୍ଭ ହେଉ ଥିବାରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ହେବ । ୮ ତାରିଖ ରାତି ୧୨ଟା ୧୦ ରେ ଦ୍ଵାରା ଫିଟିବ ଓ ରାତି ୨ଟା ୩୦ ସିଧା ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କ ସୁନାବେଶ ସରିବ ।
ସକାଳ ୫ଟା ୫୦ ସୁଧା ଭୋଗ ମଣ୍ଡପ ଶେଷ କରିବା ପାଇଁ ଛତିଶା ଇତିକ ବୈଠକ ରେ ନିସ୍ପତି ହୋଇଛି । ତେବେ ଦେବ ନୀତି ନିଷେଧ ଓ ଚନ୍ଦ୍ର ଗ୍ରହଣ ସ୍ଵତନ୍ତ୍ର ନୀତି କାରଣରୁ ଶ୍ରଦ୍ଧାଳୁ ମାନେ ଦୁର୍ଲଭ ସୁନାବେଶ ଦେଖି ପାରିବେ କି ନାହି ଅସ୍ପଷ୍ଟ ରହିଛି ।
ବର୍ଷର ଏହା ଶେଷ ତଥା ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହୋଇ ଥିବାରୁ ୧ ଘଟା ୨୫ ମିନିଟ ଧରି ଏହା ଦୃଶ୍ୟମାନ ହେବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।