ଚିକିତ୍ସା ପାଇଁ ଦିଲ୍ଲୀ ଗଲେ Pintu Nanda, ହାତଯୋଡି ସବୁ ପ୍ରଶଂସକ ମାନକୁ କହିଲେ କିଛି ଏମିତି… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ତାଙ୍କର ଚିକିତ୍ସା ପାଇଁ ଦିଲ୍ଲୀ ନିଆ ଯାଉଛି । ତାଙ୍କର ଏହି ଅସମୟରେ ଓଲିଉଡ କଳାକାର ମାନେ ତାଙ୍କ ସହ ଅଛନ୍ତି । ଆଉ ସେ କେମିତି ସୁସ୍ଥ ହୋଇ ଫେରି ଆସିବେ ଏହା ସମସ୍ତେ କାମନା କରୁଛନ୍ତି । ପିଣ୍ଟୁ ନନ୍ଦ ଙ୍କୁ ଭୁବନେଶ୍ବର ବିମାନ ବନ୍ଦର ରେ ଦେଖା ଯାଇଛି ଯାହାର ଭିଡିଓ ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି ।

ଏୟାର ପୋର୍ଟ ରୁ ତାଙ୍କୁ ଦିଲ୍ଲୀ ପାଇଁ ନିଆ ଯାଇଛି । ତାଙ୍କୁ ଲିଭର ସିରିଷିଆ ନାମକ ରୋଗ ହୋଇଛି ଯାହାର ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଉଛନ୍ତି । ସମସ୍ତେ ପିଣ୍ଟୁ ଙ୍କୁ ସାହାଜ୍ଯ ର ହାତ ବଢାଇଛନ୍ତି । ସମସ୍ତଙ୍କର ଶୁଭକାମନା ଓ ପ୍ରାର୍ଥନା ତାଙ୍କ ସହ ଅଛି କିଭଳି ସେ ସୁସ୍ଥ ହୋଇ ଦିଲ୍ଲୀ ରୁ ଫେରି ଆସିବେ ।

ପିଣ୍ଟୁ ନନ୍ଦ କହିଛନ୍ତି ଓଡିଶା ବାସୀ ଜେଭଳି ଭାବେ ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଜାଣିଛନ୍ତି ଆଉ ତାଙ୍କ ଭିତରେ ଗୋଏ ପଜେଟିଭ ଅନୁଭୂତି ଆସୁଛି । ତାଙ୍କ ସହ ଏୟାର ପୋର୍ଟ ରେ ତାଙ୍କର ପୁରା ପରିବାର ଅଛନ୍ତି ଆଉ ଅନେକ ଜନ ସାଧାରଣ ମଧ୍ୟ ଅଛନ୍ତି । ବାରମ୍ବାର ସେ ଓଡିଶା ବାସୀ ଙ୍କୁ କୃତଜ୍ଞତା ଜଣାଇ ଛନ୍ତି । ତାଙ୍କ ପରିବାର ମଧ୍ୟ ରୁ କେହି ଜଣେ ଡୋନର ଦେବେ ବୋଲି ସ୍ଥିର ହୋଇଛି ।

ଯଦି ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଶ୍ରୀତମ ଦାସ ଓଡିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଆର୍ଥିକ ସାହାଜ୍ଯ ପାଇଁ ନିବେଦନ କରିବା ନିହାତି ଜରୁରୀ ଅଟେ । ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ପାଇଁ ଆଉ 60 ରୁ 65 ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ବର୍ତ୍ତମାନ ଯାଏଁ 25 ପ୍ରତିଶତ ଯାଏଁ ଫଣ୍ଡ ମିଳି ପାରିଛି । ଆଶା ମଧ୍ୟ ରହିଛି ଓଡିଶା ବାସୀ ଆହୁରି ଅଧିକ ସାହାଜ୍ୟ କରିବେ ଆଗକୁ ଯାଇ ।

ଓଡିଆ ଫିଲ୍ମ ଆସୋସିଏନ ତରଫରୁ ଫଣ୍ଡ ପାଇଁ ଯେମିତି ଭାବେ ଅନୁରୋଧ କରା ଯାଇଥିଲା ତା ପରବର୍ତ୍ତୀ ସମୟରେ କାମରେ ଆସିଥିଲା । ଓଡିଶା ବାସୀ ନିଜ ତରଫରୁ ଆର୍ଥିକ ସାହାଯ୍ୟର ହାତ ବଢାଇଛନ୍ତି ପିଣ୍ଟୁ ନନ୍ଦ ଙ୍କୁ । ତେବେ ପିଣ୍ଟୁ ନନ୍ଦ ବହୁତ ଜଲ୍ଦି ସୁସ୍ଥ ହୋଇ ଫେରିବେ ଏହା ସମସ୍ତେ ଆସା ବାନ୍ଧି ଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *