ବାଛନ୍ତୁ ଗୋଟେ ପରି ଓ ଜାଣନ୍ତୁ ନିଜ ବିଷୟରେ ଗୋଟେ ରହସ୍ୟମୟ କଥା

ତେବେ ଆପଣ ମାନେ ନିଜ ଜୀବନରେ ପରି ବା ଏଞ୍ଜଲ ବିଷୟରେ ବହୁତ କିଛି ଶୁଣିବାକୁ ପାଇଥିବେ । ପରି ଏମିତି ଗୋଟେ ନାମ ଅଟେ ଯାହା ଛୁଆବେଳେ ଜେଜେମା ସମସ୍ତଙ୍କୁ ନିଜ କାହାଣୀ ଦ୍ଵାରା ପରିଚୟ କରାଇଥାନ୍ତି, ତେବେ ଜେଜେମା ଅନୁଯାଇ ପରି ମାନେ ନିଜ ପସନ୍ଦରେ ବୁଲି ପାରନ୍ତି । ତେବେ ଆସନ୍ତୁ ଜାଣିବା ଆପଣ ଯଦି ଏହି ପରି ମାନଙ୍କ ମଧ୍ୟରୁ ଆପଣଙ୍କୁ କେହି ପସନ୍ଦ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣ କେବେ ଭାବି ନଥିବେ ।

୧. ଯଦି ଆପଣ ପ୍ରଥମ ପରି ପସନ୍ଦ କରିଛନ୍ତି ତେବେ ଆପଣ ବହୁତ ଊର୍ଜାବାନ ବ୍ୟକ୍ତି ଅଟନ୍ତି, ଆପଣଙ୍କୁ କୌଣସି ନିଷ୍ପତ୍ତି ତୁରନ୍ତ ନବା ପସନ୍ଦ ନୁହ, ଆପଣ ସବୁ କଥା ବୁଝି କାମ କରିବା ପସନ୍ଦ କରନ୍ତି ଆପଣଙ୍କୁ କୌଣସି କଥା ଖରାପ ଲାଗିଲେ ମଧ୍ୟ ଆପଣ କାହାକୁ କଷ୍ଟ ଦିଅନ୍ତି ନାହିଁ ।

Image Courtesy: Google

୨. ଯଦି ଆପଣ ଦ୍ଵିତୀୟ ପରି ପସନ୍ଦ କରିଛନ୍ତି ତେବେ ଏହି ଲୋକ ଯାହାକୁ ପ୍ରେମ କରନ୍ତି ତା ସହିତ ଅଧିକ ନିବିଡ ମଧ୍ୟ ହୋଇଯାନ୍ତି । ବୈବାହିକ ଜୀବନରେ ଲୋକମାନେ ବହୁତ ଦବି ହୋଇରହିବାକୁ ଚେଷ୍ଟା କରନ୍ତି । ଆପଣ ନିଜ ଜୀବନ ଅନ୍ତିମ ପଡାବରେ ଅଛନ୍ତି ଏହା ଅର୍ଥ ଏହା ନୁହ ଯେ ଆପଣଙ୍କ ମୃତ୍ୟୁ ହବ ଏହାର ଅର୍ଥ ଆପଣଙ୍କ ଜୀବନ ବହୁତ ଶୀଘ୍ର ବଦଳିବାକୁ ଯାଉଛି । ଏମାନେ ବହୁତ ଭାବନ୍ତି କିନ୍ତୁ ପ୍ରେମ ମାମଲାରେ ଆଗକୁ ଯାଇନଥାନ୍ତି, ପ୍ରେମ ମାମଲାରେ ବହୁତ ଗମ୍ଭୀର ମଧ୍ୟ ଅଟନ୍ତି ।

Image Courtesy: Google

୩. ଯଦି ଆପଣ ତୃତୀୟ ପରି ପସନ୍ଦ କରିଛନ୍ତି ତେବେ ଏମିତି ଲୋକ ନିଜର ପରିଶ୍ରମ ଓ ଏକାଗ୍ରତାରେ ଧାନ ସମ୍ପଦ ସୁଖ ସୁବିଧା, ମାନ ସଂମାନ କରିଥାନ୍ତି । ବନ୍ଧୁଗଣ ଆପଣା ଆଜି ଜାଣିଲେ S ନାମଧାରୀ ବ୍ୟକ୍ତି କେମିତି ଅଟନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆପଣ ବହୁତ ପରିଶ୍ରମୀ ଅଟନ୍ତି ଓ ଆପଣ ନିଜ କାମ ସମ୍ପୂର୍ଣ କରିବା ପାଇଁ ନିଜ ସର୍ବସ ଦେଇଥାନ୍ତି ।

 

Image Courtesy: Google

୪. ଯଦି ଆପଣ ଚତୁର୍ଥ ପରି ପସନ୍ଦ କରିଛନ୍ତି ତେବେ ଆପଣଙ୍କ କାହା ଠାରୁ କୌଣସି ଭାବନା ନାହିଁ, ଆପଣ ଭଲ ରହିଲେ ଆପଣଙ୍କୁ କେହି ଦେଖା ଦିଅନ୍ତି ନାହିଁ । ତେବେ ଆପଣଙ୍କୁ ନିଜ ପ୍ରଥମ ସଫଳତା ପାଇଁ ଏହି ଭଳି ଅହଂକାର ତ୍ୟାଗ କରିବାକୁ ହବ ଓ ଆପଣଙ୍କୁ ସୁଖୀ ଜୀବନ ପାଇଁ ସମସ୍ତଙ୍କ ସହ ମିଶି ଭଲରେ କାମ କରିବାକୁ ହବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *