ଆଜି ଲେଖାରେ ଆମେ କହିବୁ ସେଇ କଣ କାରଣ ଅଛି ଯେଉଁଥିରେ ଗର୍ଭରେ ଭୃଣ କିନର ହୋଇଯାଇଥାଏ । ଆଜି ଏହି ବିଷୟରେ ଆମେ ଚର୍ଚା କରିବୁ । ଏହି ଦୁନିଆରେ ମହିଳା ଓ ସ୍ତ୍ରୀ ପରେ ଗୋଟିଏ ତୃତୀୟ ବର୍ଗ ମଧ୍ୟ ରହିଛି । ଯାହାକୁ ଆମେ ସାଧାରଣ ଭାବସରେ କିନ୍ନର କହିଥାଉ । ଆଉ ଆଜିର ଆଧୁନିକ ଯୁଗରେ ତାଙ୍କୁ ଥାର୍ଡ ଜେଣ୍ଡର କୁହାଯାଉଛି । ଏହାଛଡା ତାଙ୍କୁ ଟ୍ରାନ୍ସ ଜେଣ୍ଡର ମଧ୍ୟ କୁହାଯାଉଛି । ଆଉ କିନ୍ନରକେବେ ମା ବାପା ବନିପାରନ୍ତି ନହିଁ ।
ଆଜି ଆମେ ଜାଣିବା ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ ଜାଣିବା କିନ୍ନର କେମିଟି ହୋଇଥାନ୍ତି । ଆଉ ଗର୍ଭରେ କଣ କଣ କାରଣ ହୋଇଥାଏ କିନ୍ନର ଛୁଆ ହୋଇଥାନ୍ତି । ଗର୍ଭରେ ବଢୁଥିବା ଶିଶୁ ଝିଅ କି ପୁଅ ନହୋଇ କିନ୍ନର କାହିଁକି ହୋଇଥାନ୍ତି । ବସ୍ତବାରେ ଗର୍ଭର ତିନିମାସ ଭିତରେ ଶିଶୁର ଲିଙ୍ଗ ନିର୍ଧାରଣ ହୋଇଥାଏ । ଜଣା ଯାଇଥାଏ କି ଝିଅ ହେବକୀ ପୁଅ । ବହୁତ ବାର ଜେନେଟିକ ଗଡବଡ କାରଣରୁ ବା ହରମୋନ ଇମବ୍ଯାଲେନ୍ସ କାରଣରୁ କୌଣସି ପ୍ରକାର ଅସୁବିଧା କାରଣରୁ ଓ ଔଷଧୀ କାରଣରୁ ବହୁତାବର ଶିଶୁର ଯୌନାଙ୍ଗରେ ଗଡବଡ ହୋଇଥାଏ ।
ଯାହାଫଳରେ କିନ୍ନରଙ୍କର ଜନ୍ମ ହୋଇଥାଏ । ସେଥିଲାଗି ଗର୍ଭର ତିନିମାସ ବହୁତ ଜରୁରୀ ହୋଇଥାଏ । ଛୋଟ ଭୁଲ ମଧ୍ୟ ବହୁତ ଅସୁବିଧା କରିପାରେ । ଏବେ ଆମେ ଜାଣିବା ଲିଙ୍ଗ ନିର୍ଧାରଣ କେମିତି ହୋଇଥାଏ । ସେକ୍ସ କ୍ରୋମୋଜମ ଲିଙ୍ଗ ନିର୍ଧାରିତ କରିଥାଏ । ପୁରୁଷଙ୍କ ଭିତରେ ଏକ୍ସ ଵାଇ ଓ ସ୍ତ୍ରୀଙ୍କ ଭିତରେ ଏକ୍ସ ଏକ୍ସ କ୍ରୋମୋଜମ ଥାଏ । ଏହି ଦୁଇଟିର ମିଶ୍ରଣ ଦ୍ଵାରା ଗର୍ଭରେ ଛୁଆ ହୋଇଥାଏ । ଯଦି କ୍ରୋମୋଜମ xy ହେବତ ପୁଅ ହୋଇଥାଏ ଯେବେ xx କ୍ରୋମୋଜମ ହୋଇଥାଏ ଝିଅ ଜନ୍ମ ହୋଇଥାଏ ।
କେବେ କେବେ xxx, y+y, 0+x ଡିଶ ଅର୍ଡର କାରଣରୁ କିନ୍ନର ରୂପରେ ଜନ୍ମ ହୋଇଥାନ୍ତି । ଏମାନଙ୍କ ଭିତରେ ସ୍ତ୍ରୀ ପୁରୁଷ ଦୁଇଜଣଙ୍କ ଗୁଣ ଆସିଯାଇଥାଏ । ଆଜି ଜାଣିବା କଣ କଣ କାରଣ ଥାଏ ଯେଉଁଥି ପାଇଁ କିନ୍ନର ଛୁଆ ଜନ୍ମ ହୋଇଥାଏ । ଯଦି ଗର୍ଭର ତିନି ମାସ ଭିତରେ କୌଣସି ଦୁର୍ଘଟଣା ହୋଇଥାଏକି କୌଣସି ଧକା ଲାଗିଲେ ଅର୍ଗାନକୁ କ୍ଷତି ହୋଇଥାଏ ତେବେ କିନ୍ନର ଛୁଆ ହେବାର ସମ୍ଭାବନା ରହିଥାଏ । ଯଦି ଏହି ତିନିମାସ ଭିତରେ ଗର୍ଭବତୀ ମହିଳାକୁ ଜ୍ଵର ହୋଇଛି ଯଦି ସେ କୌଅଂଶୀ ହେବି ଡୋଜ ମେଡ଼ିସିନ ଖାଇଛନ୍ତି ସେଥିପାଇଁ ପିଲା କିନ୍ନର ହେବାର ସମ୍ଭାବନା ରହିଥାଏ ।