ହାସ୍ୟ ଅଭିନେତା Pragyanଙ୍କ ବିବାହରେ ବରଯାତ୍ରୀଙ୍କ ଡାନ୍ସ ଦେଖି ହସି ହସି ଗଡିବେ…. ଦେଖନ୍ତୁ Full Video

ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରି ର ବଡ ବଡ ସେଲିବ୍ରେଟି ମନାଙ୍କୁ ବେଶ ଭଲ ଭାବେ ଜାଣିଥିବେ । ପୁରା ଦେଶରେ ଓଡିଆ ଇଣ୍ଡଷ୍ଟ୍ରି ଖୁବ ଜଣାଶୁଣା ହୋଇ ସାରିଲାଣି । ଏହା ସହ ଓଡିଆ କଳାକାର ମାନଙ୍କୁ ମଧ୍ୟ ଓଡିଶା ବାହାର ଲୋକେ ବହୁତ ପ୍ରଶଂସା କରୁଛନ୍ତି । ତେବେ ଆମ ଓଡିଆ ଜଗତରେ ଯେବେ ବି ଯେଉଁ କଳାକାର ମାନଙ୍କର ବିବାହ ହୋଇଛି ସେମାନେ ନିଜର ବିବାହ ସହ ଜଡିତ ସମସ୍ତ କଥା ସୋସିଆଲ ମିଡିଆରେ ଦର୍ଶକ ମାନଙ୍କ ସହ ସେୟାର କରିବାର ନଜର ଆସିଛନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ହାସ୍ୟ ଅଭିନେତା ପ୍ରଜ୍ଞା ଙ୍କ ବିବାହରେ ବରଯାତ୍ରୀ ମାନେ କିପରି ଦମଦାର ଡ୍ୟାନ୍ସ ପର୍ଫୋମାଂସ ଦେଇଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ପ୍ରଜ୍ଞା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ଅଭିନୟ ଯାଦୁ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ନିଜର ଅଲଗା ପରିଚୟ ସୃଷ୍ଟି କରି ପାରିଛନ୍ତି ।

ତାଙ୍କର ଅଭିନୟକୁ ଦର୍ଶକ ମାନେ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଅଭିନେତା ପ୍ରଜ୍ଞା ଙ୍କ ବିବାହ ରୀତିନୀତି ଅନୁସାରେ ସମ୍ପନନ ହୋଇଛି । ତେବେ ତାଙ୍କର ବରଯାତ୍ରୀ ରେ କୋରୋନା କଟକଣା ମଧ୍ୟରେ ବେଶ ଧୁମାଧାମ ରେ ତାଙ୍କର ପରିବାର ବର୍ଗ ଓ ସମ୍ପର୍କୀୟ ତଥା ତାଙ୍କର ବନ୍ଧୁ ମାନେ ଜବରଦସ୍ତ ଡ୍ୟାନ୍ସ କରିବାର ନଜର ଆସୁଛନ୍ତି ।

ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ତାଙ୍କର ମିତ୍ର ମାନେ କିପରି ଦମଦାର ଡ୍ୟାନ୍ସ କରୁଛନ୍ତି । ବାଜା ରୋଷଣୀ ସହ ପ୍ରଜ୍ଞାଙ୍କ ବରଯାତ୍ରୀ ରେ ଆସୁଥିବା ଲୋକେ ଜବରଦସ୍ତ ଡ୍ୟାନ୍ସ କରିବାର ନଜର ଆସିଛନ୍ତି । ଏମିତିକି ପୋଲିସର କଟକଣା ମଧ୍ୟରେ ବରଯାତ୍ରୀ ମାନେ ଖୁବ ମଜାମସ୍ତି କରିଛନ୍ତି ।

ଯେତେବେଳେ ପ୍ରଜ୍ଞା ତାଙ୍କର ଶ୍ଵଶୁର ଘରେ ପହଞ୍ଚି ଥିଲେ ସେହି ସମୟରେ ତାଙ୍କୁ ଶ୍ଵଶୁର ଘର ତରଫରୁ ବନ୍ଦାପନା କରି ନେବା ସହ ତାଙ୍କୁ ଖୁବ ସୁନ୍ଦର ଭାବେ ସମାନର ସହ ସ୍ଵାଗତ କରା ଯାଇଛି । ତାଙ୍କର ବରଯାତ୍ରୀ ଯାହା ଡ୍ୟାନ୍ସ କରିଛନ୍ତି ଏହା ସହ ଯେଉଁ ପ୍ରସେଶନ ଯାଇଥିଲା ତାହା ମଧ୍ୟ ଖୁବ ସୁନ୍ଦର ଓ ଆକର୍ଷକ ହୋଇଛି ।

ତେବେ ପ୍ରଜ୍ଞା ନିଜର ବିବାହକୁ ନେଇ ବେଶ ଖୁସି ଥିବାର ନଜର ଆସୁଛନ୍ତି । ଆଶା କରୁଛୁ ତାଙ୍କର ବୈବାହିକ ଜୀବନ ଆଗକୁ ଯାଇ ସୁଖମୟ ହେଉ ଏହା ଆମର କାମନା ଓ ତାଙ୍କ ବିବାହ ପାଇଁ ଆମ ତରଫରୁ ଅନେକ ଅନେକ ଶୁଭେଛା ।

ବନ୍ଧୁଗଣ ଆପଣ ମାନଙ୍କର ଅଭିନେତା ପ୍ରଜ୍ଞାଙ୍କ ବରଯାତ୍ରୀ ଓ ପ୍ରସେଶନ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *