ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।
୧-ଦୁନିଆରେ କେଉଁ ରଙ୍ଗର ଫଳ ନ ଥାଏ ?
ଉତ୍ତର- ନିଳ
୨- କେଉଁ ପରିବାରେ ମଣିଷର ରକ୍ତ ସଫା ହୋଇଥାଏ ?
ଉତ୍ତର- କଲରା
୩- ଘରେ ଅଗରବତୀ ଜଳାଇଲେ କଣ ଫାଇଦା ହୋଇଥାଏ ?
ଉତ୍ତର- ନାକାରାତ୍ମକ ଊର୍ଜା ଆସେ ନାହି
୪- କେଉଁ ଦେଶରେ ମାଗଣାରେ ଇଣ୍ଟରନେଟ ସୁବିଧା ମିଳିଥାଏ ?
ଉତ୍ତର- ଡେନ୍ମାର୍କ
୫- ବଙ୍ଗଲରେ ଅକାଳ କେଉଁ ମଶିହାରେ ପଡିଥିଲା ?
ଉତ୍ତର- ୧୭୭୦
୬- କେଉଁ ଦେଶରେ ଦୁଇଟି ଛୁଆରୁ ଅଧିକ ଜନ୍ମ କରିଲେ ଦଣ୍ଡ ମିଳିଥାଏ ?
ଉତ୍ତର- ଉତ୍ତର କୋରିୟା
୭- ଗରିବ ମାନଙ୍କର ଗାଈ କାହାକୁ କୁହାଯାଏ ?
ଉତ୍ତର- ଛେଳି
୮- ଭୋଜପୁରୀ କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଅଟେ ?
ଉତ୍ତର- ମୋରିଶେଷ
୯- ଭାରତରେ ସବୁଠାରୁ ଅଧିକ କାହାର ଉତ୍ପାଦନ କେଉଁ ରାଜ୍ୟରେ ହୋଇଥାଏ ?
ଉତ୍ତର- ଜାମ୍ମୁ କାଶ୍ମୀର
୧୦- ସ୍ଵତନ୍ତ୍ରତା ଦିବସ କେବେ ପାଳନ କରାଯାଏ ?
ଉତ୍ତର- ଅଗଷ୍ଟ ୧୫
୧୧- ବିଶ୍ଵ ଜଳ ଦିବସ କେଉଁ ତାରିଖରେ ପାଳନ କରାଯାଏ ?
ଉତ୍ତର- ମାର୍ଚ ୨୨
୧୨- କେଉଁ ଦେଶରେ ଗୋଟିଏ ବି ଟ୍ରାଫିକ ସିଗନାଲ ନାହି ?
ଉତ୍ତର- ଭୁଟାନ
୧୩- କେଉଁ ପଶୁର କ୍ଷୀର ପିଇଲେ ବୁଦ୍ଧି ତେଜ ହୋଇଥାଏ ?
ଉତ୍ତର- ଗାଈ
୧୪- ପ୍ରତେକ ମିନିଟରେ କେତେ ଥର ବିଜୁଳି ପଡିଥାଏ ?
ଉତ୍ତର- ୬୦୦୦
୧୫- ଶ୍ରୀଲଙ୍କାରେ ସ୍ଵତନ୍ତ୍ରତା ଦିବସ କେବେ ପାଳନ କରାଯାଏ ?
ଉତ୍ତର- ଫେବୃଆରି ୧୪
୧୬- ପାକିସ୍ତାନର ସବୁଠାରୁ ଧନୀ ବ୍ୟକ୍ତିଙ୍କ ନାମ କଣ ?
ଉତ୍ତର- ସାହିଦ ଖାନ
୧୭- ନର୍ବେ ଦେଶର ଲୋକେ କେଉଁ ସମୟରେ ଅଧିକ ପୂଜା କରିଥାନ୍ତି ?
ଉତ୍ତର- ରାତି ୧୨ତା
୧୮- ଗୋଟେ ଗାଈର ଆୟୁଷ କେତେ ବର୍ଷ ହୋଇଥାଏ ?
ଉତ୍ତର- ୧୬ ବର୍ଷ
୧୯- ସରକାରଙ୍କ ଦ୍ଵାରା କେଉଁ ଦଣ୍ଡ ଶୁଣାଯାଏ ?
ଉତ୍ତର- ଜେଲ ଦଣ୍ଡ
୨୦- ସୁନାର ଗାଡି କେଉଁ ଦେଶର ପ୍ରଚଳ ହୋଇଥାଏ ?
ଉତ୍ତର- ସାଉଦି ଆରବ
୨୧- ଏମିତି କେଉଁ ଜୀବ ଅଛି ଯିଏ ଲୁହାର କିଲ କୁ ହଜମ କରିଥାଏ ?
ଉତ୍ତର- ମଗରମଛ
୨୨- କୁଲର କୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର- ଶୀତଳ ଯନ୍ତ୍ର
୨୩- ମନୁଷ୍ୟ ଶରୀରର ସବୁଠାରୁ ବଡ ଅଙ୍ଗର କଣ ଅଟେ ?
ଉତ୍ତର- ଲିଭର
୨୪- ଦୁନିଆର ସବୁଠାରୁ ବଡ ଫଳର ନାମ କଣ ?
ଉତ୍ତର- କଟହଲ
୨୫- ରାସ୍ତା ଅଛି କିନ୍ତୁ ଗାଡି ନାହି, ଜଙ୍ଗଲ ଅଛି କିନ୍ତୁ ଗଛ ନାହି, ସହର ଅଛି କିନ୍ତୁ ଘର ନାହି କୁହ ତାହା କଣ ?
ଉତ୍ତର- ନକସା
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।