କ୍ୟାମେରାରେ କ୍ୟାପଚାର ହୋଇଥିବା ଏମିତି କିଛି ଅଦ୍ଭୁତ ଘଟଣା ଯାହା ଦେଖି ଉଡିଯିବ ଆପଣଙ୍କ ହୋସ, ଥରେ ନିଶ୍ଚୟ ଦେଖନ୍ତୁ Video

ଆଜିକା ଡେଟରେ ଇଣ୍ଟରନେଟ ର ଦୁନିଆରେ ସବୁ କିଛି ସମ୍ଭବ ହୋଇଥାଏ । ମୋବାଇଲ ଜରିଆରେ ବ୍ୟକ୍ତି ଘରେ ବସି ସବୁ ଘଟଣା ଦୁ-ର୍ଘ-ଟ-ଣା ବିଷୟରେ ଅବଗତ ହୋଇ ପାରୁଛି । କିନ୍ତୁ ବେଳେବେଳେ ଏମିତି କିଛି ଘଟଣା କ୍ୟାମେରା କ୍ୟାପଚାର ହୋଇଯାଏ ଯାହା ଆଖି ରେ ନ ଦେଖିଲେ ବିଶ୍ଵାସ କରି ହେବ ନାହି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଘଟଣା ନେଇ ଆସିଛୁ ଯାହା ଆପଣ ମାନେ ଆଗରୁ କେବେ ଦେଖି ନ ଥିବେ କି ଶୁଣି ନ ଥିବେ ।

ଏହି ଭିଡିଓ ରେ ଜଣେ ବ୍ୟକ୍ତି ଗାଡି ଏତେ ଜୋର ରେ ଚଲାଇ ଆସୁଥିଲେ କି ସାମ୍ନା ରେ ଆସୁଥିବା ଗାଡି ଦେଖି ବ୍ରେକ ମା-ରିବା ବଦଳରେ ଚକ୍ରି ଭଳି ଗାଡି କୁ ପଛକୁ ବୁଲାଇ ନେଇଛନ୍ତି । ଯାହାକୁ ଦେଖି ସେଠାରେ ଥିବା ଲୋକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଛନ୍ତି । ଏହି ଭିଡିଓ ଟି ବାସ୍ତବରେ ଦେଖିବାକୁ ଯେତିକି ଆଶ୍ଚର୍ଯ୍ୟକର ଲାଗୁଛି ସେତିକି ମଜାଦାର ମଧ୍ୟ ହୋଇଛି ।

ଅନ୍ୟ ଏକ ଭିଡିଓ ରେ ଜଣେ ମହିଳା ନିଜର ନୂଆ ସେଲଫି ଷ୍ଟିକ ର ମଜା ନେବା ପାଇଁ ପ୍ଲାରାଗ୍ଲାଇଡିଙ୍ଗ ସାଇଟର ମଝିରେ ଯାଉଛନ୍ତି । ସେହି ମହିଳା ଜଣକ ଷ୍ଟାଇଲ ମା-ରି ନିଜର ଭିଡିଓ ବନାଇବାରେ ନିଜକୁ ବ୍ୟସ୍ତ ରଖିଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ଅପରିବେ । କିନ୍ତୁ ସେ ନିଜର ଭିଡିଓ ରେ ଏତେ ମାଜି ଯାଇଥିଲେ କି ତାଙ୍କ ଉପରୁ ତଳକୁ ଆସୁଥିବା ପ୍ଲାରାଗ୍ଲାଇଡିଙ୍ଗ ୱିଙ୍ଗ ଦେଖି ପାରିଲେ ନାହି । ଶେଷରେ ପ୍ଲାରାଗ୍ଲାଇଡିଙ୍ଗ ୱିଙ୍ଗ ଆସି ସେହି ମହିଳା ଙ୍କ ଉପରେ ପଡିଛି । ଏହି ଭିଡିଓ ଟି ବାସ୍ତବରେ ଦେଖିବାକୁ ବହୁତ ମଜାଦାର ହୋଇଛି ।

ଆପଣ ମାନେ ଜାଣିଥିବେ ଅନେକ ବର୍ଷ ପୂର୍ବେ ପଶୁ ଓ ମଣିଷ ମଧ୍ୟ ରେ ଏକ ଗଭୀର ସମ୍ପର୍କ ଗଢି ଉଠିଛି । ମଣିଷ ଓ ପଶୁ ମଧ୍ୟ ରେ ଥିବା ବୁଝାମଣା ବୋଧ ହୁଏ ଗୋଟେ ମଣିଷ ମଣିଷ ଭିତରେ ନାହି । ଏହି ସମ୍ପର୍କ ର ଏମତି ଏକ ମିଶାଲ ଏହି ଭିଡିଓ ରେ ଆପଣ ମାନେ ଦେଖିବାକୁ ପାଇବେ । ଏହି ଭିଡିଓ ରେ ବୃଦ୍ଧ ମହିଳା ହାତୀ କୁ ଏପରି ଭାବେ ଖୁଆଉଛନ୍ତି ଯାହା ଦେଖିଲେ ଲାଗୁଛି କି ଦୁହିଙ୍କ ମଧ୍ୟ ରେ ଅନେକ ଦିନ ହେବ ଗଭୀର ସମ୍ପର୍କ ରହିଛି ।

ହାତୀ ମଧ୍ୟ ସଭ୍ଯ ଭାବେ ଠିଆ ହୋଇ ବୃଦ୍ଧ ମହିଳା ଙ୍କ ହାତରୁ ଖାଦ୍ଯ ଖାଉଛି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଏହି ଘଟଣା ତୁ ଏତିକି କୁହା ଯାଇପାରେ କି ହାତୀ ଓ ବୃଦ୍ଧ ମହିଳା ଙ୍କ ମଧ୍ୟରେ ବହୁତ ଗଭୀର ସମ୍ପର୍କ ରହିଛି । ଦେଖିଲେ ଲାଗୁଛି କି ଦୁହେଁ ପରସ୍ପରକୁ ଅନେକ ଦିନ ହେବ ଜାଣିଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *