ବନ୍ଧୁଗଣ ପୁରୀ ରେ ଦମ୍ପତି କହି ଚଲାଉଥିଲେ ଦେହ ବେପାର । ମାତୃସକ୍ତି କାର୍ଯ୍ୟକ୍ରମରେ ଧରା ପଡିଲା ବଡ ଧରଣର ସେକ୍ସ ରିୟାକେଟ । ଦୀର୍ଘ ୩ ମାସ ହେବ ବାସେଳି ସାହି ଥାନା ଅଧୀନ ପାଇକ ସ୍ଥାୟୀ ସ୍ଥିତ ଏହି ଭଡାଘରେ ଚାଲିଥିଲା ସେକ୍ସ ରିୟାକେଟ । ଆଉ ରିୟାକେଟ ଚଲାଉଥିଲେ ଜଣେ ମହିଳା । ଜେଣ ଯୁବକଙ୍କୁ ସ୍ବାମୀର ପରିଚୟ ଦେଇ ବେପାର ଚାଲୁଥିବାର ଖବର ଆସିବା ପରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ ।
ରାଣୀ ମହୁମାଛି ସାଜିଥିବା ତାଙ୍କ ସ୍ଵାମୀ ର ପରିଚୟ ଦେଇଥିବା ଯୁବକ ଓ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ମହିଳା ଜଣକ ପୁରୀ ର ବୋଲି ଜଣା ପଡିଛି । ନିୟମିତ ଭଡାଘରକୁ ଲୋକଙ୍କର ଯିବା ଆସିବା ଦେଖି ସ୍ଥାନୀୟ ଲୋକେ ବେଶ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପୋଲିସ ପକ୍ଷରୁ ନିଶା ଓ ବିଭିନ୍ନ ଅପରାଧ ନିୟନ୍ତ୍ରଣ ପାଇଁ ଚାଲିଥିବା ମାତୃସକ୍ତିର ଅଧ୍ୟକ୍ଷ ମାନେ ଏଥିରେ ହସ୍ତକ୍ଷେପ କରିଥିଲେ । ମାତୃସକ୍ତିର କିଛି ମହିଳା ଏ ନେଇ ପୋଲିସକୁ ଖବର ଦେଇଥିଲେ ।
ପରେ ପୋଲିସ ଚଢାଉ କରି ଏମାନଙ୍କୁ ଗିରଫ କରିଛି । କହିବାକୁ ଗଲେ ପୁରୀ ପୋଲିସର ଏକା ଏହା ବଡ ସଫଳତା । କାରଣ ଯେବେ ମାତୃସକ୍ତି ଗୋଟେ ଗ୍ରୁପ ତିଆରି କରିଥିଲା ସେତେବେଳେ ପୋଲିସ କୁ ସେମାନେ ନିଶା ବେପାର କରୁଥିବା ଲୋକଙ୍କ ବିଷୟରେ ସୂଚନା ଦେରୁଥିଲେ । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ଏକ ଟିମ ଗଠିତ ହୋଇଥିଲା । ସାଧାରଣ ଲୋକେ ଅସହ୍ୟ ହୋଇ ପଡିଥିଲେ କାରଣ ବାରମ୍ବାର ଗାଡି ଯିବା ଆସିବା କରୁଥିଲା ।
ଗତ କାଲି ବାସୁଳି ଥାନା ପୋଲିସ ସେକ୍ସ ରିୟାକେଟ ବେପାର କରୁଥିବା ମହିଳା ଓ ତାଙ୍କ ସାଥି ମାନଙ୍କୁ ଧରିଥିଲା ସ୍ଵତନ୍ତ୍ର ଟିମ ମାଧ୍ୟମ ରେ । ସେମାନେ ଭଡା ଘରେ ସେକ୍ସ ରିୟାକେଟ ଚଲାଉଥିଲେ । କାଲି ପୋଲିସ ସେମାନଙ୍କୁ ଧରିଛି ଆଉ ସେମାନଙ୍କୁ ମଧ୍ୟ ରୁ ୨ ଜଣ ମହିଳା ଓ ୪ ଜଣ ପୁରୁଷ ଅଛନ୍ତି । ଅନ୍ୟ ପଟେ ଘର ମାଲିକ ଙ୍କୁ ମଧ୍ୟ ପଚରା ଉଚରା କରିବ ପୋଲିସ । ଅନ୍ୟ ପକ୍ଷ ରେ ପୋଲିସ ପକ୍ଷ ରୁ କୁହା ଯାଇଛି ଆଉ ଯେତେ ବି ହୋଟେଲ ଅଛି ସେଠାରେ ଚଢାଉ ଆରମ୍ଭ ହେବ ।
ଅସାମାଜିକ କାର୍ଯ୍ୟ ବଢୁ ଥିବାରୁ ସେଥିପ୍ରତି ଗୁରୁତ୍ଵ ଦିଆଯିବ ବୋଲି ପୋଲିସ ସୂଚନା ଦେଇଛି । ପୋଲିସ ଏ ନେଇ ଏକ ମାମଲା ରୁଜୁ ହୋଇଛି । ଏଥିରେ ଗୋଟେ କାର, ୪ଟି ବାଇକ ଓ ୫୦୦୦ ତାଙ୍କ ଜବତ କରିଛି ପୋଲିସ । ପୋଲିସର ଏହି ଚଢାଉ ଜାରି ରହିବ ବୋଲି ସୂଚନା ମିଳିଛି । ପୁରୀ ଭଳି ପବିତ୍ର ସ୍ଥାନରେ ଏଭଳି କାର୍ଯ୍ୟ କଳାପ ଗ୍ରହଣୀୟ ନୁହେଁ ବୋଲି କୁହା ଯାଉଛି ।
ଆଗମୁ ଏଭଳି ଅଭିଯାନ ଆରମ୍ଭ ହେବ ବୋଲି ପୋଲିସ ପକ୍ଷ ରୁ ସୂଚନା ଦିଆ ଯାଇଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମଉ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।