ଆଜିକାଲି ବଲିଉଡ ଅଭିନେତ୍ରୀ କ୍ଯାଟ୍ରିନା କେଫ ଓ ବିକି କୌଶଲଙ୍କ ମ୍ୟାରେଜକୁ ନେଇ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଚର୍ଚ୍ଚା ଚାଲିଛି । ଦୁହିଙ୍କ ମ୍ୟାରେଜର ସମୟ ଯେତେ ପାଖକୁ ଆସୁଛି ତାଙ୍କର ଫ୍ୟାନ୍ସ ମାନେ ଜାଣିବାକୁ ଇଚ୍ଛା କରୁଛନ୍ତି । ଗତ କାଲି ରାତିରେ ଦୁହିଙ୍କର ମ୍ୟାରେଜ ସମ୍ପନ୍ନ ହୋଇଛି । ଦୁହିଙ୍କ ମ୍ୟାରେଜରେ ତାଙ୍କର ପରିବାର ବର୍ଗ ତଥା ବନ୍ଧୁ ଓ ବଲିଉଡ ଷ୍ଟାରମାନଙ୍କ ତରଫରୁ ଦାମୀ ଉପହାର ମିଳିଛି । ଆଜି ଆମେ ଆପଣ ମାନଙ୍କୁ କ୍ଯାଟ୍ରିନା କେଫ ଓ ବିକି କୌଶଲଙ୍କ ମ୍ୟାରେଜ କିଏ ଓ କେତେ ଦାମୀ ଉପହାର ଦେଇଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।
୧- ବିକି କୌଶଲ : ବିକି କୌଶଲ ନିଜ ସ୍ତ୍ରୀ କ୍ଯାଟ୍ରିନାଙ୍କୁ ମ୍ୟାରେଜରେ ଡାଇମଣ୍ଡ ମୁଦି ଗିଫ୍ଟ ଦେଇଛନ୍ତି ଯାହାର ମୂଲ୍ୟ ୯୦ ଲକ୍ଷ ଟଙ୍କା । ଏହି ମୁଦି ବିକି ଲଣ୍ଡନର ଏକ ସପରୁ କିଣିଥିଲେ । ଏହା ସହ ଦୁବାଇରେ ଏକ ଫ୍ଲାଟ କ୍ଯାଟ୍ରିନାଙ୍କୁ ଗିଫ୍ଟ ଦେଇଛନ୍ତି ବିକି । ଏହି ଆପାର୍ଟମେଣ୍ଟରେ ବହୁତ ଲକଜରି ରୁମ ଥିବା ବେଳେ ଏହାର ଦାମ ହେଉଛି ୫୦ କୋଟି ଟଙ୍କା ।
୨- ରିନା କୌଶଲ : ବିକି କୌଶଲଙ୍କ ମା ହେଉଛନ୍ତି ରିନା କୌଶଲ ଯିଏ ନିଜ ବୋହୁ କ୍ଯାଟ୍ରିନାଙ୍କୁ ନିଜର ସୁନା ହାର ଗିଫ୍ଟ ଦେଇଛନ୍ତି ଯାହାର ମୂଲ୍ୟ ୬୦ ଲକ୍ଷ ଟଙ୍କା ।
୩- ସଲମାନ ଖାନ : ବଲିଉଡ ଭାଇଜାନ ନିଜର ବନ୍ଧୁ କ୍ଯାଟ୍ରିନାଙ୍କୁ ତାଙ୍କର ମ୍ୟାରେଜରେ ଟିସର୍ଟ ଗୋଲ୍ଡ ଘଣ୍ଟା ଉପହାର ଦେଇଛନ୍ତି ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ।
୪- ରଣବିର କପୁର : ବଲିଉଡ ଅଭିନେତା ରଣବିର କପୁର କ୍ଯାଟ୍ରିନାଙ୍କୁ ତାଙ୍କର ମ୍ୟାରେଜରେ ଏକ ପର୍ଫ୍ଯୁମ ବକ୍ସ ଗିଫ୍ଟ ଦେଇଛନ୍ତି ଯାହାର ମୂଲ୍ୟ ୩ ଲକ୍ଷ ଟଙ୍କା ।
୪- ଆଲିୟା ଭଟ୍ଟ : ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ କ୍ଯାଟ୍ରିନାଙ୍କୁ ମ୍ୟାରେଜ ଗିଫ୍ଟରେ ଲେଦର ଜ୍ୟାକେଟ ଉପହାର ଦେଇଛନ୍ତି ଯାହାର ମୂଲ୍ୟ ୭ ଲକ୍ଷ ଟଙ୍କା ।
୫- ଶାହରୁଖ ଖାନ : ବଲିଉଡ କିଙ୍ଗ ଖାନ ଶାହରୁଖ ଖାନ କ୍ଯାଟ୍ରିନାଙ୍କ ସହ ଅନେକ ଫିଲମରେ ନଜର ଆସିଛନ୍ତି । ଶାହରୁଖ କ୍ଯାଟ୍ରିନା ଓ ବିକିଙ୍କୁ ମ୍ୟାରେଜ ଗିଫ୍ଟ ଭାବେ ଏକ ଦାମୀ ପେଣ୍ଟିଙ୍ଗ ଉପହାର ଦେଇଛନ୍ତି ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କା ।
୬- ରୀତିକ ରୋଷନ : ଅଭିନେତା ରୀତିକ କ୍ଯାଟ୍ରିନାଙ୍କ ଭଲ ବନ୍ଧୁ ଭାବେ ଜଣାଶୁଣା ଅଟନ୍ତି । ସେ କ୍ଯାଟ୍ରିନା ଓ ବିକିଙ୍କୁ ତାଙ୍କର ମ୍ୟାରେଜରେ ପ୍ୟାରେଶର ହ୍ୟାଣ୍ଡ କ୍ରାଫ୍ଟ ଫୁଲଦାନି ଗିଫ୍ଟ ଦେଇଛନ୍ତି ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ।
୭- ଅକ୍ଷୟ କୁମାର : ଅଭିନେତା ଅକ୍ଷୟ କ୍ଯାଟ୍ରିନା ଓ ବିକିଙ୍କୁ ତାଙ୍କର ମ୍ୟାରେଜରେ ଲେମ୍ବୋକ୍ରିନ କାର ଗିଫ୍ଟ ଦେଇଛନ୍ତି ଯାହାର ମୂଲ୍ୟ ହେଉଛି ୬କୋଟି ଟଙ୍କା ।
୮- ଅମିର ଖାନ : ଅଭିନେତା ଅମିର ଖାନ କ୍ଯାଟ୍ରିନା ଓ ବିକିଙ୍କ ମୟରେଜରେ ଦାମୀ ଡାଏରୀ ଓ ପେନ ଗିଫ୍ଟ ଦେଇଛନ୍ତି ଯାହାର ମୂଲ୍ୟ ୩ଲକ୍ଷ ଟଙ୍କା ।
୯- ଅଭିଷେକ ବଚନ : କ୍ଯାଟ୍ରିନାଙ୍କୁ ତାଙ୍କର ମ୍ୟାରେଜରେ ଅଭିନେତା ଅଭିଷେକ ଡାଇମଣ୍ଡ ରିଙ୍ଗ ଗିଫ୍ଟ କରିଛନ୍ତି ଯାହାର ମୂଲ୍ୟ ୧୬ଲକ୍ଷ ଟଙ୍କା ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।