ବ୍ଯକ୍ତିର ଅଭ୍ଯାସ ଦୁଇ ପ୍ରକାରର ହୋଇଥାଏ । ଯତାହା ଖରାପ ଓ ଭଲ । ଏହା ଦ୍ଵାରା ବ୍ୟକ୍ତିର ସ୍ବଭାବ, ଆଚରଣ, ଚରିତ୍ର, ଜୀବନ ଶୈଳୀ ଓ ଖାଦ୍ୟପେୟ ଉପରେ ଗଭୀର ପ୍ରାଭବ ପଡିଥାଏ । ଏହା ସହ ଆମ ଭାଗ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ । ଯଦି ଆମର କର୍ମ ଭଲ ରହିଥାଏ ତେବେ ଜୀବନରେ ଭଲ ପ୍ରଭାବ ପଡିଥାଏ । ଏହାର ବିପରୀତ ସ୍ୱରୂପ ଖରାପ କାମ କରିଲେ ଏହାର ଖରାପ ପ୍ରଭାବ ଜୀବନ ଉପରେ ପଡିଥାଏ । ପ୍ରତେକ ବ୍ୟକ୍ତି ଦେବାଦେବୀଙ୍କ ପୂଜା ପାଠ କରି ପ୍ରସନ୍ନ ହୋଇଥାନ୍ତି ।
ଆଜିକାଲିର ଯୁଗରେ ଏ ସବୁ କରିବା ସମ୍ଭବ ହେଉ ନାହି । ଆମେ ନିଜର ନୀତିଦିନିଆ ଜୀବନରେ କିଛି ଭଲ ଅକାମ କରିବା ସହ ପରିବର୍ତ୍ତନ କରିବା ଆବଶ୍ୟକ । ଆଜି ଆମେ ଅପାନ ମାନଙ୍କୁ ଭଗବାନ ଶ୍ରୀକୃଷ୍ଣ କହିଥିବା ଏମିତି ୪ଟି ଆଦତ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ବ୍ୟକ୍ତିର ଦରିଦ୍ରତା ଦୂର ହୋଇଥାଏ ।
୧- ପ୍ରତେକ ବ୍ୟକ୍ତି ସକାଳୁ ଉଠିବା ପରେ କୁଳାଦେବୀଙ୍କ ପୂଜା ପାଠ କରିବା ଉଚିତ । ଏହା ଦ୍ଵାରା କୃପା ଲାଭ ହୋଇଥାଏ । ବ୍ୟକ୍ତି ଜୀବନରେ ସଫଳତା ପାଇବା ପାଇଁ ଭଗବାନଙ୍କ ଆଶୀର୍ବାଦ ରହିବା ନିହାତି ଜରୁରୀ ଅଟେ । ବ୍ୟକ୍ତି କୁଳଦେବୀଙ୍କ ଅନାମ ଉଚ୍ଚାରଣ ପ୍ରତେକ ଦିନ କରିବା ଉଚିତ । ଏହା ସହ ଘରେ ଥିବା ତୁଳସୀ ଗଛରେ ଦୀପ ଲଗାଇବା ଦ୍ଵାରା ଭଗବାନଙ୍କ କୃପା ଲାଭ ହୋଇଥାଏ ।
୨- ରୋଷେଇ ଘର ହେଉଛି ମା ଅର୍ଣ୍ଣପୂର୍ଣ୍ଣାଙ୍କ ବାସ ସ୍ଥାନ । ତେଣୁ ପ୍ରତେକ ମହିଳା ସ୍ନାନ ସାରି ରୋଷେଇ ଘରକୁ ପ୍ରବେଶ କରିବା ଉଚିତ । ଏହା ସହ କିଛି ଖାଦ୍ଯ ତିଆରି କରିବା ପୂର୍ବରୁ ପ୍ରଥମ ଅଗ୍ନି ଦେବତାଙ୍କୁ ପ୍ରଣାମ କରିବା ଉଚିତ । ଏହା ଦ୍ଵାରା ଅଗ୍ନି ଦେବତାଙ୍କ ଆଶୀର୍ବାଦ ମିଳିବା ସହ ମା ଅର୍ଣ୍ଣପୂର୍ଣ୍ଣାଙ୍କ କୃପା ଲାଭ ହୋଇଥାଏ । କେବେ ବି ଭୁଲରେ ଅର୍ଣ୍ଣର ଅପମାନ କରିବା ଉଚିତ ନୁହେଁ ।
୩- ପ୍ରତେକ ବ୍ୟକ୍ତି ନିଜ ଜୀବନରେ କିଛି ନା କିଛି ପରିବର୍ତ୍ତନ କରିବା ଉଚିତ । ଯାହା ଦ୍ଵାରା ସେ ଜୀବନରେ ଉନ୍ନତି କରି ପାରିବ । ଯେମିତି କି ବିନା କାରଣରେ କେବେ ବି କାହାକୁ ଅପମାନ କରିବା ଉଚିତ ନୁହେଁ । ଏହା ସହ ବିନା କାରଣରେ ଅନ୍ୟ ଉପରେ ରାଗିବା ଉଚିତ ନୁହେଁ । ବଡ ଗୁରୁଜନ ମାନଙ୍କୁ ଅପଶବ୍ଦ ନ କରିବା କି ପଶୁଙ୍କୁ ଅ-ତ୍ୟା-ଚା-ର ନ କରିବା । ଘରର ମହିଳା ମାନଙ୍କର ସମ୍ମାନ କରିବା ଉଚିତ । ଏହା ଦ୍ଵାରା ଭଗବାନଙ୍କ କୃପା ପ୍ରାପ୍ତ ହୋଇଥାଏ ।
୪- ମଣିଷ ଚାଲିବା ସମୟରେ କୌଣସି ଛୋଟ ଜୀବର ମୃ-ତ୍ୟୁ ନ ହୁଏ । ବ୍ୟକ୍ତି ଘରକୁ ବାହାରିବା ସମୟରେ ଭଗବାନଙ୍କ ନାମ ନେଇ ଉଚିତ । ଏହା ସହ ଯେପରି ପାଦ ତଳେ କୌଣସି ନିରୀହ ପ୍ରାଣୀର ମୃ-ତ୍ୟୁ ନ ହୁଏ ସେଥିପ୍ରତି ବ୍ୟକ୍ତି ଧ୍ୟାନ ଦେବା ଉଚିତ । ଏହିଭଳି ବ୍ୟକ୍ତି ଭଗବାନଙ୍କର ଅତି ପ୍ରିୟ ହୋଇଥାନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।