ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡିଆ ରେ ହେଉଥିବା ଘଟଣା ଦୁର୍ଘଟଣା ବିଷୟରେ ନିଶ୍ଚୟ ଜାଣିଥିବେ । ତେବେ ଓଡିଆ ଜଗତ କଳାକାର ମାନେ ନିଜର ଅଭିନୟ ବ୍ଯତୀତ ନିଜର ବ୍ୟକ୍ତିଗତ ଜୀବନୀକୁ ନେଇ ସୋସିଆଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ଖାସ କରି ଯେଉଁ ମାନେ କମେଡି କିଙ୍ଗ ଭାବରେ ଜଣାଶୁଣା ସେମାନେ ସେମାନେ ୟୁଟ୍ୟୁବ ଚ୍ୟାନେଲରେ ନିଜର କମେଡି ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ କମେଡି କିଙ୍ଗ ଗୂଲୁଆ ଓ ତାଙ୍କ ଭାବି ସ୍ତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଗୂଲୁଆ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ କମେଡି କିଙ୍ଗ ଭାବରେ ଜଣାଶୁଣା ବ୍ୟକ୍ତି ଅଟନ୍ତି । ସେ ତାଙ୍କ ଜୀବନରେ ଅନେକ ସଂଘର୍ଷ କରି ଆଜିକା ଡେଟରେ ଉଚ୍ଚ ସ୍ତର ରେ ରହି ପାରିଛନ୍ତି । ଏଥିପାଇଁ ତାଙ୍କର ସହଯୋଗୀ ଥିଲେ ତାଙ୍କର ପିଲା ଦିନର ବାନ୍ଧବୀ ବର୍ଷା । ତେବେ ଦୁହିଙ୍କର ନିର୍ବନ୍ଧ ରୀତିନୀତି ଅନୁସାରେ ଶେଷ ହୋଇଛି ।
ଦୁହେଁ ନିଜର ଏନଗେଜମେଣ୍ଟ ପାର୍ଟି ରେ ଖୁବ ସାରା ମଜା ମସ୍ତି କରିବାର ନଜର ଆସିଥିଲେ । ତେବେ ଗୂଲୁଆ ଓ ବର୍ଷାଙ୍କର ଆଉ ଏକ ଭିୟଦିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଖୁବ ଚର୍ଚ୍ଚା ରେ ରହିଛି । ଏହି ଭିଡିଓ ରେ ଦୁହେଁ ପରସ୍ପର ସହ ସମୟ ଅତିବାହିତ କରିବାର ନଜର ଆସୁଛନ୍ତି । ଦୁହେଁ ଗୀତ ଗାଇ ଜବରଦସ୍ତ ଡ୍ୟାନ୍ସ କରିବାର ମଧ୍ୟ ନଜର ଆସୁଛନ୍ତି ।

ଦୁହେଁ କେଉଁ ସ୍ଥାନକୁ ବୁଲିବାକୁ ଯାଇ ଅନେକ ସାରା ରିଲ୍ସ କରି ଗାମ ମାଧ୍ୟମ ରେ ନିଜର ଫ୍ୟାନ୍ସ ମାନଙ୍କ ସହ ସେୟାର କରିଛନ୍ତି । ଦୁହିଙ୍କର କମେଡି ଖୁବ ମଜାଦାର ଲାଗୁଛି ଯାହା ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ । ଦୁହେଁ ହାତ ଧରା ଧରି ହୋଇ ଡ୍ୟାନ୍ସ କରିବା ସହ ଅନେକ ଗୀତରେ ରିଲ୍ସ କରିବାର ନଜର ଆସୁଛନ୍ତି ।
ଦୁହେଁ ପରସ୍ପର ସହ ବେଶ ଖୁସି ଥିବାର ମଧ୍ୟ ଜଣା ପଡୁଛି । ତେବେ ଗୂଲୁଆ ନିଜର ଭାବି ସ୍ତ୍ରୀଙ୍କ ବିଷୟରେ ଏକ ସାକ୍ଷାତକାର ରେ କହିଥିଲେ ଯେ ଆଜି ସେ ଯେଉଁ ସଫଳତା ପାଇଛନ୍ତି ତାହା ପଛରେ ବର୍ଷାଙ୍କର ଭୂମିକା ଅଧିକ ରହିଛି ।
ବର୍ଷା ତାଙ୍କୁ ସେହି ସମୟରେ ସାଥ ଦେଇଥିଲେ ଯେବେ ତାଙ୍କ ପାଖରେ କିଛି ବି ନ ଥିଲା । ବର୍ଷା ଓ ଗୂଲୁଆଙ୍କର ବହୁତ ଜଲ୍ଦି ବିବାହ ହେବାକୁ ଯାଉଛି ଯାହାକୁ ନେଇ ଦୁହେଁ ପ୍ରକାଶ କରିଛନ୍ତି । ଆଶା କରୁଛୁ ଦୁହିଙ୍କର ଆଗାମି ଜୀବନା ଏମିତି ହସ ଖୁସିରେ ବିତିବ ।

ବନ୍ଧୁଗଣ ଆପଣ ମାନଙ୍କର ଗୂଲୁଆ ଓ ବର୍ଷାଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।
