ଦେଖନ୍ତୁ ପ୍ରଥମଥର ମିଳିଲା ଏଭଳି ଭୟଙ୍କର ପଶୁ, Video ଦେଖି ହୋସ ଉଡିଯିବ

ଆମ ଦେଶରେ ଅଲଗା ଅଲଗା ନାମରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ଦେଖା ଯାଇଥାନ୍ତି । ସେମାନଙ୍କ ମଧ୍ୟରୁ ଲିଜାର୍ଡ଼ ଓ ଇଣ୍ଡିଆନ ମନିଟର ଲିଜାର୍ଡ଼ ନାମରେ ଏକ ଜୀବ ରହିଛି ଯାହା ଦେଖିବାକୁ ଅଧା ମଣିଷ ଓ ଅଧା ପଶୁ ଭଳି ହୋଇଥାଏ । ଆମ ଦେଶରେ ଏହି ଜୀବ ଦେଖିବାକୁ ବିରଳ ହୋଇଥାଏ । ଏହା ଦେଖିବାକୁ ବିଶାଳକାୟ ହେବା ସହ ତାର ନଖ ମଧ୍ୟ ବହୁତ ବଡ ହୋଇଥାଏ । ଏହା ବହୁତ ଭୟଙ୍କର ହେବା ସହ ମଣିଷ ମାନକ ଗହଣରେ ରହି କୀଟପତଙ୍ଗଙ୍କୁ ଖାଇ ନିଜର ଜୀବିକା ନିର୍ବାହ କରିଥାଏ ।

ଉତ୍ତର ପ୍ରଦେଶରେ ଲିଜାର୍ଡ଼କୁ ଗୋଏରା ନାମରେ ଜଣାଯାଏ । ଏହି ଭିଡିଓ ରେ ଲିଜାର୍ଡ଼ ଟି ଏକ ଘର ଆଜବେଷ୍ଟିସ ଉପରେ ଲୁଚି ରହି ଥିବାର ଦୃଶ୍ୟ ହେଉଛି । ଏହାକାଉ ସେଠାରୁ ବାହାର କରିବା ପାଇଁ ଜଣେ ବ୍ୟକ୍ତି ଆସିଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ସେହି ବ୍ୟକ୍ତି ଜଣକ ଅନେକ ଚେଷ୍ଟା କରିବା ପରେ ଲିଜାର୍ଡ଼ କୁ ବାହାରକୁ ଆଣିବାରେ ସଫଳ ହୋଇଛନ୍ତି । ଗୋଟିଏ ଲିଜାର୍ଡ଼ ବାହାରିବା ପରେ ଅନ୍ୟ ଏକ ଲିଜାର୍ଡ଼ ମଧ୍ୟ ନଜର ଆସିଛି । ଅନ୍ୟ ଏକ ଲିଜାର୍ଡ଼ ଟି ଗୋବର ଘଷି ତଳେ ଲୁଚି ରହିଛି । ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଏହାର ଶରୀର ବହୁତ ବଡ ହୋଇ ଥିବାରୁ ଭାରତରେ ଏହାର ନାମ ରହିଛି । ଏହାର ଲମ୍ବା ପ୍ରାୟତ ୧ ଫୁଟରୁ ଅଧିକ ରହିଥାଏ ।

ଅନ୍ୟ ଏକ ଲିଜାର୍ଡ଼ କୁ ଉଦ୍ଧାର କରିବାକୁ ଆସିଥିବା ବ୍ୟକ୍ତି ଜଣକ ଅନେକ ଚେଷ୍ଟା ପ୍ରୟାସ କରିବାରେ ସଫଳ ହୋଇଛନ୍ତି । ଏହା କୋବ୍ରା ସାପ ଭଳି ଚୋଟ ମାରିଥାଏ । ଉଧାର କରିବାକୁ ଆସିଥିବା ବ୍ୟକ୍ତି ଜଣକ ଦୁଇଟି ଲିଜାର୍ଡ଼ କୁ ଧରିବା ସହ ସେମାନକୁ ଦୁଇଟି ମୁଣି ରେ ପୁରାଇ ନେଇଛନ୍ତି । ଏଭଳି ଲିଜର୍ଦା ଆମ ଦେଶରେ ଖୁବ କମ ଦେଖା ଯାଇଥାନ୍ତି । ପ୍ରଥମ ଥର ପାଇଁ ନର ଓ ମାତା ଏକାଠି ଥିବା ଏହି ପଶୁ ସଂଗ୍ରହ କର ଯାଇଛି ବୋଲି ସେହି ବ୍ୟକ୍ତି ଜଣକ କହିଛନ୍ତି ।

ଏହା ମଣିଷ ମାନଙ୍କ ଗହଣରେ ରହିଥାଏ କିନ୍ତୁ କିଛି କ୍ଷେତ୍ର ରେ ଖତରନାକ ହୋଇଥାଏ ତ ଆଉ କିଛି କ୍ଷେତ୍ର ରେ ହୋଇ ନ ଥାଏ । ଏହା ମଣିଷ ମାନଙ୍କ ମଧ୍ୟ ରେ ରହି ଝିଟିପିଟି, ମସା, ମାଛି ଇତ୍ୟାଦି ଛୋଟ ପ୍ରାଣୀ ମାନଙ୍କୁ ଖାଇଥାଏ । ଯଦି ଆପଣ ମାନେ ଏହି ଭଳି ଜୀବ ଦେଖନ୍ତି ତେବେ ତୁରନ୍ତ ବନ୍ୟ ବିଭାଗକୁ ସୂଚନା ଦିଅନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *