ଦେଖନ୍ତୁ Devika ଙ୍କ ମା Tilottamaଙ୍କ ଏକାଦଶ, ଦେଖିଲେ ଆଖିରେ ଲୁହ ରହିବନି

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଟିଭି ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା ଓଡିଆ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଓ ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କର କେଏଚବି ନିକଟତର ହୋଇ ପାରିଛନ୍ତି । ଯାହା ଫଳରେ ସେମାନେ ଖୁବ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ଆପଣ ମାନେ ଜାଣିଥିବେ ଆଜିକାଲି ଘରେ ଘରେ ଲୋକ ମାନେ ସିରିଏଲ ଦେଖିବାକୁ ଯେତିକି ନ ଆଗ୍ରହ ହେଉଛନ୍ତି ତା ଠାରୁ ଅଧିକ ସିରିଏଲ ରେ ଅଭିନୟ କରୁଥିବା କଳାକାର ମାନଙ୍କ ବିଷୟରେ ଜାଣିବାକୁ ଅଧିକ ଆଗ୍ରହୀ ହେଉଛନ୍ତି ।

ଆଜି ଆମେ ଆପଣଙ୍କୁ ସେମିତି ଜଣେ ଖାସ ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଟେଲି ଅଭିନେତ୍ରୀ ତିଳୋତ୍ତମା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସାରା ଟିଭି ସିରିଏଲ ରେ ଖୁବ ସୁନ୍ଦର ଅଭିନୟ କରି ଲୋଲପ୍ରିୟତା ହାସଲ କରିଛନ୍ତି । ତାଙ୍କର ପ୍ରତେକ ଟି ସିରିଏଲ ଦର୍ଶକ ମାନଙ୍କ ହୃଦୟ କୁ ଛୁଇଁ ଯାଏ । ଦର୍ଶକ ମାନେ ତାଙ୍କର ପ୍ରତେକ ଟି ଚରିତ୍ର ର ବେଶ ପ୍ରଶଂସା ମଧ୍ୟ କରିଥାନ୍ତି । ଅଭିନେତ୍ରୀ ତିଳୋତ୍ତମା ନିଜର ପ୍ରତେକ ଟି ଚରିତ୍ର ରେ ଖୁବ ନିଖୁଣ ଭାବେ ଅଭିନୟ କରିଥାନ୍ତି ।

ତେବେ ଆପଣ ମାନେ ଏହା ମଧ୍ୟ ଜାଣିଥିବେ ସେ ଆଉ ଆମ ଗହଣରେ ନାହାନ୍ତି । ଗତ କାଲି ତାଙ୍କର ଏକାଦଶ କର୍ମ ଶେଷ ହୋଇଛି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ତାଙ୍କର ଏକାଦଶ କର୍ମ ରେ ତାଙ୍କ ପୁରା ପରିବାର ସହ ବନ୍ଧୁ ବାନ୍ଧବ, ସାଙ୍ଗ ସାଥି ଓ ଓଡିଆ କଳାକାର ମାନେ ମଧ୍ୟ ଯୋଗ ଦେଇଥିଲେ । ଆଉ ତାଙ୍କର ଆତ୍ମା ର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ବିଧି ବିଧାନ ଅନୁଯାୟୀ ତାଙ୍କର ଏକାଦଶ ବିଧି ଶେଷ ହୋଇଛି । ଖାସ କରି ତାଙ୍କ ଝିଅ ଦେବିକା ଯିଏ ତାଙ୍କ ମା ତିଳୋତ୍ତମା ଙ୍କୁ ବହୁତ ଅଧିକ ଭଲ ପାଆନ୍ତି ସେ ତାଙ୍କ ମା ଙ୍କୁ ହରାଇ ଦୁଖରେ ଭାଙ୍ଗି ପଡିଛନ୍ତି ।

ଦେବିକା ଜମା ବି ବିଶ୍ଵାସ କରିପାରୁ ନାହାନ୍ତି କି ତାଙ୍କ ମା ଅଫେରା ରାଇଜ କୁ ଚାଲି ଯାଇଛନ୍ତି ଆଉ କେବେ ବି ଫେରିବେ ନାହି । ତେବେ ଏକାଦଶ ରେ ଦେବିକା ନିଜ ମା ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ଆତ୍ମା ର ସଦଗତି ନିମନ୍ତେ ହାତ ଯୋଡି ପ୍ରଣାମ କରିଛନ୍ତି । ତେବେ ଦେବିକା ଓ ତାଙ୍କ ପୁରା ପରିବାର ତିଳୋତ୍ତମା ଙ୍କୁ ହରାଇ ଖୁବ ଦୁଖିତ ଅଛନ୍ତି ।

ଏମିତିକି ଓଡିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ ଶୋକର ବାଦଲ ଖେଳି ଯାଇଛି ।ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ତିଳୋତ୍ତମା କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *