ମୃତ୍ୟୁ ପରେ South ସୁପର ଷ୍ଟାର Punit Raj Kumar ତାଙ୍କ ପରିବାର ପାଇଁ କେତେ ଟଙ୍କାର ସମ୍ପତି ଛାଡି ଯାଇଛନ୍ତି ?

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସାଉଥ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ପୁନୀତ ରାଜକୁମାରଙ୍କର ଗତ ଶୁକ୍ରବାର ଦିନ ଜିମରେ ୱାର୍କ ଆଉଟ କରିବା ସମୟରେ ହୃଦଘାତ ଯୋଗୁ ଅ-କା-ଳ ବି-ୟୋ-ଗ ଘଟିଛି । ସେ କାନାଡାର ସୁପର ଷ୍ଟାର ଭାବେ ମଧ୍ୟ ପରିଚିତ ଥିଲେ । ସେ ମାତ୍ର ୧୦ ବର୍ଷ ବୟସରୁ ଶିଶୁ କଳାକର ଭାବେ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ତାଙ୍କର ଜବରଦସ୍ତ ପର୍ଫୋମାଂସ ପାଇଁ ସେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।

ସେ ୨୦୦୨ ରେ ଲିଡ ଭୂମିକାରେ ପ୍ରଥମ ଥର ପାଇଁ ଫିମରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ଲିଡ ଭୂମିକାରେ ଅଭିନୟ କରିବା ପରେ ସେ ନିଜ ଜୀବନରେ ଘଟିଥିବା ପଛ ଘଟଣା କୁ ଆଉ ଫେରି ଚାହିଁ ନ ଥିଲେ । ସେ ସମୁଦାୟ ୨୯ ଟି ଫିଲ୍ମରେ ନିଜର ଦମଦାର ପର୍ଫୋମାଂସ ଦେଇଛନ୍ତି । ସେଥି ମଧ୍ୟରୁ ଅଧିକରୁ ଅଧିକ ଫିଲ୍ମ ସୁପର ଡୁପର ହୋଇଥିଲା । ସେ ଅଭିନୟ କରିବା ସହ ପ୍ଲେ ବ୍ୟାକ ଶିଙ୍ଗିଙ୍ଗ ମଧ୍ୟ କରନ୍ତି । ସେ ଟେଲିଭିଜନ ଜଗତରେ ମଧ୍ୟ ରିୟାଲିଟି ସୋ ଓ ସିରିଏଲ ରେ ଅଭିନୟ କରିବାର ନଜର ଆସିଛନ୍ତି ।

ସେ ଗୋଟିଏ ଫିଲ୍ମ କରିବା ପାଇଁ ୫କୋଟି ରୁ ୧୦ କୋଟି ଟଙ୍କା ଚାର୍ଜ କରିଥାନ୍ତି । ଠିକ ସେହିପରି ଟିଭି ସିରିଏଲ ଓ ରିୟାଲିଟି ସୋ ରେ ଆଙ୍କରିଙ୍ଗ କରିବା ପାଇଁ ସେ ଅଧିକ ଟଙ୍କା ଡି-ମା-ଣ୍ଡ କରିଥାନ୍ତି । ବର୍ତ୍ତମାନ ସମୟରେ ତାଙ୍କର ସମୁଦାୟ ସମ୍ପତି ର ମୂଲ୍ୟ ରହିଛି ୮୦୦ କୋଟି ରୁ ୯୦୦କୋଟି ଟଙ୍କା । ସାଉଥ ଜଗତରେ ଜବରଦସ୍ତ ଅଭିନୟ କରି ଅଭିନେତା ପୁନୀତ ରାଜ୍କୁମାର ଦର୍ଶନ ମାନଙ୍କ ଠାରୁ ବହୁତ ସାରା ଭଲ ପାଇବା ପାଇଛନ୍ତି । ତେବେ ମାତ୍ର ୪୬ ବର୍ଷ ବୟସରେ ତାଙ୍କର ହୃଦଘାତ ରେ ମୃ-ତ୍ୟୁ ଘଟିଛି ।

ତାଙ୍କର ମୃ-ତ ଶରୀର ଦେଖିବା ପାଇଁ ତାଙ୍କର ଫ୍ୟାନ୍ସ ମାନଙ୍କ ଠାରୁ ସାଧାରଣ ଜନତାଙ୍କର ହସପିଟାଲରେ ଭିଡ ଜମିଥିଳା । ତେବେ ତାଙ୍କର ଅ-କା-ଳ ନି-ଧ-ନ ଯୋଗୁ ପୁରା ସାଉଥ ଇଣ୍ଡଷ୍ଟ୍ରି ରେ ଶୋ-କର ଛା-ୟା ଖେଳି ଯାଇଛି । ସେ ତାଙ୍କର ପ୍ରତେକ ଟି ଫିଲ୍ମ ଗୁଡିକରେ ବେଷ୍ଟ ପର୍ଫୋମାଂସ ଦେଇଛନ୍ତି ଯାହାକୁ ଦର୍ଶକ ମାନେ ପସନ୍ଦ କରିଛନ୍ତି । ତାଙ୍କର ପ-ର-ଲୋ-କରେ ତାଙ୍କ ପରିବାର ଲୋକ ମାନେ ଦୁଖରେ ଭା-ଙ୍ଗି ପଡିଛନ୍ତି । ତେବେ ଆମେ ମାନେ ସମସ୍ତେ ତାଙ୍କର ଆ-ତ୍ମା ର ସଦଗତି ନି-ମ-ନ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ପୁନୀତ ରାଜକୁମାର ଙ୍କ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *