ନମସ୍କାର ବନ୍ଧୁଗଣ । ବିବାହ ବନ୍ଧନରେ ବାନ୍ଧି ହୋକିହନ୍ତି ଦୁଇ ସମଲିଙ୍ଗୀ ଦୁଇ ପୁରୁଷ । ତେଲେଙ୍ଗାନା ରେ ଏହି ବିଚିତ୍ର ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦିଲ୍ଲୀର ୩୪ ବର୍ଷୀୟ ଅଭୟ ଡ୍ୟାମ ପଶ୍ଚିମ ବଂଗର ୩୧ ବର୍ଷୀୟ ସୁପ୍ରିୟା ଚକ୍ରବର୍ତ୍ତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହରେ ହଳଦୀ ରସମ ଠାରୁ ଆରମ୍ଭ କରି ମେହେନ୍ଦି ରସମ ସଙ୍ଗୀତ ସହ ସବୁ ପ୍ରକାରର ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି ।
ଏଥିରେ ଉଭୟ ପକ୍ଷର ପରିବାର ଲୋକେ ମଧ୍ୟ ସାମିଲ ହୋଇଛନ୍ତି । ଏହି ବିବାହ ପରେ ବର୍ତ୍ତମାନ ନବ ବିବାହିତାଙ୍କ ଫୋଟୋ ସୋସିଆଲ ମିଡିଆରେ ଖୁବ ଜୋରସୋର ରେ ଭାଇରାଲ ହେବାରେ ଲାଗିଛି । ଏହି ଅବସରରେ LG ଟିକ୍ୟୁ ସମବାୟର ଅନେକ ଲୋକ କପଲ୍ସ ହ୍ୟାସ ଟ୍ଯାକ ଦେଉଥିବା ବେଳେ ଦେଶରେ ଏହି ପ୍ରକାର ଆୟୋଜନକୁ ବୃଦ୍ଧି କରାଇବାରେ ଆଶା ପ୍ରକାଶ କରିଛନ୍ତି ।
ହାଇଦ୍ରାବାଦର ତେଲେଙ୍ଗାନାରେ ଏହିଭଳି ସମଲିଙ୍ଗି ପୁରୁଷ ବିବାହ ପ୍ରଥମ ଥର ପାଇଁ ହୋଇଛି । ସୁପ୍ରିୟ ଚକ୍ରବର୍ତ୍ତୀ ଓ ଅଭୟ ଡ୍ୟାମ ପରସ୍ପରକୁ ପ୍ରାୟ ଏକ ଦଶନ୍ଧି ଧରି ପ୍ରେମ କରି ଆସୁଛନ୍ତି । ଦୁହିଙ୍କ ପ୍ରେମ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସୁପ୍ରିୟ କହିଛନ୍ତି ଦୁହିଙ୍କ ବିବାହ ସମସ୍ତଙ୍କୁ ଏକ ବାର୍ତ୍ତା ଦେଇଛି ଯେ ବୈବାହିକ ଜୀବନକୁ ଖୁସି କରିବା ପାଇଁ କାହାରି ଅନୁମତି ନେବା ଦରକାର ନାହି ।
ଯଦିଓ ଏହି ବିବାହା ପଞ୍ଜୀକୃତ ହୋଇ ପାରିବ ନାହି ପରିବାର ସଦସ୍ୟ ଓ ବନ୍ଧୁ ବର୍ଗ ମାନେ ଏହି ସମାରୋହରେ ଏକତ୍ର ହୋଇଥିଲେ । ଦୁହେଁ ପରସ୍ପରକୁ ଏକ ରିସର୍ଟ ରେ ପରସ୍ପରକୁ ମୁଦି ପିନ୍ଧାଇ ଆୟୋଜିତ ସମାରୋହରେ ଏକାଠି ରହିବା ପାଇଁ ସ୍ଥିର କରିଥିଲେ । ଏହି ସମଲିଙ୍ଗି ପୁରୁଷ ବିବାହ ବନ୍ଧୁ ସୁପ୍ରିୟଙ୍କ ଦ୍ଵାରା ସମ୍ପନ୍ନ ହୋଇଥିଲା । ସୁପ୍ରିୟା ନିଜେ ଜଣେ LG ଟିକିଆ ସମ୍ପ୍ରଦାୟ ।
ସୁପ୍ରିୟା ଇଣ୍ଡଷ୍ଟ୍ରି ହୋଟେଲ ସହ ଜଡିତ ହେବା ବେଳେ ଅଭୟ ସୂଚନା ପ୍ରଯୁକ୍ତି ବିଦ୍ୟା କେନ୍ଦ୍ରରେ କାମ କରୁଛନ୍ତି । ୨୦୧୨ରେ ଏକ ଅନ ଲାଇନ ଡେଟିଙ୍ଗ ମାଧ୍ୟମରେ ଦୁହିଙ୍କର ଭେଟ ହୋଇଥିଲା । ସେବେ ଠାରୁ ଦୁହେଁ ଏକାଠି ରହୁଥିଲେ । ସୁପ୍ରିୟା କହିଛନ୍ତି ଏହି ବିବାହ ଦୁଇ ଦିନିଆ କାର୍ଯ୍ୟକ୍ରମ ଥିଲା । ଏହା ଏକ ଏମିତି କାର୍ଯ୍ୟକ୍ରମ ଥିଲା ଯେଉଁ ତହରେ ଦୁହିଙ୍କର ଘନିଷ୍ଠ ବନ୍ଧୁଙ୍କ ଠାରୁ ଆରମ୍ଭ କରି ସମ୍ପର୍କୀୟ ଓ ପରିବାର ବର୍ଗ ସାମିଲ ହୋଇଥିଲେ ।
ସୁପ୍ରିୟା କହିଛନ୍ତି ସେ ଓ ଅଭୟ ଅଲଗା ଅଲଗା ଦେଶରେ ନାଗରିକ ଅଟନ୍ତି । ଅଭୟ ପଞ୍ଜାବୀ ହୋଇଥିବା ବେଳେ ସୁପ୍ରିୟା ବେଙ୍ଗୋଲି ଅଟନ୍ତି । ଗତ ଶନିବାର ଦିନ ଦୁହିଙ୍କର ହଳଦୀ ରସମ ହୋଇଥିଲା । ସୁପ୍ରିୟା ଦେଭିଡ ଦୁହିଙ୍କ ବୈବାହିକ ପରମ୍ପରାକୁ ସମ୍ପନ୍ନ କରିଥିଲେ । ବାସ୍ତବରେ ଦୁହିଙ୍କର ବିବାହ ଏ ସମାଜ ପାଇଁ ଏକ ଉଦାହରଣ ସାଜିଛି ।
ବନ୍ଧୁଗଣ ଆପଣ ମାନଙ୍କର ଏହି ସମଲିଙ୍ଗି ପୁରୁଷ ବିବାହକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।