ନମସ୍କାର ବନ୍ଧୁଗଣ । ଗତ କାଲି ଓଡିଆ ଜଗତର ଲୋକପ୍ରିୟ ତଥା ଜଣାଶୁଣା ଅଭିନେତା ମିହିର ଦାସଙ୍କର ପରଲୋକ ଘଟିଛି । ସେ ଗତ କିଛି ଦିନ ପୂର୍ବରୁ ଘରୋଇ ହସ୍ପିଟାଲରେ ରହି ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏତେ ଗୁରୁତର ହୋଇ ପଡିଥିଲା କି ତାଙ୍କ ଶରୀରର ଅନେକ ଅଙ୍ଗ କାମ କରିବା ବନ୍ଦ ହୋଇ ଯାଇଥିଲା । ତାଙ୍କର ଦେହାନ୍ତରେ ପୁରା ଓଲିଉଡ ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳି ଯାଇଛି ।

ତେବେ ମୃତ୍ୟୁ ପୂର୍ବରୁ ଅଭିନେତା ମିହିର ଦାସ କିଛି ଏମିତି କଥା କହି ଯାଇଛନ୍ତି ଯାହା ସମସ୍ତଙ୍କୁ ହୃଦୟକୁ ଛୁଇଁ ଯିବ । ସେ କହିଛନ୍ତି ଯଦି ତାଙ୍କର କୌଣସି କଥା ବା ଆଚରଣ ପାଇଁ କାହାର ଭାବନାକୁ କଷ୍ଟ ବା ଆଘାତ ଦେଇଛି ତେବେ ସେ ବିନରମତାର ସହ କ୍ଷମା ପ୍ରାର୍ଥନା କରିଛନ୍ତି । କିନ୍ତୁ ଏଭଳି ପାଗଳାମି ବା ଭୟଙ୍କର ମୁର୍ଖାମି ସେ କେବେ କରି ନାହାନ୍ତି ବୋଲି ମିହିର ଭାଇ କହିଛନ୍ତି ।
ଯଦି ଦର୍ଶକ ବା ଲୋକ ମାନଙ୍କୁ ଯାହାଙ୍କୁ ସେ ଚଳନ୍ତି ଭଗବାନ ସଦୃଶ ମାନେ କରନ୍ତି ସେମାନଙ୍କୁ ଯଦି ଆଘାତ ଲାଗିଲା ଭଳି କିଛି କହିଛନ୍ତି ବା ଦର୍ଶକ ମାନେ ଯଦି ମିହିର ଭାଇଙ୍କ ଉପରକୁ ଅଣ୍ଡା ଫୋପାଡିବେ ବା କାଲି ମାଡ କରିବେ ତେବେ ସେ ନିଜେ ନତ ମସ୍ତକ ହୋଇ ସ୍ଵୀକାର କରିବେ ବୋଲି କହିଛନ୍ତି । ଏହା ସହ ନିଜକୁ ସୁଧାରିବା ପାଇଁ ବା ସାବାଡ କରିବା ପାଇଁ ପ୍ରୟାସ ନିଶ୍ଚୟ କରିବେ ବୋଲି ମିହିର ଭାଇ ମୃତ୍ୟୁ ପୂର୍ବରୁ କହି ଯାଇଛନ୍ତି ।

ଦର୍ଶକ ମାନଙ୍କ ଯୋଗୁ ତାଙ୍କର ଜୀବନ, ହାଣ୍ଡିଶାଳ ବା ତାଙ୍କ ହାଣ୍ଡିରେ ଚାଉଳ ପଡୁଥିଲା । ତେଣୁ ଦର୍ଶକ ମାନଙ୍କୁ କ୍ଷମା ମାଗିବା ତାଙ୍କ ପାଇଁ ଗୌରବର କଥା ବୋଲି ମିହିର ଭାଇ କହିଛନ୍ତି । ଏହିଭଳି ଭାବେ ଅଭିନେତା ମିହିର ଦାସ ମୃତ୍ୟୁ ପୂର୍ବରୁ ତାଙ୍କର ପ୍ରଶଂସକ ମାନଙ୍କ ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି ।
ଯଦି ତାଙ୍କର କଥା କେବେ କାହାକୁ ଖରାପ ଲାଗିଥାଏ ବା ଆଘାତ ଦେଇଥାଏ ତେବେ ସେ ନମ୍ରତାର ସହ କ୍ଷମା ଯାଚନ କରିଛନ୍ତି । କ୍ଷମା ମାଗିବା ପାଇଁ ସେ କେବେ ବି ପଛେଇ ଯିବେ ନାହି ବୋଲି କହିଛନ୍ତି । ତେବେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଭଗବନାଙ୍କ ନିକଟରେ ଆମେ ସମସ୍ତେ ପ୍ରାର୍ଥନା କରିବା ଉଚିତ ।
ବନ୍ଧୁଗଣ ଆପଣ ମାନଙ୍କର ମିହିର ଦାସ ଯେଉଁ କଥା କହିଛନ୍ତି ତାହା ବିଷୟରେ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
