ଛି ଗୋଟେ ନାରୀ ପାଇଁ ଆତ୍ମହତ୍ୟା କରିବୁ, ତୋ ଭଳି ହିରୋ… ଦେଖନ୍ତୁ Anubhabଙ୍କ ଭିଡିଓ ଭାଇରାଲ ହେବା ପରେ କଣ କହଛନ୍ତି Sura Routray

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଲାଇଭ ଆସି କିଛି ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନୁଭବ ଏହି ଭିଡିଓ ରେ କହୁଛନ୍ତି ଯେ ସେ ତାଙ୍କ ଜୀବନର ସବୁଠାରୁ ବଡ ଭୁଲ କରୁଛନ୍ତି ନିଜ ପାଇଁ ଜୀବନ ସାଥି ବାଛି । ଏହାର ଅର୍ଥ ହେଉଛି ସେ ବର୍ଷା ଙ୍କୁ ବିବାହ କରି ଆଜି ଅନୁତାପ କରୁଛନ୍ତି ଯାହା ପାଇଁ ତାଙ୍କର ସବୁ କ୍ଷେତ୍ର ରେ ନାଁ ତଳକୁ ତଳ ଖସିବାରେ ଲାଗିଛି । ପ୍ରଥମେ ସେ ରାଜନୀତି ରୁ ଦୂରେଇ ଯାଇଛନ୍ତି ଆଉ ଏବେ ଟିଭି ସୋ ରେ ଅଭିନୟ କରୁଥିଲେ ମଧ୍ୟ ତାଙ୍କୁ ଏଥିରୁ ବାହାର କରି ଦିଆଯାଇଛି ।

ତେବେ ଏହି ବାବଦରେ ବର୍ଷା ହିଁ ଅନୁଭବ ପ୍ରତୀକ୍ଷା ଭାବେ ଦାୟୀ କରିଛନ୍ତି । ଏହା ସହ କୋର୍ଟ ରେ ଦୁହିଙ୍କ ମାମଲା ଏବେ ବିଚାରଧିନ ଅବସ୍ଥା ରେ ରହିଛି ଯାହାର ନ୍ୟାୟ କେବେ ମିଳିବ ତାହାର ପ୍ରଶ୍ନ କରିଛନ୍ତି ଅନୁଭବ । ଏମିତିକି ଅନୁଭବ କହିଛନ୍ତି ନ୍ୟାୟର ଅପେକ୍ଷା କରିବା ବଦଳରେ ମୃତ୍ୟୁ କୁ ଆପଣେଇ ନେବା । ତେବ ଏହି ମାମଲା ରେ ଏବେ ପୁଣି ଥରେ ମୁହଁ ଖୋଲିଛନ୍ତି କଂଗ୍ରେସ ବିଧୟାକ ସୁର ରାଉତରାଏ ।

ସୁର ଭାଇ କହିଛନ୍ତି ଜଣେ ନରଇ ପାଇଁ ଗୋଟେ ପୁରୁଷ କାହିଁକି ମରିବା ରାସ୍ତାକୁ ଆପଣେଇ ନେବ । ସୁର ଭାଇ ଆହୁରି ମଧ୍ୟ କହିଛନ୍ତି କି ତୁ ଆମର ଓଲିଉଡ ର ସୁପର ହିରୋ ଟା ତୁ କଣ ପାଇଁ ମରିବୁ । ସୁର ଭାଇ କହିଛନ୍ତି ତୁ ଏହୁଛୁ ଅମା ଓଡିଶାର ଗର୍ବ, ଏବେ ବଡ ଟୋକା କାହିଁକି ଏମିତି ପଦକ୍ଷେପ ନେବାକୁ ଚିନ୍ତା କରୁଛୁ ।

ଅନୁଭବ ଙ୍କୁ ସିଧା ସଳଖ ଭାବେ କହିବାକୁ ଯାଇ ସୁର ରାଉତରାଏ କହିଛନ୍ତି ତୁ ଗୋଟେ ନାରୀ ପାଇଁ ଆତ୍ମହତ୍ୟା କରିବି, ଛି, ଛି, ଏଡେ ସୁନ୍ଦରିଆ ହିରୋ ଆମର, ଓଡିଶର ଗୋଟେ ଗର୍ବ । ସେ କହୁଛନ୍ତି ସବୁ କିଛି ଭୁଲି ଆଗକୁ ବଢିବା ପାଇଁ କାରଣ ଅନୁଭବଙ୍କ ପଛରେ ଆହୁରି ଅନେକ ନାରୀ ଗୋଡାଉଛନ୍ତି । ଯଦି ନ ହେଲା ଆଉ ଗୋଟେ ଦେଖେ ବୋଲି ଅନୁଭବ ଙ୍କୁ ଇଙ୍ଗିତ କରି ସୁର ଭାଇ କହିଛନ୍ତି ।

ମରିବାକୁ ମୁଁ ପସନ୍ଦ କରେନା, ଯିଏ ମାରିବାକୁ କହେ ସେ ଗୋଟେ କାପୁରୁଷ ବୋଲି ସୁର ଭାଇ ମତ ଦେଇଛନ୍ତି । ବରଷ ଏବେ ବହୁତ ଉପରେ ଉଠିଲେଣି ରାଜନିତୀରେ ପ୍ରବେଶ କରିଲେଣି । ଯାହା କାରଣରୁ ଅନୁଭବ ଙ୍କୁ ରାଜନୀତି ଠାରୁ ଆରମ୍ଭ କରି ଫିଲ୍ମ ଇଣ୍ଡଷ୍ଟ୍ରି ରେ ବାହାର କରି ଦେଉଛନ୍ତି ।

ସୁର ଭାଇ ଚିତ୍କାର କରି କହୁଛନ୍ତି କି ତୁ ଆମର ଷ୍ଟ୍ରଙ୍ଗ ଟୋକାଟା ଯାହା ହବ ଦେଖାଯିବ । ତୁ ଯେମିତି ଅଛୁ ସେମିତି ରହ ବୋଲି ଅନୁଭବ କହିଛନ୍ତି ସୁର ଭାଇ । ବର୍ଷାଙ୍କର ଉନ୍ନତି ଦେଖି ସୁର ଭାଇ ହସି ହସି ଅନୁଭବଙ୍କୁ ଏମିତି ମନ୍ତବ୍ୟ ଦେଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ସୁର ଭାଇଙ୍କ ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *