ଭିଡିଓ ଦେଖନ୍ତୁ – ସବ୍ୟସଚୀ ଅର୍ଚ୍ଚିତା (Sabyasachi Archita) ବାହାଘର ରିସେପସନ ପାର୍ଟିରେ କରିଲେ ଜବରଦସ୍ତ ଡ୍ୟାନ୍ସ

ବନ୍ଧୁଗଣ ଏହି କିଛି ଦିନ ପୂର୍ବରୁ ଅର୍ଚ୍ଚିତା ଏବଂ ସବ୍ୟଙ୍କର ବିବାହ ସମ୍ପର୍ଣ୍ଣ ହୋଇଅଛି । ଏହି ବିବାହଟି ରାଜସ୍ଥାନରେ ଉତ୍ତମ ରୀତିନୀତି ସହିତ ସମ୍ପୁର୍ଣ୍ଣ ହୋଇଅଛି । ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଚାରିଆଡେ ବ୍ୟାପିଅଛି । ଦୁହେଁ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି । ବନ୍ଧୁଗଣ ଏହା ପୂର୍ବରୁ ଆପଣ ମାନେ ସମସ୍ତେ ଉଭୟଙ୍କ ହଳଦୀ ରସମ ର ଫଟୋ ମଧ୍ୟ ଦେଖିବାକୁ ପାଇଥିଲେ, ସେଥିରେ ମଧ୍ୟ ଉଭୟ ବହୁତ ସୁନ୍ଦର ଦେଖାଯାନ୍ତି । ବନ୍ଧୁଗଣ ଏହି ଦୁହିଙ୍କ ଯୋଡି ଏତେ ଫେମସ ହେଲା ଯେ, ଦର୍ଶକ ଗଣ ଉଭୟଙ୍କୁ ଏକା ସହିତ ଦେଖିବାକୁ ବହୁତ ପସନ୍ଦ କଲେ ।

ବନ୍ଧଗଣ ଦୁହେଁ ଚଳଚିତ୍ର ଜଗତରେ ପାଦ ଦେଇଥିଲେ । ଏକାସହିତ ଫିଲ୍ମରେ ଅଭିନୟ କରିବା ଦ୍ଵାରା ଦୁହିଜଣଙ୍କ ମଧ୍ୟରେ ବନ୍ଧୁତା ହେଲା ଏବଂ ଏହା ପରେ କ୍ରମଶ ପ୍ରେମରେ ପରିଣତ ହୋଇଗଲା । ଦୁହେଁ ଦୁହିଙ୍କୁ ବିବାହ କରିବାର ନିସ୍ପତି ନେଲେ । ବନ୍ଧୁଗଣ ଏହିଭଳି ଭାବେ ଦୁହିଙ୍କ ବିବାହ ଆଜି ସମ୍ପର୍ଣ୍ଣ ହେବା ସଙ୍ଗେ ସଙ୍ଗେ ବହୁତ ବହୁତ ବଡ ବଡ ପ୍ରସିଦ୍ଧ କଳାକାର ଏବଂ ଉଭୟଙ୍କ ପ୍ୟାନ ମଧ୍ୟ ବହୁତ ଶୁଭେଛା ଜଣାଇଛନ୍ତି ।

ଦର୍ଶକ ବନ୍ଧୁ ଅଭିନେତା ସବ୍ୟସଚୀ ୨୦୦୭ ମସିହା ପାଗଳ ପ୍ରେମୀ ଚଳଚ୍ଚିତ୍ରରୁ ନିଜର କାରିୟର ଆରମ୍ଭ କରି ଦର୍ଶକ ମାନଙ୍କର ପ୍ରିୟର ପାତ୍ର ହୋଇଥିଲେ । ଦର୍ଶକବନ୍ଧୁ ଅଭିନେତ୍ରୀ ଅର୍ଚ୍ଚିତା ୨୦୦୫ ରେ “ଓ ମାଈ ଲଭ” ଚଳଚ୍ଚିତ୍ରରୁ ନିଜର ଅଭିନୟ କାରିୟର ର ଆରମ୍ଭ କରିଥିଲେ । ବନ୍ଧୁଗଣ ସବ୍ୟସଚୀ ମୋଟ ୩୭ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ, ଅର୍ଚ୍ଚିତା ୪୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । “ସପନର ସଉଦାଗର” ଚଳଚ୍ଚିତ୍ରରୁ ଦୁହି ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ।

ଏହା ୨୦୦୮ ରେ ରିଲିଜ ହୋଇଥିଲା ଏହା ପରେ ଲୋକେ ଏହି ଯୋଡିକୁ ବହୁତ ପସନ୍ଦ କରିବାକୁ ଲାଗିଥିଲେ । ବନ୍ଧୁଗଣ ସବ୍ୟ ଜଣେ ଅଭିନେତା ହେବା ସଙ୍ଗେ ସଙ୍ଗେ ସେ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି । ତାଙ୍କର ପରୋ-ପୋକାରତାର ଉଦାହରଣ ଆପଣ ମାନେ ସମସ୍ତେ ଦେଖିସାରିଥିବେ । ବନ୍ଧୁଗଣ  କୋରନା ସମୟରେ ସେ ନିଜର ଦୟାଭାବ ଦେଖାଇ କୌଣସି ନା କୌଣସି କାରଣରୁ ସାରା ଭାରତବାସୀଙ୍କୁ ସାହାଜ୍ଯ କରିଥିଲେ । ବନ୍ଧୁଗଣ ଓଡିଶା ସହିତ ସାରା ଭାରତ ବାସୀଙ୍କୁ ସହାୟ ହେବା ଏଭଳି ପରିସ୍ଥିତିରେ ସତରେ ବହୁତ ବଡ ଉଦାହରଣ ପାଲଟି ଯାଇଛନ୍ତି ସେ । ଦର୍ଶକ ବନ୍ଧୁ ଉଭୟଙ୍କ ବିବାହ ରାଜସ୍ଥାନ ର ବିଶାଳ ପାଲେଶ ରେ ସେସ ହୋଇସାରିଛି ।

ବର୍ତ୍ତମାନ ତାଙ୍କ ପରିବାର ସଦସ୍ୟ ମାନଙ୍କ ପକ୍ଷରୁ କୁହାଯାଇଛି ଯେ, ଓଡିଶାରେ ବନ୍ଧୁବାନ୍ଧବ, ତଥା ସାଙ୍ଗ ସାଥୀଙ୍କୁ ନେଇ ଗୋଟେ ଭୋଜିର ଆୟୋଜନ କରାଯିବ । ବନ୍ଧୁଗଣ ତାଙ୍କ ଆଜିଭଳି ଦିନରେ ଏକ ଉନ୍ନତ ମାନର ଅଭିନେତା ହେବା ସହିତ ଜେନ ଭଲ ମଣିଷ ହୋଇ ଦୁଖ ଦାରିଦ୍ର୍ଯ ତଥା ଅସୁବିଧାରେ ପୀଡିତ ବ୍ୟକ୍ତି ତଥା ଜନତାଙ୍କୁ ସାହାଜ୍ଯ କରିବା ସତରେ ବହୁତ ମହତ୍ଵପୂର୍ଣ୍ଣ କଥା ଅଟେ । ସର୍ବ ଶେଷରେ ଆମର ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା ଯେ, ଉଭୟ ନିଜର ଆଗାମୀ ବିବାହିତ ଜୀବନ ଅତ୍ୟଧିକ ଆନନ୍ଦ ଏବଂ ଉଲ୍ଲାସରେ ବିତାନ୍ତୁ । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ, ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *