ଦିଲ୍ଲୀ ଜେଲରୁ ମନ୍ତ୍ରୀ Satyendra ଙ୍କର ଆଉ ଏକ Video ଆସିଲା ସାମ୍ନାକୁ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ସୂଚନା ଅନୁଯାୟୀ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତେନ୍ଦ୍ର ଜେନ  ଏବେ ଆରେଷ୍ଟ ହୋଇ ଜେଲରେ । ତେବେ ଜେଲରେ ଜଣେ କଏଦୀ ଭଳି ଜୀବନ ବିତାଉଛନ୍ତି କି ନାହିଁ ଏହାର ପ୍ରଶ୍ନ ଆପଣଙ୍କ ମନରେ ନିହାତି ଭାବରେ ଆସୁଥିବ । ଏହି କଥାର ସତ୍ୟତା ଉପରୁ ପରଦା ଉଠାଇଛି ଏକ cctv ଭିଡିଓ । ତେବେ ଆସନ୍ତୁ ଜାଣିବା ସେହି ଭିଡିଓରେ କଣ ରହିଛି ।

 

ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତେନ୍ଦ୍ର ଜେନଙ୍କୁ ED କଳା ଧନର ସଞ୍ଚୟ କରିରଖିଥିବା ଅପରାଧରେ ଆରେଷ୍ଟର ନିର୍ଦେଶ ଦେଇଥିଲେ । ed ହାତରେ ଏହାର ସମ୍ପୂର୍ଣ ପ୍ରମାଣ ମଧ୍ୟ ରହିଛି । ତାଙ୍କ ଘରୁ ଅମାପ ଧନର, ଅଳଙ୍କାର ଏବଂ ସମ୍ପତ୍ତି ଜବତ ହୋଇଛି । ଏହି  ଅଭିଯୋଗରେ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବେ ଜେଲରେ । ଆପଣ ମାନେ ଭାବୁଥିବେ ସେ କଏଦୀ ଭଳି ଜୀବନ କଟାଉଥିବେ ।

କାରଣ ଜେଲରେ ସମସ୍ତେ କଏଦୀ ଭଳି ହିଁ ଜୀବନ କଟାଇଥାନ୍ତି ନିଜ ଅଏସ ଆରାମରୁ ବହୁତ ଦୂରରେ ରହିଥାନ୍ତି । କିନ୍ତୁ 5 ମାସ ପୂର୍ବରୁ ଆରେଷ୍ଟ ହୋଇ ଥିବା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଭାଇରାଲ ହୋଇଥିବା cctv ଭିଡିଓ ଅନ୍ୟ କିଛିର ସୂଚନା ଦେଉଅଛି । ସେହି ଭିଡିଓରେ ମନ୍ତ୍ରୀ ବହୁତ ଅଏସ ଆରମରେ ଜେଲରେ ଥିବାର ନଜର ଆସିଛନ୍ତି । ଜେଲ ମଧ୍ୟରେ ଏକ ଖଟ ଉପରେ ଗଦି ତକିଆ ମଧ୍ୟ ରହିଛି । ଯାହା କି ଅସମ୍ଭବ ।

ଠାଣି ର ସହ ଚେୟାର ଉପରେ ବସି ଖାଇବା ଖାଉଛନ୍ତି ମନ୍ତ୍ରୀ ବାବୁ । ତାଙ୍କୁ ଜଣେ ଖାଇବା ମଧ୍ୟ ଯୋଗେଇ ଦେଇ ଯାଉଛି । ନାନା ପ୍ରକାରର ଖାଦ୍ୟ ସେ ଖାଉଥିବାର ଦେଖା ଯାଉଛନ୍ତି । ତାଙ୍କୁ କେହି ବି ଦେଖିଲେ କହିବେନି କି ସେ ଜଣେ କଏଦି ଭଳି ଜୀବନ ବିତାଉଛନ୍ତି ବୋଲି । ଜେଲ ଭିତରେ ମଧ୍ୟ ତାଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ।

ଯଦି ଏହି ଭଳି ଭାବରେ ଜେଲରେ ରାଜକୀୟ ସୁଖ ମିଳିବ ତେବେ ଧନ ଲୁଟିବା ପାଇଁ କେହି ବି ଆଉ ପଛ ଘୁଞ୍ଚା ଦେବେ ନାହିଁ । କିମ୍ବା ସମାଜରେ ଆଉ କେବେ ମଧ୍ୟ ବେଆଇନ କାର୍ଯ୍ୟ ବନ୍ଦ ହେବ ନାହିଁ । ତେବେ ଭାଇରାଲ ହେଉଥିବା ଭିଡିଓ ବହୁତ ହିଁ ଖରାପ ଆଇନ ଶୃଙ୍ଖଳାର ସୂଚନା ଦେଉଅଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *