ଦେଶର ସବୁଠାରୁ Luxury ଜେଲ! ଯେଉଁଠି ରହିଛି ଫାଇଭ ଷ୍ଟାର ହୋଟେଲ ଭଳି ସବୁ ସୁବିଧା…. ଭିତର Photo ଦେଖି ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେଉଁ ମାନେ ଅପରାଧ ଜନିତ କାମ କରିଥାନ୍ତି ସେମାନଙ୍କୁ କୋର୍ଟ ନିର୍ଦେଶ ଅନୁଯାୟୀ ଜେଲ ଯିବାକୁ ପଡିଥାଏ । ଜେଲ ଭିତରୁ ନ ଯାଇଥିଲେ ମଧ୍ୟ ଫିଲ୍ମରେ ଦେଖା ଯାଉଥିବା ଜେଲର କାଳ୍ପନିକ ଦୃଶ୍ୟ ହୁଏ ତ ଆପଣ କେବେ ବା କେବେ ନିଶ୍ଚୟ ଦେଖିଥିବେ । ଏହି ଜେଲର ଅନାମ ଶୁଣିବା ମାତ୍ରେ ଅନ୍ଧାର ବନ୍ଦ କୋଠରି ସହ ବଡ ବଡ କାନ୍ଥ ଖରାପ ଖାଦ୍ୟ ଜିନିଷ ଆପଣଙ୍କ ଆଖି ଆଗରେ ଆସି ଯାଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଜେଲ ବିଷୟରେ କହିବାକୁ ଯାଉଛୁ ଯେଉଁଠି କଏଦୀ ମାନଙ୍କୁ ମିଳିଥାଏ ବିଳାସପୂର୍ଣ୍ଣ ସୁବିଧା । ଏହି ଜେଲ ତୁଳନାରେ ଫାଇଭ ଷ୍ଟାର ହୋଟେଲ ମଧ୍ୟ ପଛରେ ପଡିଯିବ । ଏହିଭଳି ଜେଲ ରହିଛି ଜର୍ମାନରେ ଯେଉଁଠି କଏଦୀ ମାନଙ୍କୁ ବ୍ୟକ୍ତିଗତ ରୁମ, ବେଡ ଓ ବାଥୃମର ସୁବିଧା ଦିଆ ଯାଇଥାଏ ।

ଏପରିକି ଏହି ଜେଲରେ ବନ୍ଦୀ ମାନଙ୍କୁ ଲଣ୍ଡରୀ ମେସିନ କଂଫେରେନ୍ସ ରୁମ ଭଳି ସୁବିଧା ମଧ୍ୟ ଦିଆଯାଏ । ଏହି ଜେଲଟି ଅଷ୍ଟ୍ରିୟାର ପାର୍ବତୀ ଅଞ୍ଚଳରେ ଲିଓବେନରେ ଅବସ୍ଥିତ ଅଟେ । ଏକ ଫାଇଭ ଷ୍ଟାର ହୋଟେଲରେ ଯେଉଁ ଭଳି ସୁବିଧା ମିଳିଥାଏ ଠିକ ସେହିପରି ଏହି ଜେଲରେ ମଧ୍ୟ ସୁବିଧା ଯୋଗାଇ ଦିଆଯାଏ ।

ଏଠାରେ କଏଦୀ ମାନେ ଜିମ, ସ୍ପା ଭଳି ବିଳାସପୂର୍ଣ୍ଣ ସୁବିଧା ପାଇଥାନ୍ତି । ଏହା ଛଡା କଏଦୀ ମାନେ ଇନ୍ଦୋର ଗେମ ଖେଳିବା ପାଇଁ ସୁବିଧା ପାଇଥାନ୍ତି । କଏଦୀ ମାନଙ୍କୁ ସୁଧାରିବା ପାଇଁ ସ୍କଟଲ୍ୟାଣ୍ଡର ଏହି HMP ଜେଲରେ ରହୁଥିବା କଏଦୀ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଏ ।

ଏହା ସହ ୪୦ ସପ୍ତାହ ଯାଏଁ କଏଦୀ ମାନଙ୍କୁ ଉତ୍ପାଦନ କୌଶଳ ବିଷୟରେ ଟ୍ରେନିଂ ମଧ୍ୟ ଦିଆଯାଏ । ଯେପରିକି କଏଦୀ ମାନେ ଜେଲରୁ ବାହାରିବା ପରେ ଭଲ କାମ ସହ ଆରମ ଦାୟକ ଜୀବନ ବଞ୍ଚି ପାରିବେ । ସ୍ବୀଜରଲ୍ୟାଣ୍ଡରେ ଅବସ୍ଥିତ ଚାର୍ମଟ୍ୟାଲୋର ନାମକ ଏହି ଜେଲ ଦିନେ ବହୁ ସଂଖ୍ୟକ କଏଦୀଙ୍କ ପାଇଁ ବଦନାମ ଥିଲା ।

କିନ୍ତୁ ଆଜିକା ଡେଟରେ କଏଦୀ ମାନଙ୍କୁ ହୋଟେଲ ଭଳି ସୁବିଧା ଦିଆ ଯାଇଛି । ହୋଟେଲ ଭଳି ରୁମ, ଶୋଇବା ପାଇଁ ଆରମ ଦାୟକ ଗଦି କଏଦୀଙ୍କୁ ଯୋଗାଇ ଦିଆ ଯାଉଛି । ନ୍ୟୁଜଲ୍ୟାଣ୍ଡରେ ଅବସ୍ଥିତ ଏହି କାରାଗାରରେ କଏଦୀ ମାନଙ୍କୁ ସମତ ସୁବିଧା ସହ ଚାଷ, ଲାଇଟିଙ୍ଗ ଏଞ୍ଜିନିୟରିଙ୍ଗ, ରୋଷେଇ ଭଳି କାମରେ ଦକ୍ଷ କରିବା ପାଇଁ ଟ୍ରେନିଂ ମଧ୍ୟ ଦିଆଯାଏ ।

ଏହି ଜେଲ ଗୁଡିକରେ ଏଭଳି ସୁଖ ସୁବିଧା କରିବାର ମୁଖ୍ୟ ଉଦେଶ୍ୟ ହେଉଛି କଏଦୀ ମାନଙ୍କୁ କିପରି ଭାବେ ସୁଧାରିବା । ଯେପରିକି କଏଦୀ ମାନେ ଜେଲରୁ ବାହାରିବା ପାଇଁ ଆଉଆ ଅପରାଧ ଦୁନିଆରେ ପାଦ ନ ଦେଇ ଭଲ ମଣିଷ ହେବାକୁ ଚେଷ୍ଟା କରିବେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଫାଇଭ ଷ୍ଟାର ଭଳି ଜେଲ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *