ପୋଲିସ ହାତରେ ରସିକିଆ ମାଷ୍ଟର ! ଟ୍ୟୁସନ ଛାତ୍ରୀ ସହ କରିଛି ଏମିତି କାଣ୍ଡ…. ଶୁଣି ଆପଣଙ୍କ ରକ୍ତ ଗରମ ହେଇଯିବ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ବଡ ଖବର ହେଉଛି ଏବେ ପୋଲିସ କବଜାରେ ରସିକିଆ ଟିଉସନ ମାଷ୍ଟର ରହିଛି । ରାଜଧାନୀର ଭୁବନେଶ୍ଵର ଦୁଇ ଛାତ୍ରୀଙ୍କୁ ଧରି ଫେରାର କରି ନେଉଥିବା ଟିଉସନ ମାଷ୍ଟର ଗୋପାଳକୃଷ୍ଣଙ୍କୁ ପୋଲିସ ସମ୍ବଳପୁରରୁ ଧରିଛି । ଅନୁଗୁଳିଆ ପଡାର ଏକ ଭଡାଘରୁ ଅଭିଯୁକ୍ତ ମାଷ୍ଟରକୁ ପୋଲିସ ଠାବ କରିଛି । ଏଥି ସହ ଦୁଇ ଛାତ୍ରୀଙ୍କୁ ପୋଲିସ ଉଧାର କରି ସାକ୍ଷୀ ସେଣ୍ଟରକୁ ପଠାଇଛି ।

ଏ ନେଇ କମିଶନରଙ୍କୁ ଖବର ଦେବା ପରେ ଜଣେ ସବ ଇନ୍ସ୍ପେକ୍ଟରଙ୍କୁ ଧରି ଅଭିଯୁକ୍ତ ରହୁଥିବା ଘରକୁ ଯାଇ ଛାନଭିନ କରା ଯାଇଛି । ପୋଲିସ ଭଡାହା ଘରେ ପାଖରେ ରହୁଥିବା ପଡୋଶୀ ମାନଙ୍କୁ ପଚରାଉଚରା କରିବା ପରେ ଜଣା ପଡିଲା ଯେ ଅଭିଯୁକ୍ତ ଶିକ୍ଷକ ଜଣକ ଦୁଇ ଛାତ୍ରୀଙ୍କୁ ନିଜର ଭାଣିଜୀ ବୋଲି ପରିଚୟ ଦେଇଥିଲେ । ସମ୍ବଲପୁର ବୁଲାଇବା ସହ ଏକ ପ୍ରୋଜେକ୍ଟରେ କାମ କରୁଥିବା ବୋଲି ଅଭିଯୁକ୍ତ କହିଥିଲେ ।

ସୂଚନା ଅନୁସରେ ଗତ ବୁଧବାର ଦିନ ମାଷ୍ଟର ଜଣକ ଏକ ଘର ଭଡା ନେଇଥିଲେ । ସେଠାରେ ଏକ ଗ୍ଯାସ ଚୁଲାରେ ରୋଷେଇ ମଧ୍ୟ କରୁଥିଲେ । ମାଷ୍ଟର ଜଣକ ଦୁଇ ନାବାଳିକାଙ୍କୁ ଧରି ସେହି ଗୋଟିଏ ଘରେ ରହୁଥିଲେ । କେହି ଘରୁ ବାହାରୁ ନ ଥିଲେ କି କାହା ସହ ମିଶୁ ନ ଥିଲେ । ଅଭିଯୁକ୍ତ ସାଙ୍ଗରେ ଏକେ କଳା କୁକୁର ମଧ୍ୟ ନେଇ ରଖିଥିଲା । କମିଶନର ପୋଲିସ ଅଭିଯୁକ୍ତଙ୍କୁ ସାଙ୍ଗରେ ନେବା ସହ କୁକୁରକୁ ମଧ୍ୟ ନେଇଛନ୍ତି ।

ତେବେ ମାଷ୍ଟର ନାବାଳିକାଙ୍କୁ କେଉଁ କାରଣ ପାଇଁ ନେଇ ଯାଇଥିଲେ ତାହା ତଦନ୍ତ ପରେ ଜଣା ପଡିବ ବୋଲି ଏସଡିପିଓ କହିଛନ୍ତି । ସୂଚନା ଅନୁସାରେ ଗତ ୧୯ ତାରିଖ ରାତିରେ ବରଗଡ ଆଞ୍ଚଲ ରୁ ଦୁଇ ଛାତ୍ରୀଙ୍କୁ ଧରି ଟିଉସନ ସାର ଫେରାର ହୋଇ ଯାଇଥିଲେ । ଏ ନେଇ ବଡ ଥାନାରେ ହୋଇଥିଲା ପରିବାର ବର୍ଗଙ୍କ ପାଖ ରୁ ଅଭିଯୋଗ । ତେବେ ପୋଲିସ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି ।

ଅଭିଯୁକ୍ତ ଧରା ପଡିବା ସହ ଦୁଇ ଛାତ୍ରୀ ଙ୍କୁ ଉଧାର କରା ଯାଇଛି । ପାୟସି ଏମାନେ ମତ ଦେଇଛନ୍ତି କି ଅଭିଯୁକ୍ତ ଜଣକ ଦୁଇ ଝିଅଙ୍କୁ ଘରୁ ବାହର କରୁ ନ ଥିଲେ କି ସେମାନେ କାହା ସହ କଥାବାର୍ତ୍ତା କରୁ ନ ଥିଲେ । ତେବେ ଏହି ଘଟଣାରେ ପୁଡ଼ା ଯାଞ୍ଚ ହେବା ପରେ ଜଣା ପଡିବ ପ୍ରକୃତ ସତ ଘଟଣା କଣ ରହିଛି । ଅଭିଯୁକ୍ତ ଟିଉସନ ମାଷ୍ଟର ଏ ଯାଏଁ ଏପରି କାଣ୍ଡ ଘଟାଇବାର କାରଣ ପାଇଁ ଦର୍ଶାଇ ନାହାନ୍ତି ବୋଲି ସୂଚନା ରହିଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *