ସ୍ପର୍ମରେ ମିଳିଲା କରୋନା ଭାଇରସ, ସମ୍ବନ୍ଧ ଦ୍ଵାରା ମଧ୍ୟ ବ୍ୟାପୀ ପାରେ ସଂକ୍ରମଣ !

ଏବେ ପର୍ଯ୍ୟନ୍ତ ଏହା ମାନ୍ୟତା ଥିଲା ଯେ କରୋନା ଭାଇରସ ୟୋନ ସମ୍ବନ୍ଧ ଦ୍ଵାରା ବ୍ୟାପୀ ନଥାଏ, କିନ୍ତୁ ଏବେ ଚୀନ ଅଧ୍ୟୟନକର୍ତା ଏହା ଅଧ୍ୟୟନ ଦ୍ଵାରା ଜାଣି ପାରିଛନ୍ତି ଯେ ସଂକ୍ରମିତ ବ୍ୟକ୍ତି ଯଦି କାହା ସହ ସମ୍ବନ୍ଧ ରଖିଥାଏ ତେବେ ସେହି ଲୋକକୁ ମଧ୍ୟ ସଂକ୍ରମଣ ହୋଇଥାଏ । କାହିଁକିନା କରୋନା ସଂକ୍ରମଣ କିଛି ପୃଷଙ୍କ ଧାତୁରେ ଅଧ୍ୟୟନ ସମୟ ଦେଖିବାକୁ ପ୍ରାପ୍ତ ହୋଇଛି । ଚୀନ ଶାଙ୍ଗକ୍ୟୁ ମୁନିସିପଲ ହସ୍ପିଟଲ ରେ ଭର୍ତି ହୋଇଥିବା କରୋନା ଭାଇରସ ସଂକ୍ରମିତ ୩୮ଟି ପୁରୁଷ ରୋଗୀଙ୍କ ଯାଞ୍ଚରେ ଏହି କଥା ସାମ୍ନାକୁ ଆସିଛି, ଏହି ପୁରୁଷଙ୍କ ମଧ୍ୟରୁ ୬ଟି ରୋଗୀଙ୍କ ଧାତୁ ରେ କରୋନା ଭାଇରସ ସଂକ୍ରମଣ ଦେଖିବାକୁ ମିଳିଛି ।

କରୋନା ଭାଇରସ ସଂକ୍ରମିତ ଏହି ୬ଟି ଲୋକଙ୍କ ଭିତରେ କିଛି ଲୋକ ଆଗରୁ କରୋନା ଭାଇରସ ରୋଗ ଠାରୁ ଭଲ ହୋଇଯାଇଛନ୍ତି, କିନ୍ତୁ ତାଙ୍କ ଧାତୁ ରେ କରୋନା ଭାଇରସ ସଂକ୍ରମଣ ଦେଖିବାକୁ ମିଳିଛି, ଚୀନ ଅଧ୍ୟୟନକର୍ତା ଏହା ସ୍ପଷ୍ଟ ଭାବରେ କହି ନାହାନ୍ତି ଯେ ୟୋନ ସମ୍ବନ୍ଧ ଦ୍ଵାରା କରୋନା ସଂକ୍ରମଣ ହବ ବା ନାହିଁ । ଚୀନ ଅଧ୍ୟୟନକର୍ତା ଏହା ଆଶଙ୍କା ଜଣେଇଛନ୍ତି ଯେ କରୋନା ସଂକ୍ରମିତ ପୁରୁଷ ସହ ସମ୍ବନ୍ଧ ରଖିଲେ କରୋନା ଭାଇରସ ସଂକ୍ରମଣ ବିପଦ ବଢିଥାଏ କାହିଁକିନା କିଛି ଲୋକଙ୍କ ଧାତୁ ରେ କରୋନା ଭାଇରସ ସଂକ୍ରମଣ ଦେଖିବାକୁ ମିଳିଛି ।

ଏହି ଖବର ଚୀନ ଦ୍ଵାରା ପ୍ରାପ୍ତ ହୋଇଛି, ଚୀନ ବୈଜ୍ଞାନିକ କହିବା ଅନୁଯାଇ ତାଙ୍କୁ ଏମିତି ସଂକ୍ରମଣ କେସ ବହୁତ କମ ଦେଖିବାକୁ ମିଳିଛି, ତାଙ୍କ କହିବା ଅନୁଯାଇ ଅଧିକ ଲୋକଙ୍କ ବିଷୟରେ ଜାଣିବା ପାଇଁ ଅଧିକ ଲୋକଙ୍କ ଯାଞ୍ଚ କରିବାକୁ ହବ କାହିଁକିନା ଏହା ହୋଇପାରେ ଯେ ଭବିଷ୍ୟ ରେ କରୋନା ଭାଇରସ ସେକ୍ସୁଅଲ ଟ୍ରାନ୍ସମିଟ ଡିସିଜ କେଟେଗୋରି ରେ ଆସି ଯାଉ । ବ୍ରିଟେନ ଶେଫୀଲ୍ଡ ୟୁନିୱର୍ସିଟୀ ରେ ଏଂଡ୍ରୋଲଜୀ ପ୍ରୋଫେସର ଏଲେନ ପେସି ଏହା କହିଛନ୍ତି ଯେ ବର୍ତମାନ ପର୍ଯ୍ୟନ୍ତ ଏହି ଅଧ୍ୟୟନ କିଛି ପ୍ରମାଣ ଦେଖିବାକୁ ମିଳି ନାହିଁ, ଆମକୁ ଏହା ଦେଖିବାକୁ ହବ ଯେ କରୋନା ଭାଇରସ ଧାତୁ ଭିତରେ ସକ୍ରିୟ ଅଟେ ବା ନାହିଁ, କଣ ରୋଗୀ ସତରେ ସଂକ୍ରମଣ ବିପଦ ଅଟେ ।

ଏଲେନ କହିଛନ୍ତି ଯେ ଆଗ ଇବୋଲା ଏବଂ ଜିକା ଭାଇରସ ପୁରୁଷଙ୍କ ଧାତୁ ରେ ଦେଖିବାକୁ ମିଳିଛି ସେଥିପାଇଁ ହେଇ ପାରେ କୋଭିଡ – 19 ଭାଇରସ ମଧ୍ୟ ପୁରୁଷଙ୍କ ଧାତୁ ରେ ଦେଖିବାକୁ ମିଳିଛି । ଋପ୍ରୋଡକ୍ଟ ମେଡିସିନ ପ୍ରୋଫେସର ଶିନା ଲେବିସ କହିଛନ୍ତି ଏହା ବହୁତ ଛୋଟ ଅଧ୍ୟୟନ ଅଟେ, ବର୍ତମାନ ଏହା ଉପରେ ପୂର୍ଣ ଭାବରେ ଭରସା କରିବା କଷ୍ଟକର ଅଟେ, ପୁରୁଷଙ୍କ ଧାତୁ ରେ ଭାଇରସ ମିଳିବା କଥା ଶିନା ଲେବିସ ମଧ୍ୟ ମନା କରି ନାହାନ୍ତି । ଏହା ଆଗରୁ ମାର୍ଚ ମାସରେ ଚୀନରୁ ଏହି ଖବର ଆସିଥିଲା ଯେ ପୁରୁଷଙ୍କ ସମ୍ବନ୍ଧ ଜୀବନ ଖରାପ କରି ପାରେ କରୋନା ଭାଇରସ । ଏହି ଭାଇରସ ପୁରୁଷଙ୍କ ସେକ୍ସ ହର୍ମୋନ ଉପରେ ପ୍ରଭାବ ପକାଇ ପାରେ, ତାଙ୍କୁ ନପୁଂସକ କରି ପାରେ ।

Leave a Reply

Your email address will not be published. Required fields are marked *