ଧନ ର ଅଭାବ ହଉଛି କି? ଏହି ଗଛ ଚୁମ୍ବକ ଭଳି ଟାଣିଥାଏ ଟଙ୍କାକୁ… ଯେଉଁଠି ମିଳିବ ଘରକୁ ନେଇ ଆସନ୍ତୁ

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଇଚ୍ଛା କରିଥାଏ କୋଟିପତି ବା ଲକ୍ଷପତି ହେବା ପାଇଁ । କିନ୍ତୁ ଅଭାବ ରହିଥାଏ କି ଯେତେ ଟଙ୍କା ରୋଜଗାର କରିଲେ ବି ଅନ୍ଟେ ନାହି । ସେଥିପାଇଁ ଲୋକ ମାନେ ଦିନ ରାତି ପରିଶ୍ରମ କରିଥାନ୍ତି ଅଧିକ ତାଙ୍କ ରୋଜଗାର କରିବା ପାଇଁ । କିନ୍ତୁ ଧନ ସେମାନଙ୍କ ପାଖରେ ରହି ନ ଥାଏ । କୁହାଯାଏ କି ଘରେ ବାସ୍ତୁ ଦୋଷ କାରଣରୁ ମଧ୍ୟ ଏମିତି ହୋଇପାରେ । ଯଦି ଟଙ୍କା ରୋଜଗାର କରି ବି ଧନ ରହୁ ନାହି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଗଛ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଧନର ବୃଦ୍ଧି ହେବ ।

ତେବେ ସେହି ଗଛ ଟି ହେଉଛି କ୍ରାସୁଲା ଗଛ । ଏହା ମନି ପ୍ଳାଣ୍ଟ ନାମରେ ପରିଚିତ ଅଟେ । ଏହି ଗଛ ଛୋଟ ଗଭୀର ସବୁଜ ରଙ୍ଗର ହୋଇଥାଏ । ଏହାର ପତ୍ର ଗୁଡିକ ବହୁତ ଚଉଡା ହେବ ସହ ଘାସ ଭଳି ବଢିଥାଏ । ଆପଣ ଏହାକୁ ଅନଲାଇନ ରେ ମଧ୍ୟ ପାଇ ପାରିବେ । ଏହାକୁ ଲଗାଇବା ଦ୍ବାରା ଘରେ ଧନର ବୃଦ୍ଧି ହୋଇଥାଏ । କ୍ରାସୁଲା ଗଛ କେବେ ବି ଖରାପ ନୁହେଁ । ଏହି ଗଛ ପଇସାକୁ ଚୁମ୍ବକ ଭଳି ଟାଣିଥାଏ । ଆପଣ ମେହନତ କରୁଛନ୍ତି କିନ୍ତୁ ଧନ ବୃଦ୍ଧି ହେଉ ନାହି ତେବେ ଘରେ ନିଶ୍ଚୟ ଏହି ଗଛ ଲଗାନ୍ତି ।

ଏହା ଛଡା ଏହି ଗଛ ଲାଗିବା ଦ୍ଵାରା ଘରେ ପଜେଟିଭ ଊର୍ଜା ସୃଷ୍ଟି ହୋଇଥାଏ । ଏହି ଗଛକୁ ଆପଣ ଘରର ମୁଖ୍ୟ ଦ୍ଵାରା ବା ଅଗଣାରେ ଲଗାଇ ପାରିବେ । ଏହି ଗଛର ଅଧିକ ଯତ୍ନ ନେବାର କି ପାଣି ଦେବାର ଅବଶ୍ୟକତା ନାହି । କିନ୍ତୁ ଏମିତି କିଛି ନାହି । ଫ୍ଯାନସୁଇ ଅନୁଯାୟୀ ଏହାର ଫୁଲ ଶୁଦ୍ଧତା ଓ ନୈତିକ ଶକ୍ତିର ପ୍ରତୀକ ହୋଇଥାଏ । ଯଦି ଗଛ ଠାରୁ ଫୁଲ ଅଧିକ ଫୁଟିବ ତେବେ ଆପଣଙ୍କ ଭାଗ୍ୟ ଖୋଲିବା ଆରମ୍ଭ ହୋଇ ଯାଇଥାଏ ।

ଏହି ଗଛରୁ ଫୁଲ ଫୁଟିବା ଆରମ୍ଭ କରିଲେ ଘରେ ଧନ ବଢିବା ସହ ନେଗେଟିଭ ଶକ୍ତି ଦୂର ହୋଇଥାଏ । ଆପଣ ଯଦି ଚାହୁଁ ଛନ୍ତି ଜୀବନରେ ସଫଳ ହେବା ପାଇଁ ତେବେ ନିଶ୍ଚୟ ଏହି ଗଛ ଘରେ ଲଗାନ୍ତୁ । ଏହା ଛଡା ମନି ଟ୍ରୀ ର ଯେମିତି ଯତ୍ନ ନେବାକୁ ପଡେ ବା ଲାଗିବାର କିଛି ନିୟମ ଥାଏ କିନ୍ତୁ କ୍ରାସୁଲା ଗଛର କିଛି ନିୟମ ନ ଥାଏ । ଆପଣଙ୍କ ଜୀବନରେ ଅନେକ ସମସ୍ଯା ରହୁଛି ବା ଯେତେ ପରିଶ୍ରମ କରିଲେ ବି ଧନ ଅଭାବ ହେଉଛି ତେବେ କ୍ରାସୁଲା ଗଛକୁ ମାଟି କୁଣ୍ଡ ରେ ଲଗାଇ ପାରିବେ ।

ଆପଣଙ୍କର ଚାକିରି ରେ ଉନ୍ନତି ହେଉ ନାହି ବା ବ୍ୟାପାର ରେ ବୃଦ୍ଧି ହେଉ ନାହି କିମ୍ବା ଆପଣ ଜୀବନରେ ଯେଉଁଠି ଅଛନ୍ତି ସେଠାରେ ହିଁ ରହୁଛନ୍ତି ତେବେ ନିଶ୍ଚୟ ଏହି ଗଛ ଘରେ ଲଗାନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *