ସବୁ ମଣିଷଙ୍କ ଶରୀରରେ ବହୁତ ତିଳ ଥାଏ । ଶରୀରରେ ଥିବା ଏହି ତିଳ ବହୁତ ପ୍ରକାର ସଂକେତ ଦେଇଥାଏ । ସମୁଦ୍ର ଶାସ୍ତ୍ରରେ ଏହି ତିଳ ବିଷୟରେ ବିସ୍ତାର ରୂପରେ କୁହାଯାଇଛି । ସମୁଦ୍ର ଶାସ୍ତ୍ର ହିସାବରେ ଶରୀର ଓ ଚେହେରାରେ ଥିବା ତିଳର ଅଲଗା ଅଲଗା ମନେ ହୋଇଥାଏ ।
ଶରୀରର କେଉଁ ଅଙ୍ଗରେ ତିଳ ରହିଲେ ବହୁତ ଶୁଭ ହୋଇଥାଏ । ତ କେଉନଭଳି ତିଳ ଧନବାନ ହେବାର ସଙ୍କେତ ଦେଇଥାଏ । ଏହି ତିଳ ମାନଙ୍କ ଭିତରୁ କିଛି ଏମିତି ତିଳ ରହିଛି ଯାହା ସମୁଦ୍ର ଶସ୍ତ୍ର ହିସାବରେ ଠିକ ନୁହେଁ । ଆସନ୍ତୁ ଜାଣିବା ଚେହେରାର ତିଳ କେଉଁ ପ୍ରକାର ଇସାରା କରିଥାଏ ।

ମିଡିଆ ରିପୋର୍ଟ ହିସାବରେ ବହୁତ ଲୋକଙ୍କ ଚେହରରେ ତିଳ ଥାଏ । ଯଦି ଏହି ତିଳ ଗଳାର ଡାହାଣ ପଟରେ ଅଛି ତ ବହୁତ ଶୁଭ ଅଟେ । ତିଳ ଗାଲର ବାମ ପଟେ ରହିଲେ ଏହା ଜୀବନରେ ଆସୁଥିବା ଅସୁବିଧା ଆଡକୁ ଇସାରା କରିଥାଏ ।

ଠିକ ସେହି ପରି ଯଦି କେଉଁ ବ୍ଯକ୍ତିର ମଥାର ବାମ ପଟେ ତିଳ ଥାଏ ଏହା ଜୀବନରେ ଦୁଖ କଷ୍ଟ ଆଡକି ଇସାରା କରିଥାଏ । ଯଦି ଏହି ତିଳ ମଥାର ମଝିରେ ଥିବ ଏହି ତିଳ ବହୁତ ଶୁଭ ହୋଇଥାଏ । ଏହି ତିଳ ଧନବାନ ବନେଇଥାଏ, ଏହା ସହିତ ଜୀବନରେ ସୁଖ ସୁବିଧା ଏବଂ ସମୃଦ୍ଧିର ସୂଚକ ମାନା ଯାଇଥାଏ ।

ଆଖିର ପାଖର ବାହାର ପାଖର ତିଳ ଶାନ୍ତ ସ୍ଵଭାବ ଏବଂ ବିନମ୍ର ପ୍ରକୃତିର ଦର୍ଶାଇ ଥାଏ । ଯେଉଁ ବ୍ଯକ୍ତିର ଚେହେରାର ଆଖିର ଡାହାଣ ପାଖରେ ତିଳ ଥାଏ ତାର ବିବାହ ଜଲ୍ଦି ହୋଇଥାଏ । ଠିକ ସେହି ପରି ଯଦି କୌଣସି ବ୍ୟକ୍ତିର ଆଇବ୍ରୋ ମାନେ ଆଖି ପତାରେ ତିଳ ଥାଏ ସେହି ବ୍ୟକ୍ତିର ଜୀବନ ସୁଖୀ ହୋଇଥାଏ । ବିବାହିତା ଜୀବନ ଖୁସିରେ କଟିଥାଏ ଓ ଧାନର କେବେ କମି ହୋଇନଥାଏ । ଏହି ତିଳ ବହୁତ ଶୁଭ ହୋଇଥାଏ ।

ଯେଉଁ ମହିଳାଙ୍କର ଥୋଡିରେ ତିଳ ଥାଏ, ଏମିତି ମହିଳା ଧନବାନ ହୋଇଥାନ୍ତି । ଏମାନଙ୍କର ଆରଥି ଅବସ୍ଥା ସବୁବେଳେ ଭଲ ରହିଥାଏ । ଏହା ସହିତ ଯେଉଁ ମହିଳା ମାନଙ୍କର ନାକରେ ତିଳ ଥାଏ ସେ କଳେଇ ସ୍ଵଭାବର ହୋଇଥାଏ । ଏହି ମହିଳା କମ ପରିଶ୍ରମ କରି ଅଧିକ ପାଇଥାନ୍ତି । ସେହିଭଳି ଓଠରେ ତିଳ ଥିଲେ କାମୁକ ଓ ଲୋଭୀ ସ୍ଵଭାବର ଦର୍ଶାଇ ଥାନ୍ତି । ଯେଉଁ ବ୍ୟକ୍ତିଙ୍କ ଓଠର ତଳ ଭାଗର ଡାହାଣ ପାଖରେ ତିଳ ଥାଏ ସେହି ବ୍ୟକ୍ତିକୁ ପ୍ରସିଦ୍ଧ ମିଳିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।