ହିନ୍ଦୁ ଧର୍ମରେ ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ । ବ୍ୟକ୍ତି ଜୀବନରେ ଯାହା ସବୁ ପରିବର୍ତ୍ତନ ହୋଇଥାଏ ତାହା କେବଳ ଭଗବାନ ଶନିଦେବଙ୍କ ଯୋଗୁ ହୋଇଥାଏ । ଏପ୍ରିଲ ୨୯ ୨୦୨୨ରୁ ଆରମ୍ଭ ହୋଇ ମାର୍ଚ ୨୯ ୨୦୨୫ ଯାଏଁ ଶନିଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି । ଦୀର୍ଘ ୩୦ ବର୍ଷ ପରେ କିଛି ରାଶି ମାନଙ୍କର ଜୀବନରେ ବିରାଟ ପରିବର୍ତ୍ତନ ହେବା ସହ ଅନେକ ଲାଭକାରୀ ରହିବ ଭଗବାନ ଶନିଦେବଙ୍କ କୃପାରୁ । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।
ତୁଳା ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ବହୁତ ସାରା ଖୁସି ଆସିବାକୁ ଯାଉଛି । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆୟରେ ବୃଦ୍ଧି ହୋଇପାରେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଭାଇ ଭଉଣୀ ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । କ୍ଯାରିୟର ଦିଗରେ ନୂଆ କାମ ଆରମ୍ଭ କରିବା ପାଇଁ ଚିନ୍ତା କରିବେ ।
ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଭଗବାନ ଶନିଦେବଙ୍କ କୃପାରୁ ଅପାର ଧନ ଲାଭ ହେବେ । ଜୀବନରେ ଯେଉଁ ସବୁ ସମସ୍ଯା ଲାଗି ରହିଥିଲା ତାହା ଦୂର ହେବେ । କାର୍ଯ୍ୟ କ୍ଷେତ୍ରରେ ବଡ ସଫଳତା ଲାଭ କରିବେ । ମାନସିକ ଓ ଶାରୀରିକ ଚିନ୍ତା ରୁ ଆପଣ ମୁକ୍ତି ପାଇବେ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବେ ।
ମକର ରାଶି : ଆପଣଙ୍କ ଜୀବନରେ ଆଗାମୀ ସମୟ ସାନଦାର ରହିବ । ଯେଉଁ କ୍ଷେତ୍ରରେ ରହିବେ ଉଚ୍ଚ ସ୍ତରରେ ରହିବେ । ଚାକିରି କ୍ଷେତ୍ରରେ ମାନ ସମାନ ପ୍ରାପ୍ତ ହେବ । ବେପାର ବାଣିଜ୍ୟ କ୍ଷେତ୍ରରେ ଅଧିକ ଲାଭବାନ ହେବେ । ଆପଣଙ୍କ ଯାତ୍ରା ସୁଗମ ଓ ଫଳପ୍ରଦ ରହିବ । ଅଟକି ରହିଥିବା କାମ ପୁରା ହେବ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ ।
କୁମ୍ଭ ରାଶି : ଆପଣଙ୍କର ସନ୍ତାନ ମାନଙ୍କ ସଜ ଜଡିତ ଯେଉଁ ସମସ୍ଯା ଲାଗି ରହିଥିଲା ତାହା ଦୂର ହେବେ । ଖର୍ଚ୍ଚ ରୁ ମୁକ୍ତି ପାଇବେ । ପାରିବାରିକ ସମସ୍ଯା ଦୂର ହେବେ । ଭୌତିକ ସୁଖ ସୁବିଧା ଆପଣ ପାଇବେ । ସାମାଜରେ ମାନ ସମାନ ପ୍ରାପ୍ତ ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଗୃହରେ ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରେ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ସନ୍ତାନ ସୁଖର ଯୋଗ ରହିଛି ।
ମୀନ ରାଶି : ଆପଣଙ୍କର ଆଗାମୀ ସମୟ ଶୁଭ ରହିବ । ଯେଉଁ କ୍ଷେତ୍ରରେ ରହିବେ ଉଚ୍ଚ ସ୍ତରରେ ରହିବେ । ଧନ ଲାଭ ହେବାର ସମ୍ଭାବନା ରହିଛି । ଦାଂପତ୍ଯ ଜୀବନ ସୁଖମୟ ରହିବ । ଜୀବନ ସାଥି ଙ୍କ ସହ ଆପଣ ରୋମାନ୍ସ କରିବାର ସୁଯୋଗ ପାଇବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବେ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।