Special Story: ହଠାତ ବଦଳିଲା ଭାଗ୍ୟ, ଦିନେ ରିକ୍ସା ଚାଲାଉଥିଲେ… କିନ୍ତୁ ଆଜି କୋଟି କୋଟି ସମ୍ପତ୍ତିର ମାଲିକ

ନମସ୍କାର ବନ୍ଧୁଗଣ । ଦିନେ ରିକ୍ସା ଚଲାଉଥିଲେ ଏବେ ଲକ୍ଷ ଲକ୍ଷ ତାଙ୍କ ରୋଜଗାର କରୁକନ୍ତି । ଭାଗ୍ୟ କେତେବେଳ ବଦଳି ଜୀବ ତାହା କେହି କହି ପାରିବ ନାହି । ଆଜି ଯିଏ କୋଟିପତି କାଲି ସେ ଗରିବ ହୋଇ ପାରନ୍ତି । ଅନ୍ୟ କ୍ଷେତ୍ରରେ ଆଜି ଯିଏ ଗରିବ ସିଏ କାଲି କୋଟିପତି ହୋଇପାରେ ଏହା କିଛି ଅସମ୍ଭବ ନୁହେଁ । ଏପରି ଘଟଣା ଘଟିଛି ଧରମବିର କମ୍ବୋଜଙ୍କ ସହ । ଧରମବିର ଜଣେ କିଶାନ ଭାବେ ପରିଚିତ ଅଟନ୍ତି । ୧୯୮୬ ମସିହାରେ ତାଙ୍କର ଭାଗ୍ୟ ବଦଳି ଯାଇଥିଲା । ହରିୟାନାର ଯମୁନା ନଗର ଦମ୍ବଲା ଗାନ ରେ ଧରମବିର ଙ୍କ ଘର ।

ଦିନେ ସମୟ ଥିଲା ସେ ଗରିବ ଶ୍ରେଣୀରେ ରହୁଥିଲେ । କିନ୍ତୁ ଆଜି ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ତେବେ ତାଙ୍କର ସଫଳତା ପଛରେ ଲୁଚି ଅନେକ ସଂଘର୍ଷମୟ କାହାଣୀ । ଏହି କାହାଣୀ ହେଉଛି ୧୯୮୬ ମସିହାର । ସେ ରାଜଧାନୀ ଦିଲ୍ଲୀରେ ରିକ୍ସା ଚଲାଇ ନିଜର ପରିବାର ର ଜୀବିକା ନିର୍ବାହ କରୁଥିଲେ । ସେ ରିକ୍ସା ଚଲାଉଥିବା ସମୟରେ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥା ପୁଷା ସମ୍ପର୍କରେ ଆସିଥିଲେ । ଏଠାରୁ ଧର୍ମବିରଙ୍କୁ କୃଷି ସମ୍ପର୍କରେ ସୂଚନା ମିଳିଥିଲା । ସେ ଦିଲ୍ଲୀରେ ରହି ରିକ୍ସା ଚଲାଉଥିବା ବେଳେ ପ୍ରତିଦିନ ୬ଟଙ୍କା ଭଡା ମିଳୁଥିଲା ।

ସେତିକି ଟଙ୍କା ରେ ତାଙ୍କ ପୁରା ପରିବାର ଚଳୁଥିଲା । ବର୍ତ୍ତମାନ ସେ ବର୍ଷକୁ ୨୦ଲକ୍ଷ ଟଙ୍କା ରୁ ଅଧିକ ରୋଜଗାର କରୁଛନ୍ତି । ତାଙ୍କର ବର୍ଷକୁ ଆୟ ହେଉଛି ଦେଢ ଲକ୍ଷ । ଚାଷ ସମ୍ପର୍କରେ ସୂଚନା ପାଇବା ପରେ ତାଙ୍କ ମନରେ ଉତ୍କଣ୍ଠା ହୋଇଥିଲା । ଏହା ପରେ ସେ ବିଭିନ୍ନ ଉତ୍ପାଦନ ବିଷୟରେ ଜାଣିବା ସହ ବିଭିନ୍ନ ପ୍ରକାର ଚାଷ କାମ ଆରମ୍ଭ କରିଥିଲେ । ସ ଧୀରେ ଧୀରେ ବିଲରେ ଜାଗା କିଣି ଫସଲ କରିବାକୁ ଲାଗିଲେ । ବର୍ତ୍ତମାନ ସେହି ଫସଲ ହିଁ ତାଙ୍କୁ ଲକ୍ଷପତି ବନାଇ ଦେଇଛି ।

ଧରମବିର ନିଜ ରାଏ ରେ କହିଛନ୍ତି ଯେ ଯଦି ସେହି ସମୟରେ ସେ ଚାସା ନ କରିଥାନ୍ତେ ତେବେ ଆଜି ହୁଏ ତ କେଉଁଠି ଭିକ ମାଗୁଥାନ୍ତେ । ବର୍ତ୍ତମାନ ତାଙ୍କ ପାଖରେ ୨୫ ଜଣ ଲୋକ କାମ କରୁଛନ୍ତି । ତେବେ ସେ ନିଜେ ରୋଜଗାର କରିବା ସହ ଅନ୍ୟ ମାନଙ୍କୁ ମଧ୍ୟ ରୋଜଗାର କରିବାର ସୁଯୋଗ ଦେଇଛନ୍ତି । ତାଙ୍କୁ ନେଇ ସ୍ଥାନୀୟ ଆଞ୍ଚଲ ରେ ବର୍ତ୍ତମାନ ଚର୍ଚ୍ଚା ଜୋରସୋର ରେ ଆରମ୍ଭ ହୋଇଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କାମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *