Dipikaର ପିଲାକୁ ଦେଖିବାକୁ ଆସିଥିଲା Dinesh! ଆଉ ତା ପରେ ଯ ହେଲା ଦେଖନ୍ତୁ Video

ବନ୍ଧୁଗଣ ଘଟିଛି ଅପେକ୍ଷାର ଅନ୍ତ । ବାପା ଦିନେଶ ଆସି ଶେଷରେ ନିଜ ପୁଅ ସହ ଦେଖା କରିଲେ । ଆଉ କୋଳେଇ ନେଇ ପୁଅକୁ ଚାରି ଆଡେ ବୁଲାଇ ନେଲା । ଏମିତିକୁ ପୁଅ ମୁହଁ କୁ ଦେଖିଲେ କୋଳରେ ଧରି ଦିନେଶ ଗେଲ କରି ପକାଇଲା । ପୁଅକୁ କୋଳରେ ବସାଇ ଘଣ୍ଟା ଘଣ୍ଟା ଗପିଲେ ଆଉ ପୁଅର ମନ ପସନ୍ଦର ଚକଲେଟ ଧରି ଆସିଥିଲେ ଦିନେଶ । ପୁଅକୁ ଚକଲେଟ ଦେଇ କୁଣ୍ଢେଇ ପକାଇଲେ ଦିନେଶ । ଆଉ ପୁଅକୁ ଦେଖି ଭୋ ଭୋ ହୋଇ କାନ୍ଦି ପକାଇଲା ଦିନେଶ ଆଉ ପୁଅ କି ବାପା ଆଖି ର ଲୁହ ଦେଖି ପୋଛି ଦେଉଥାଏ ।

ପୁଅ ବାପା କୁ ଚକଲେଟ ଖୋଇଦେଲା ଆଉ ସେପଟେ ଦିନେଶ ଆଖି ରେ ଝରୁଛି ଲୁହ ଆଉ କୋଳରେ ବସିଥିଲା ପୁଅ । ଆଉ ପୁଅ ବି ବାପାକୁ ଦେଖି ବହୁତ ଖୁସି କାହିଁକି ନା ପୁଅ ଆଜି ପ୍ରଥମଥର ପାଇଁ ତା ବାପାକୁ ଦେଖିଲା । ଯେତେ ହେଲେ ବି ର କ୍ତ ର ସ ମ୍ପ ର୍କ ରହିଛି । ଯେବେ ଦିନେଶ ତାଙ୍କ ପୁଅର ଆଙ୍ଗୁଠି କୁ ଧରିଥିଲା ସେତେବେଳେ ତାଙ୍କୁ ସ୍ଵର୍ଗ ର ଖୁସି ମିଳିଥିଲା ।  ଏ ହେଉଛି ରକ୍ତ ର ଆକର୍ଷଣ । ଏମିତିକି ପୁଅକୁ ଧରି ଯେତେବେଳେ ଦିନେଶ ବୁଲାଉଥିଲା ସେତେବେଳେ ପୁଅର ଖୁସି ନ କହିଲେ ସରେ ।

ପୁଅ କହୁଥିଲା ବାପା ତୁମେ ମୋ ହାତ ଛାଡି ଆଉ କେବେ ବି ଯିବ ନାହି । ମୁଁ ତୁମ ବିନା ଆଉ ରହିପାରିବିନି ଏବେ ମୋତେ ତୁମର ପରିଚୟ ମିଳିଗଲା । ମୁଁ ଏବେ ସମାଜରେ ବଞ୍ଚି ପାରିବି ବାପର ପରିଚୟ ପାଇଗଳି । ଏମିତି ବାପା ପୁଅ ଦୁଇ ଜଣ ଅନେକ କଥା ହୋଇଛନ୍ତି ଦୀର୍ଘ ସମୟ ଧରି । ଆଉ ଠିକ ସେତିକି ବେଳେ ଚେୟାର ରେ ବସିଥିବା ଦୀପିକା ଆଜି ଦିନେଶ ଆସିବା ନାହି ଆଉ ଗୋଟେ ତାରିଖ ବାହାରିବ ଆଉ ସେହି ତାରିଖରେ ତୁମେ ହାଜର ହେବ ଆଉ ଏ କଥା ଶୁଣି ଚେୟାର ରେ ବସି ଦିନେଶ କଥା ଭାବୁଥିବା ଦୀପିକାର ଭାବନା ତା ଭାଙ୍ଗି ଯାଇଛି ।

ତା ପରେ ଦୀପିକା ଜାଣିଲା ଯେ ଏ ସବୁ ସତ ନ ଥିଲା କେବଳ ସ୍ଵପ୍ନ ଥିଲା । ଦିନେଶ ସତରେ ତା ପୁଅ ପାଖକୁ ଆସି ନ ଥିଲା ଖାଲି ଦୀପିକା ଭାବି ଭାବି ସ୍ଵପ୍ନ ଦେଖୁଥିଲେ ଦିନେଶ ତା ପୁଅ ପାଖକୁ ଆସିଛି । ଦୀପିକା କେବଳ ଘୁରି ବୁଲୁଥିଲା କଳ୍ପନା ରାଜ୍ୟରେ । ଦିନେଶ ତା ପୁଅ ପାଖକୁ ଆସିଥିବା କଥା ଭାବି ଭାବି ମନେ ମନେ ଖୁସି ହେଉଥିଲା ।

କିନ୍ତୁ ଯେବେ ମହିଳା କମିଶନରେ ବସି ଦିନେଶ କୁ ଅପେକ୍ଷା କରିଥିଲେ ଆଉ ସେତେବେଳେ ଆସି ନ ଥିଲା ଦିନେଶ । ଆଉ ଶେଷରେ ଦୀପିକାର ସବୁ ଆଶା ଭାଙ୍ଗି ଯାଇଥିଲା । ଆଉ ଶେଷରେ କାନ୍ଦି କାନ୍ଦି ଭୁବନେଶ୍ଵର ରୁ ଗଞ୍ଜାମ କୁ ଫେରିଥିଲେ ଦୀପିକା । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *