ଦୀର୍ଘ 21 ବର୍ଷ ପରେ ଭାରତକୁ ମିଳିଲା Miss Universe ଟାଇଟେଲ, ଜାଣନ୍ତୁ ସେହି ସୁନ୍ଦରୀଙ୍କ ବିଷୟରେ

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଅନେକ ସମୟରେ ବିଭିନ୍ନ ପ୍ରକାର ପ୍ରତିଯୋଗୀତା ହେବାର ଦେଖିବାକୁ ମିଳିଥାଏ । କିଛି ପ୍ରତିଯୋଗୀତା ଏମିତି ଅଛି ଯେଉଁଥିରେ ପୁଅ ଓ ଝିଅ ମାନେ ଏକାଠି ଭାଗ ନେଇଥାନ୍ତି । କିନ୍ତୁ ଏମିତି ବି କିଛି ପ୍ରତିଯୋଗୀତା ଅଛି ଯାହା କେବଳ ଝିଅ ମାନଙ୍କ ପାଇଁ ଉଦିଷ୍ଟ ରହିଥାଏ । ତେବେ ଆପଣ ମାନେ ଜାଣିଥିବେ ମିସ ୟୁନିଭର୍ସ ପ୍ରତିଯୋଗୀତା ସେଥି ମଧ୍ୟରୂ ଅନ୍ୟତମ ଅଟେ ।

ଏହି ପ୍ରତିଯୋଗିତାରେ କେବଳ ଝିଅ ମାନେ ଭାଗ ନେଇ ନିଜର ସୁନ୍ଦରତା ର ଭଲ ପ୍ରଦର୍ଶନ କରିଥାନ୍ତି । ଏହି ପ୍ରତିଯୋଗୀତା ଜିତିବା କୌଣସି ବଡ ଜିତ ଠାରୁ କମ ନୁହେଁ । ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡିଥାଏ । ଏହା ସହ ନିଜକୁ ଏମିତି ଭାବେ ପ୍ରିପେୟାର କରିବାକୁ ପଡିଥାଏ ଯେ ଯେମିତି ଆପଣ ଅନ୍ୟ ଠାରୁ ଅଧିକ ସୁନ୍ଦର ଦେଖାଯିବେ ।

ତେଣୁ ନିଜର ଖାଦ୍ୟପେୟ ଠାରୁ ଆରମ୍ଭ କରି ନିଜର ଲୁକ କୁ ପରଫେକ୍ଟ ମେଣ୍ଟେନ କରିବାକୁ ପଡିଥାଏ । ଭାରତରେ ଏହି ପ୍ରତିଯୋଗୀତା ଅନେକ ଥର ହୋଇ ସାରିଛି । ଏହା ବ୍ଯତୀତ ଅନେକ ବିଶ୍ଵ ସୁନ୍ଦରୀ ମାନେ ମଧ୍ୟ ମିସ ୟୁନିଭର୍ସ ଟାଇଟେଲ ଜିତିବାରେ ସଫଳ ହୋକିହନ୍ତି ।

ତେବେ ବର୍ତ୍ତମାନର ବଡ ଖବର ହେଉଛି ଭାରତର ହରନାଜ ନାମକ ସୁନ୍ଦରୀ ହୋଇଛନ୍ତି ବ୍ରମ୍ହାଣ୍ଡ ସୁନ୍ଦରୀ । ଭାରତର ହରନାଜ ସାନ୍ଧୁଙ୍କୁ ମିସ ୟୁନିଭର୍ସ ଟି ଆୱାର୍ଡ ମିଳିଛି । ଅଶେଷ ସୁନ୍ଦରୀଙ୍କୁ ପଛରେ ପକାଇ ଜିତିଲେ ମିସ ୟୁନିଭର୍ସିଟି ଟାଇଟେଲ ହାରନଜ ସାନ୍ଧୁ ।

ଦୀର୍ଘ ୨୧ ବର୍ଷ ପରେ ଭାରତକୁ ମିସ ୟୁନିଭରସ ଟାଇଟେଲ ମିଳିଛି । ଶେଷ ଥର ପାଇଁ ୨୦୦୦ ମସିହାରେ ଅଭିନେତ୍ରୀ ଲାରା ଦତ୍ତ ହୋଇଥିଲେ ମିସ ୟୁନିଭର୍ସ । ଭାରତର ହରନାଜ ବ୍ରମ୍ହାଣ୍ଡ ସୁନ୍ଦରୀ ହୋଇଛନ୍ତି । ସେ ୮୦ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ମିସ ୟୁନିଭର୍ସ ର ଏହି ଟାଇଟେଲକୁ ଜିତିବାରେ ସଫଳ ହୋଇଛନ୍ତି ।

ସେ ତାଙ୍କର ବେଷ୍ଟ ପର୍ଫୋମ ଦେଇଛନ୍ତି ଯାହା ଜଜ ମାନଙ୍କୁ ବେଶ ପସନ୍ଦ ଆସିଛି । ଯାହା ପାଇଁ ଆଜି ପୁରା ଦେଶ ତାଙ୍କ ପାଇଁ ଗର୍ବିତ । ସେ ନିଜର ଉଦ୍ୟମ ରେ ବିଶ୍ଵ ସୁନ୍ଦରୀ ଭାବେ ଆଜି ପୁଅର ଦେଶରେ ପରିଚିତ ହୋଇ ପାରିଛନ୍ତି । ଏଥିପାଇଁ ହରନାଜ ନିଜର ଖୁସି ପ୍ରକାଶ କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *