Chanakya Niti: ଦୁନିଆରେ ବହୁତ କମ ଲୋକ ହିଁ ଜାଣିଛନ୍ତି ନାରୀଙ୍କର ଶରୀରର ଏହି ଭାଗ ହୋଇଥାଏ ସବୁଠୁ ପବିତ୍ର !

ଭାରତୀୟ ସଂସ୍କୃତିରେ ମହିଳାଙ୍କୁ ଉଚ୍ଚ ସ୍ଥାନ ଦିଆଯିବା ସହ ସେମାନଙ୍କୁ ପୁଜନିୟ ମାନାଯାଏ । ଏହି କାରଣରୁ ଆମ ଦେଶରେ କନ୍ୟାଙ୍କୁ ପୂଜା କରାଯାଏ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମହିଳାଙ୍କର ଶରୀରର ଅଙ୍ଗ ବିଷୟରେ ଉଲେଖ କରାଯାଇଛି । କେଉଁ ମହିଳା କେଉଁ ପୁରୁଷଙ୍କ ପାଇଁ ଭାଗ୍ୟଶାଳୀ ଅଟେ ତାହା ମଧ୍ୟ ଉଲେଖା ରହିଛି । ଏଥିରେ ମହିଳାଙ୍କର କେଶ ଠାରୁ ଆରମ୍ଭ କରି ପାଦର ନଖ ଯାଏଁ ସ୍ଥିତି ବିଷୟରେ କୁହାଯାଇଛି । ମହିଳାଙ୍କର ଶରୀରର ବଡ ଅଙ୍ଗ ବିଷୟରେ ମଧ୍ୟ କୁହାଯାଇଛି । ଆଜି ଆମେ ଆପଣ ମାନଙ୍କୁ ମହିଳାଙ୍କର କେଉଁ ଅଙ୍ଗ ପବିତ୍ର ସେହି ବିଷୟରେ କହିବାକୁ ଯାଉଛୁ ।

୧- ଶାସ୍ତ୍ର ଅନୁସାରେ ଲମ୍ବା କେଶ ଥିବା ମହିଳା ପଦ୍ମିନୀ ଓ ଉଚ୍ଚ କୋଠିର ହୋଇଥାନ୍ତି । ଯେଉଁ ନାରୀଙ୍କର ଲମ୍ବା କେଶ ଥାଏ ସେମାନଙ୍କର ସ୍ଵାମୀ ଭାଗ୍ୟଶାଳୀ ହେବ ସହ ଏହା ଶୁଭତା ପ୍ରତୀକ ହୋଇଥାଏ ।

୨- ଯେଉଁ ନାରୀଙ୍କର ଲମ୍ବା ଗର୍ଦନ ରହିଥାଏ ସେମାନେ ଐଶ୍ବରୀୟଶାଳି ହୋଇଥାନ୍ତି । ଏମାନଙ୍କ ଠାରେ ବୈଭବ ରହିବା ସହ ଏମାନଙ୍କର ସ୍ଵାମୀଙ୍କ ପାଖରେ କେବେ ଧନର ଅଭାବ ହୁଏ ନାହି ।

୩- ଯଦି ନାରୀରର ୪ଟି ଆଙ୍ଗୁଠି ତାର ମଥା ଉପରେ ସହଜରେ ଆସିଯାଏ ତେବେ ଶୁଭ ମାନାଯାଏ । ଛୋଟ ମଥା ଥିବା ନାରୀ କେବେ ନିସ୍ପତି ନେଇପାରନ୍ତି ନାହି କି ଏମାନଙ୍କ ଠାରେ ଆତ୍ମବିଶ୍ଵାସ ନ ଥାଏ । ଯେଉଁ ନାରୀର ଗଜ ମସ୍ତକ ଥାଏ ସେମାନେ ସୋଭାଗ୍ୟଶାଳୀ ହୋଇଥାନ୍ତି ।

୪- ଯଦି କୌଣସି ନାରୀର ମଥାରେ ଜନ୍ମରୁ ଚିହ୍ନ ରହିଥାଏ ତେବେ ସେମାନେ ରାଗ ସ୍ଵଭାବର ହେବା ସହ ଜିଦିଆ ହୋଇଥାନ୍ତି । ଯେଉଁ ମାନଙ୍କର ଜନ୍ମ ପରେ ଦୁର୍ଘଟଣା ବଶତ ମଥାରେ ଚିହ୍ନ ରହିଥାଏ ସେମାନଙ୍କର ଦାଂପତ୍ଯ ଜୀବନ ସୁଖମୟ ହୁଏ ନାହି ।

୫- ମହିଳାଙ୍କର ଶରୀରରେ ଅଧିକ କେଶ ରହିବା ବା ଝାଳରେ ଦୁର୍ଗନ୍ଧ ଆସିବା ହୋଇଥାଏ ସେମାନେ ବହୁତ ଅଳସୁଆ ହେବା ସହ ଅନ୍ୟ ଉପରେ ଭରସା କରନ୍ତି ଅନହି । ଏହା ଅଶୁଭ ଲକ୍ଷଣ ହୋଇଥାଏ ।

୬- ଯଦି ନାରୀର କର୍କଶ ସ୍ଵର ରହିଥାଏ ସେ ତା ଜୀବନରେ ସଫଳତା ପାଇଁ ସଂଘର୍ଷ କରିଥାଏ । ଅନ୍ୟ କ୍ଷେତ୍ରରେ ଯେଉଁ ନାରୀର ମିଠା ଆବାଜ ଥିବା ସେମାନେ ଭାଗ୍ୟଶାଳି ହେବା ସହ ଜୀବନରେ ସବୁ ପ୍ରକାରର ସୁଖ ସୁବିଧା ପାଇଥାନ୍ତି ।

୭- ନାରୀ ମାନେ ଚାଲିବା ସମୟରେ ଶବ୍ଦ କରିଲେ ଏହା ଅଶୁଭ ଲକ୍ଷଣ ହୋଇଥାଏ । ତେଣୁ ନାରୀଙ୍କୁ ପାଉଁଜି ପିନ୍ଧିବା ଉଚିତ ଯାହା ଦ୍ଵାରା ଘରର ଶୁଦ୍ଧତା ବୃଦ୍ଧି ହୋଇଥାଏ ।

୮– ନାରୀଙ୍କର ଆଖିରେ ଏକ ଚମକ ରହିବା ସହ ସେମାନଙ୍କର ଦ୍ରୁଷ୍ଟି କୋଣ ଠିକ ରହିଲେ ସେମାନେ ସୋଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ନାରୀର ନଖ ଲମ୍ବା ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୯- ନାରୀର ଶରୀରର ସବୁଠାରୁ ପବିତ୍ର ଅଙ୍ଗ ହେଉଛି ତାର ନାଭି । ମହିଳାଙ୍କର ନାଭିରେ ମା ଶକ୍ତି ବାସ କରିଥାନ୍ତି । ଏମାନଙ୍କର ନାଭିରେ ଶିଶୁ ଗର୍ଭରେ ସୁରକ୍ଷିତ ରହିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *