ଓଡିଆ ଜଗତର ଅଭିନେତା ଅଭିନେତ୍ରୀ ହୁଅନ୍ତୁ କିମ୍ବା ଆଉ କେହି ହୁଅନ୍ତୁ ଆପଣ ଯାହାଙ୍କୁ ଦେଖିବେ ସେମାନେ ସୋସିଆଲ ମିଡିଆ ରେ ନିଜର ଚାପ ଛାଡିବାରେ ପାଖରେ ରହି ନାହାଁନ୍ତି । ଆପଣ ମାନେ ଏହା ମଧ୍ୟ ଜାଣି ଥିବେ କି କିଛି ଲୋକମାନେ ଏବେ ନିଜ ବାହା ଘର କିମ୍ବା ନିଜର ଛୋଟ ମୋଟ ଖୁଶି କୁ ମଧ୍ୟ ନିଜ ଫ୍ୟାନ୍ନ୍ସ ମାନଙ୍କ ସହ ସେୟାର କରୁଛନ୍ତି । ମଝିରେ ଆପଣ ବବିମିଶ୍ର ଓ କୋୟଲ କାହାଣୀ ଶୁଣିଥିବେ ।
ଆଜି ଆମେ କହିବା କି ଆମ ଜୀବନର କାହାଣୀ ଯାହାଭି ହେଉନା କାହିଁ କି ଆମେ ସବୁ ବେଳେ ତାରକା ଜଗତର ଲୋକଙ୍କୁ ଆମେ ଦେଖିବା ପାଇଁ ଭଲ ପାଇ ଥାଉ । ଆଜି ଆମେ କହିବା କି କୋୟେଲ ଙ୍କ ଦ୍ଵିତୀୟ ବିବାହ ଏବେ ତାଙ୍କ ଫ୍ୟାନ୍ସ ମାନଙ୍କୁ ଖୁଶି ଦେଉଥିବା ବେଳେ ବବି ଙ୍କୁ କଷ୍ଟ ଦେଉଥିବାର ସୂତ୍ରରୁ ଜଣା ପଡିଛି ।
ଆପଣ ମାନେ ତ ଜାଣି ଥିବେ କି ବବି ଆଉ କୋୟଲ ନିଜ ଜୀବନରେ ଖୁବ ଖୁଶି ଥିଲେ ମାତ୍ର କିଛି ଦିନ ପରେ ଉଭୟ ଯେଉଁ ଭଳି ଭାବେ ସୋସିଆଲ ମିଡିଆରୁ ଦୂରରେ ରହିବା ପାଇଁ ଲାଗିଲେ ସେହି ଭଳି ଭାବେ ସବୁ କିଛି ଖରାପ ହେବା ପାଇଁ ଲାଗିଲା ।
ଆଜି ଆମେ କହିବା କି ଯେଉଁ ମାନେ ବବି ଓ କୋୟଲ ଙ୍କ ଯୋଡି କୁ ପସନ୍ଦ କରୁଥିଲେ ସେମାନେ ସବୁ ଦିନ ପାଇ ତାଙ୍କ ଯୋଡି ଙ୍କୁ ଆଉ ଦେଖି ପାରିବେ ନି । ଦୁଇ ଜଣ ନିଜ ବ୍ୟକ୍ତିଗତ ଜିଅବନରେ ବ୍ୟସ୍ତ ରହିବା ପାଇଁ ଲାଗିଲେ ଓ ଏହା ପରେ ସେମାନେ ସବୁ ଦିନ ପାଇଁ ପରସ୍ପର ଠାରୁ ଦୂରେଇ ଯାଇ ଥିଲେ । ଯାହା ଫଳରେ ବବି ଏକା ରହି ଥିଲେ ଓ କୋୟଲ ନିଜ ଜନ୍ମ ସ୍ଥାନକୁ ଯିବା ଆସିବା କରୁଥିଲେ ।
କିନ୍ତୁ ଏବେ କିଛି ଦିନ ତଳେ ଦୁହେଁ ପରସ୍ପର ଠାରୁ ଅଲଗା ଆହୋଇଯିବାର ଖୁବ ଚ୍ଚର୍ଚ୍ଚା ଚାଲିଲା । ଏହା ଗଣ ମାଧ୍ୟମ କୁ ଆସିଲା ମଧ୍ୟ କି ଏହା ସତ୍ୟ ଅଟେ । କିଛି ଦିନ ଯିବା ପରେ ଆମେ ସେମାନଙ୍କ ଯୋଡିକୁ ଭୁଲିଯିବା ବୋଲି କହିଥିଲେ କୋୟଲ ଏହା ସୂତ୍ରରୁ ଜଣା ପଡିଛି ।
ଏହି କିଛି ଦିନ ର ନିରବିଚ୍ଚିନ୍ନ ପରେ କୋୟଲ ଏବେ ଆଉ ଠାରେ ନିଜର ଦୁନିଆ ଆରମ୍ଭ କରି ଛନ୍ତି ଯାହା ଭଲ କଥା ସେ ନିଜ ନୂଆ ଜୀବନ ସାଥି ଙ୍କ ସହ ଖୁଶିରେ ରୁହନ୍ତୁ ଏହା ମଧ୍ୟ ଭଲ କଥା । କିନ୍ତୁ ନିଜ ଫଟ କୁ ସେ ଛାଡିବା ପରେ କିଛି ଲୋକମାନେ କହିଥିଲେ କି ବବି ଙ୍କ ମନ ବହୁତ ଖରାପ ଏବେ ତାଙ୍କ ଅବସ୍ଥା ମଧ୍ୟ ଖରାପ ଏହାର ଉତ୍ତର ରେ କୋୟଲ କହିଥିଲେ କି ତୁମେ ପାଗଳ ହୋଇଯାଇଛ ।
କୋୟଲ ଙ୍କ କିଛି ଫ୍ୟାନ୍ସ ମାନେ ତାଙ୍କୁ ବଧାଇ ଦେଇଛନ୍ତି ଓ କିଛି ଜଣଙ୍କ ମଧ୍ୟରେ ଏବେ ଝଗଡା ହୋଇ ଯାଇଛି । 2014 ରେ ବିବାହ କରିଥିଲେ ପ୍ରଥମ ଥର ପାଇଁ ଏହା ପରେ ବିଚ୍ଛେଦ 2018 ରେ ଓ ଏହା ପରେ 2021 ରେ ପୁଣି ବିବାହ କରିଛନ୍ତି କୋୟଲ କିନ୍ତୁ ତାଙ୍କ ଜୀବନ ସାଥି ଙ୍କ ନାମ ଏବେ ଯାଏ ଜଣା ନାଇ । କୋୟଲ ଙ୍କ ଜୀବ ଭଲ ହେବ ।