“ଏ ଝିଅ ବି Archanaଠୁ କିଛି କମ ନୁହେଁ, ମୋ କ୍ଲାଏଣ୍ଟକୁ ବ୍ଲାକମେଲ କରି”… ସାମ୍ନାକୁ ଆସିଲେ ଆଉ ଜଣେ Archana, ଦେଖନ୍ତୁ କଣ କହୁଛନ୍ତି ଏହି ଓକିଲ ଜଣଙ୍କ

ବନ୍ଧୁଗଣ ଆଜିକାଲି ପିଲା ମାନଙ୍କୁ କେମିତି ସହଜ ଉପାୟରେ ବ୍ଲାକ ମେଲିଙ୍କ କରାଯାଉଛି ତାହା ଦିନକୁ ଦିନ ବଢିବାରେ ଲାଗିଛି । ଏହି ବିଷୟରେ ସିଦ୍ଧାନ୍ତ ନାମକ ବ୍ୟକ୍ତିଙ୍କର ଓକିଲ ଏଭଳି ମତ ଦେଇଛନ୍ତି କି ଯେବେ ସେ ସବୁ ଡକୁମେଣ୍ଟ ଓକିଲ ଙ୍କୁ ଦେଖାଇଲେ ଆଉ ସବୁ ଘଟଣା ବିଷୟରେ କହିଲେ ତେବେ ସ୍ପଷ୍ଟ ହେଲା କି ଏହା ଏକ ବ୍ଲାକ ମେଲିଙ୍ଗ ଘଟଣା । ବର୍ତ୍ତମାନ ସମୟରେ ମଧ୍ୟ ଚାଲିଛି ବ୍ଲାକ ମେଲିଙ୍ଗ କେସ ଯାହା ମଧ୍ୟରୁ ସବୁଠାରୁ ହାଇ ଲାଇଟ ଘଟଣା ହେଉଛି ଅର୍ଚ୍ଚନା ନାଗ ଙ୍କ ମାମଲା ।

ଠିକ ସେହିଭଳି ଆଉ ଜଣେ ଅର୍ଚ୍ଚନା ବାହାରିଛନ୍ତି ଯିଏ କି ଲୋକ ମାନଙ୍କୁ ବ୍ଲାକ ମେଲିଙ୍ଗ କରୁଛନ୍ତି ଆଉ ତାଙ୍କ କ୍ଲାଇଣ୍ଡ ସିଦ୍ଧାନ୍ତ ଙ୍କୁ ବ୍ଳାକ ମେଲିଙ୍ଗ କରି ଫ୍ସାୟ ଦେଇଛି । ସେକେଣ୍ଡ ଅର୍ଚ୍ଚନା ଯେଉଁ ବାହାରିଛି ସେ ସୁନା ଗହଣା ନେଇ ସିଦ୍ଧାନ୍ତ ଙ୍କ ଠାରୁ ବ୍ଲାକ ମେଲିଙ୍ଗ କରିଛି । ଏତେ ସବୁ ସୁନା ଗହଣା ନେଲା ପରେ ବି ସେକେଣ୍ଡ ଅର୍ଚ୍ଚନା ବଡ ପଡିଲା ନାହି ନିଜର ବ୍ଲାକ ମେଲିଙ୍ଗରେ । ଏହା ପରେ ବି ସେକେଣ୍ଡ ଅର୍ଚ୍ଚନା ସେଟିଙ୍ଗ ବି ଆସୁଛି ।

ଏହି କେସ ରେ ଯେଉଁ ଅଥରୀଟି ପ୍ରୋଟେକ୍ସନ ଦେବା କଥା ସେମାନେ ମଧ୍ୟ ଏହି କେସ ରେ ସାମିଲ ଅଛନ୍ତି ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ ସେକେଣ୍ଡ ଅର୍ଚ୍ଚନା ସିଦ୍ଧାନ୍ତ ଙ୍କ ନାଁ ରେ ଫଲ୍ସ କେସ ଦେଇଛି । ଯେଉଁ ଏଫାୟାର ଦିଆ ଯାଇଛି ସିଦ୍ଧାନ୍ତ ଙ୍କ ନାଁ ରେ ତାହା ଡକୁମେଣ୍ଟ କୁ ଫଲ୍ସ କରାଯାଇ ତିଆରି କରା ଯାଇଛି ଯାହା ସିଦ୍ଧାନ୍ତ ଙ୍କ ବିରୁଦ୍ଧରେ ବ୍ୟବହାର କରା ଯାଇଛି । ସିଦ୍ଧାନ୍ତ ଙ୍କ ମୁହଁ ବନ୍ଦ କରିବାକୁ ଫଲ୍ସ ଡକୁମେଣ୍ଟ ତିଆରି କରା ଯାଇଛି ।

ଏମିତିକି ପ୍ରାଇଭେଟ ବ୍ୟକ୍ତି ମଧ୍ୟ କିଡନାପ କରି ତାକୁ ତରଚର କରାଜୟ ଅଫିସିୟାଲି ରେ କନଭର୍ଟ କରା ଯାଇଛି । ଆଗରୁ ମଧ୍ୟ ହ୍ୟୁମାନ ରାଇଟ୍ସ ରେ ସିଭିଲ କେସ ଚାଲିଛି । କିଛି କେସ ପେଣ୍ଡିଙ୍ଗ ଅଛି ମଧ୍ୟ ଆଉ କିଛି ଚାଲିଛି ମଧ୍ୟ । ଏହି କେସ ରେ ଜାନୁଆରୀ ଠାରୁ ଆରମ୍ଭ କରି ୨-୩ ମାସ ଯାଏଁ ଘଟଣା କ୍ଲିୟର ଲେଖା ଯାଇଛି । କେଉଁ ପ୍ରକାରର ମାନ୍ୟୁପ୍ଳେଟ କରାଯାଇ ଜଣଙ୍କୁ ପ୍ରେସରାଇଜ କରା ଯାଇଛି ।

ତେଣୁ ଆଜିର ସମୟରେ ବ୍ଲାକ ମେଲିଙ୍ଗ କୁ ନ ଡଋ ଆମେ ଆମେ ସମସ୍ତେ ତାର ଫେସ କରିବା ଉଚିତ । ନଚେତ ଆଜିର ଯୁବ ପିଢୀ ମାନେ ଅଯଥାରେ କାହାର ବି ଫାଶରେ ଫସି ଯାଇ ପାରନ୍ତି । ତେଣୁ ଏଥିପ୍ରତି ଧ୍ୟାନ ଦେବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *