ଦର୍ଶକ ବନ୍ଧୁ କେବେ କୌଣସି ଓଡିଆ କଳାକାର ଙ୍କ ନାଁ ରେ ଆସି ନାହି ଶଯ୍ୟା ସଙ୍ଗିନର ଅଭିଯୋଗ । ଖୋଦ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ଙ୍କ ନାଁ ରେ ଆସିଛି ସାଂଘାତିକ ଅଭିଯୋଗ । ତାଙ୍କ ନାଁ ରେ ଖାଲି ଅଭିଯୋଗ ଆସି ନାହି ବରଂ ଏହାର ପ୍ରମାଣ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖାଲି ଅଭିଯୋଗ ଆସି ନାହି ଏ ମୋବାଇଲ ରୁ ସେ ମୋବାଇଲ କୁ ଘୁରି ବୁଲୁଛିଚି ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ଙ୍କ ଉଲଗ୍ନ ଭିଡିଓ ଆଉ ଏହି ଭିଡିଓ କୁ ନେଇ ସୋସିଆଲ ମିଡିଆରେ କେହି କେହି କମେଣ୍ଟ ରେ ଲେଖିଛନ୍ତି ଯେ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ଙ୍କ ନୂଆ ସିନେମାର ନାଁ ହେଉଛି “ମୋ ଅଶ୍ଳୀଳ ସିନେମାର ନାୟିକା ତୁ” ।
ଆଉ ଯେବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି କାଷ୍ଟିଙ୍ଗ କାଉଚ ର ଶିକାର ହୋଇଥିବା ଯୁବତୀ ଲକ୍ଷ୍ମୀ ସାଗର ଥାନା ରେ ଏତାଲା ରୁଜୁ କରିଛନ୍ତି । ଏ ଘଟଣା କୁ ନେଇ ଏବେ ଓଲିଉଡ ଜଗତରେ ନାନାଦି ଚର୍ଚ୍ଚା ଚାଲିଛି । ଏଠାରେ କହି ରଖୁଛୁ କି ଥାନା ରେ ଏତାଲା ଦେଇଥିବା ଯୁବତୀ ଏକ ଭିଡିଓ ଜାରି କରି କହିଛନ୍ତି କି ଗତ ଦୁଇ ବର୍ଷ ତଳେ ଯୁବତି ଜଣକ ଅକ୍ଷୟ ପାରିଜା ଙ୍କୁ ଭେଟି ସିନେମା ଓ ବ୍ୟବସାୟରେ କାମ କରିବା ପାଇଁ ଅନୁରୋଧ କରିଥିଲେ ।
ଆଉ ଏହି ଯୁବତୀଙ୍କ ଅଭାବର ଫାଇଦା ନେଇ ମୌକା ଦେଖି ଚକା ମାରିଥିଲେ ଅକ୍ଷୟ ପରିଜା । ତାଙ୍କ ଘରକୁ ଯାଇ ଶାରୀରିକ ସମ୍ପର୍କ ରଖିଥିଲେ ଅକ୍ଷୟ ପରିଜା । ଏହି ସମୟରେ ପରିଜା ଏହାକୁ ନିଜେ ଶୁଟିଙ୍ଗ କରିଥିବା ଅଭିଯୋଗ ହୋଇଛି । ଆଉ ଯଦି ଏହି ଖବର ପ୍ରଘଟ କରନ୍ତି ଯୁବତୀ ତେବେ ଭିଡିଓ ଭାଇରାଲ ହେବାରେ ଧମକ ମଧ୍ୟ ଦେଇଥିଲେ ଅକ୍ଷୟ ପରିଜା ଯୁବତୀ ଙ୍କୁ । ଆଉ ତା ପରେ ଏହି ଭିଡିଓ କୁ ଦେଖି ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ବାରମ୍ବାର ଯୌନ ଶୋଷଣ କରୁଥିଲେ ଯୁବତୀ ଙ୍କୁ ।
ଆଉ ସିନେମାରେ ଟ୍ଵିଷ୍ଟ ଆସିବା ଭଳି ଏହି ଘଟଣା ରେ ସେତେବେଳେ ଟ୍ଵିଷ୍ଟ ଆସିଥିଲା ଯେବେ ଯୁବତୀ ଜଣକ ଅନ୍ୟ ଜାଗାରେ ବିବାହ କରିବାକୁ ନିସ୍ପତି ନେଇଥିଲେ । ଆଉ ଏ କଥାକୁ ସହଜରେ ଗ୍ରହଣ କରିପାରି ନ ଥିଲେ ଏ କାହାଣୀର ନାୟକ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା । ଆଉ ଯେବେ ସେ ଜାଣିବାକୁ ପାଇଲେ ଯେଉଁ ଯୁବତୀଙ୍କୁ ସେ ଯୌନ ଶୋଷଣ କରୁଛନ୍ତି ସେ ଆଉ କାହାର ବଧୁ ହେବାକୁ ଯାଉଛି ଠିକ ସେତିକି ବେଳେ ଯୁବତୀ ଙ୍କୁ ମାରି ଦେବାକୁ ଧମକ ଦେଲେ ଅକ୍ଷୟ ପରିଜା ।
ଆଉ ଯାହାକୁ ନେଇ ଥାନା ର ଦ୍ଵାରସ୍ଥ ହେଲେ ଯୁବତୀ ଜଣକ । ଆଉ ଏବେ ସୋସିଆଲ ମିଡିଆରେ ବରିଷ୍ଠ ପ୍ରଯୋଜ ଅକ୍ଷୟ ପରିଜା ଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।