ଏବେ ଏବେ Bollywoodରୁ ଆସିଲା ଦୁଃଖର ଖବର, ଆଖି ବୁଜିଲେ 90 ଦଶକର ଏହି ମହାନ ଖଳନାୟକ

ପର ଲୋକରେ ବଲିଉଡ ଅଭିନେତା ସାଲିମ ଘୋଷ । 90 ଦଶକର ଖଳନାୟକ ଭାବେ ଅନେକ ଚଳଚିତ୍ର ରେ କାମ କରିଥିଲେ । ଏହି କଳାକାର ଜଣଙ୍କ ହେଉଛନ୍ତି ପାର୍ସିଆନ ର କଳାକାର । ତାଙ୍କ ଏବେ ମୃତ୍ୟୁ ହୋଇଛି ଅଭିନେତା ସାରିଂ ହାସିନ ଟ୍ଵିଟ କରିକି ଏହା ସୂଚନା ଦେଇଛନ୍ତି । ଏହାକୁ ନେଇ ଜାଣିବା ପରେ ସାରା ବଲିଉଡ ରେ ଦୁଃଖ ପ୍ରକାଶ ଦେଖା ଯାଇଛି । ସାଲିମ ଅନେକ ସିରିୟାଲ ରେ କାମ କରୁଥିବା ବେଳେ ସେ ଅନେକ ଚଳଚିତ୍ର ରେ ମଧ୍ୟ କାମ କରିଛନ୍ତି ।

ଡ଼ିଡ଼ି ନେସନାଲ ରେ ପ୍ରସାରିତ ହେଉଥିବା ସିରିୟାଲ ରେ ମଧ୍ୟ ସେ ଅନେକ ଅଭିନୟ କରିଛନ୍ତି । ଏହା ପାଇଁ ସେ ଘରେ ଘରେ ଲୋକପ୍ରିୟ ହୋଇ ପାରିଥିଲେ । ସେ ହାର୍ଟ ଆଟକ୍କ ରେ ଚାଲି ଯିବା କଥା ତାଙ୍କ ପତ୍ନୀ କହିଛନ୍ତି । ବୁଧବାର ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖୁବ ଖରାପ ଥିଲା ତେଣୁ ତାଙ୍କୁ ମୁମ୍ବାଇ ର ହସ୍ପିଟାଲ ରେ ଭର୍ତ୍ତି କରା ଯାଇଥିଲା ।

ସେଠାରେ ଚିକିସ୍ଛା ହେଉଥିବା ସମାୟରେ ତାଙ୍କ ଜିବନ ର ଦୀପ ଲିଭି ଜାଇଥିଲା । ସେ ସ୍ଵର୍ଗ ଓ ନର୍କ ଚଳଚିତ୍ର ରୁ ଅଭିନୟ କରିବା ଆରମ୍ଭ କରିଥିଲେ । ଏହା ପରେ ସେ ଆଉ ଅଟକି ନଥିଲେ । ତେବେ ଆମେ ଏକ କଳାକାର ଙ୍କୁ ହରାଇବା ମାନେ ମନୋରଞ୍ଜନ ଦୁନିଆରୁ ଏକ ତାରକା ଙ୍କୁ ହରାଇବା ଭଳି ।

ସବୁ ଏନକେ ଜୀବନ ରେ କିଛି ଭଲ ସମୟ ଓ କିଛି ଖରାପ ସମୟ ଆସିଛି ମାତ୍ର ଏହି କଳାକାର ଙ୍କ ଜୀବନରେ ସବୁ ବେଳେ ଖୁଶି ଆସିଥାଏ । ବୋଲି ଆମେ ସୂନୀ ଥାଉ କିନ୍ତୁ ଏହା ସତ ନଥାଏ ହୁଏ ତ ତାଙ୍କ କଳାକାର ଜୀବନ ଖୁବ ଭଲ ରହି ଥିବ କିନ୍ତୁ ତାଙ୍କ ବ୍ୟକ୍ତି ଗତ ଜୀବନ କିଛି ଭି ହୋଇ ପାରେ । କିଛି କଳାକାର ମାନେ ନିଜ ଦୁନିଆକୁ ବହୁତ ଭଲ ପାଇ ଥାନ୍ତି ଓ ସେମାନେ ସବୁ ବେଳେ ଏକ କଥା ଚାହିଁ ଥାନ୍ତି ।

କି ସେମାନଙ୍କୁ ତାଙ୍କ ଦର୍ଶକ ମାନେ ପସନ୍ଦ କରୁଥାନ୍ତୁ । କିଛି କଳାକାର ମାନେ ଆରମ୍ଭ ରୁ ବହୁତ ଭଲ ପ୍ରଦରଶନ କରୁଥିଲେ ମଧ୍ୟ ସେମାଙ୍କ ଆଗାମୀ ଦିନ ଖୁବ ଖରାପ ଥାଏ । ତେବେ ଆଜି ଯେଉଁ କଳାକକାର ଆମ ଦୁନିଆରୁ ଚାଲି ଯାଇଛନ୍ତି ସେ ଏକ ନାୟକ ନୁହେଁ ଖଳନାୟକ ଅଟନ୍ତି ।

ତଥାପି ଆମେ କହିବା କି ଖଳନାୟକ ହେବା ସହଜ କଥା ନୁହେଁ ଯଦି ଆମେ ନିଜ କୁ ଖରାପ ଦେଖାଇ ପାରିବା । ଯାହା କି ଆମେ କେବେଭି ସେମିତି ନୁହେଁ ଏହା ବହୁତ ବଡ କଥା । ଏହି କଳାକାର ଙ୍କ କଳା କୁ ଆମେ ସାରା ଜୀବନ ପାଇଁ ସ୍ମୃତି ରେ ରଖିକି ଆଗାମୀ ପିଢୀକୁ ଶିଖିବ୍ବା ପାଇଁ ପ୍ରେରଣା ଦେବୁ । ଆମେ ତାଙ୍କ ପାଇଁ ଭଗବାଙ୍କ ପାଖରେ ପ୍ରାର୍ଥନା କରୁଛୁ କି ସେ ଆରାମ ପାନ୍ତୁ ।

Leave a Reply

Your email address will not be published. Required fields are marked *