ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଓଲିଉଡ ଇଣ୍ଡଷ୍ଟ୍ରି ରେ ଗୀତିକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସୁମଧୁର କଣ୍ଠରେ କେତେ ଯେ ଗୀତ ଗାଇଛନ୍ତି ଆଉ ଇଣ୍ଡଷ୍ଟ୍ରି କୁ ଭେଟି ଦେଇଛନ୍ତି ତାହା ଅଗଣନୀୟ ଅଟେ । ତେବେ ବର୍ତ୍ତମାନ ସାରା ଦେଶରେ ଏମିତି ଜେଣ ଓଡିଆ ଗାୟିକା ଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ଯିଏ କି ନିଜର କଣ୍ଠଦାନ କରି ସାରା ଓଡିଶାରେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ।
ତେବେ ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଆପଣ ସମସ୍ତଙ୍କର ପ୍ରିୟ ତଥା ଓଡିଶାର ଜଣାଶୁଣା ଗାୟିକା ଦୀପ୍ତି ରେଖା ଙ୍କ ଗୀତ ଶୁଣିଲା ସାରା ଦେଶ । ଭିତର ଙ୍କ ପାଇଁ ଗୀତ ଗାଇଲେ ଦୀପ୍ତି ରେଖା । ଜାତୀୟ ଭୋଟ ଦିବସରେ ମୁଖ୍ୟ ନିର୍ବାଚନ କମିଶନ ପକ୍ଷ ରୁ ଭୋଟର ଙ୍କ ପାଇଁ ଗୀତ ସମର୍ପିତ କରା ଯାଇଛି । ଗୀତ ର ଶୀର୍ଷକ ରହିଛି “ମୁଁ ଭାରତ ଆମେ ଭାରତର ମତଦାତା” ।
ଏ ଗୀତ କୁ 12 ଟି ଭାଷାରେ ପରିବେଷଣ କରା ଯାଇଛି ଜଣାଶୁଣା ସିନେ ନିର୍ମାତା ସୁଭାଷ ଘାଇ ଙ୍କ ଟିମ ସୁଭାଷ ଘାଇ ଫାଉଣ୍ଡେସନ ଏହାକୁ ପ୍ରସ୍ତୁତ କରିଛନ୍ତି । ଏହି ଗୀତ ଦେଶର ସବୁ ଭୋଟର ଙ୍କୁ ଉଶ୍ଚର୍ଗୀକୃତ କରିଛନ୍ତି । ଏହି ଗୀତ ରେ ନିଜର କଣ୍ଠଦାନ କରିଛନ୍ତି ଗାୟିକା ଦିପ୍ତି ରେଖା । ଦୀପ୍ତି ଙ୍କ ସମେତ 18 ଜଣ ସେଲିବ୍ରେଟି ଗାୟିକା ମଧ୍ୟ ଏହି ଗୀତ ରେ କଣ୍ଠଦାନ କରିଛନ୍ତି ।
ଏହି ଅବସର ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଉପସ୍ଥିତ ଥିଲେ । ଦୀପ୍ତି ଙ୍କ ସହ ଅନ୍ୟ କଳାକାର ଙ୍କୁ ସମ୍ବର୍ଦ୍ଧନା ଦିଅ ଯାଇଛି ଏହି ଅବସର ରେ । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ବିଜିୟୁ ଲୋକଙ୍କ ପ୍ରିୟ ଗୟାକ ଶୋନୁ ନିଗମ, ପଦ୍ମଶ୍ରୀ କୋଏସ ଚିତ୍ରା, ଅଭିନେତା ପଞ୍ଜକ ତ୍ରିପାଠୀ ଏବଂ ଅନ୍ୟ କଳାକାର ମାନେ ଏହି କାର୍ଯ୍ୟ କ୍ରମ ରେ ଉପସ୍ଥିତ ରହିଥିଲେ ।
ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚିତ୍ରାଙ୍କ ସହ ଏବଂ ସୁଭାଷ ଘାଇ ଙ୍କ ସହ ଦୀପ୍ତି ରେଖା ରହିଛି ଯାହା ଏହି ଭାଇରାଲ ଭିଡିଓ ରେ ନଜର ଆସୁଛି । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ଗାୟିକା ଦୀପ୍ତି ରେଖା ।
ଏବେ ସାରା ଦେଶ ଶୁଣିବ ଦୀପ୍ତି ରେଖା ଙ୍କ ସ୍ଵର ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଆଉ ଚହଳ ସୃଷ୍ଟି ହୋଇଛି । ଓଡିଶାର ସ୍ଵର ଓଡିଶା ହିସାବ ରେ ଏବଂ ଓଡିଶାରେ ଥିବା ସମୟରେ ଆମେ ମାନେ ମଧ୍ୟ ଏହାକୁ ଗର୍ବ ଅନୁଭବ କରୁଛୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।